ବ୍ରିଟେନ୍ରେ ଥିଲେ ସୁଦ୍ଧା କୋଭିଡ ସହ ଲଢ଼େଇରେ ସାମିଲ ହୋଇଛନ୍ତି ଏହି ଭାରତୀୟ କ୍ରିକେଟର: ଲୋକଙ୍କ ସେବା ପାଇଁ କରୁଛନ୍ତି ଦିନରାତି ଏକ
ନୂଆଦିଲ୍ଲୀ,୧୪।୫: ଭାରତୀୟ କ୍ରିକେଟର ହନୁମା ବିହାରୀଙ୍କୁ କଷ୍ଟ ସହି ମାଚ୍ ଜିତାଇବାରେ ନୁହେଁ ବରଂ ଏବେ ନିଜ ବନ୍ଧୁମାନଙ୍କ ସହ ମିଶି କୋଭିଡ-୧୯ ରୋଗୀଙ୍କୁ ସ୍ବାସ୍ଥ୍ୟସେବାରେ ଖୁସି ମିଳୁଛି। ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମିତ ହେଉଥିବା ରୋଗୀଙ୍କ ସହାୟତା ଲାଗି...
‘ ଦିନିକିଆ, ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ ’
ମୁମ୍ବାଇ,୧୪।୫ : ଭାରତୀୟ ଦିନିକିଆ ଓ ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ। ଅସ୍ତ୍ରୋପଚାର ପରେ ସେ ନିୟମିତ ବୋଲିଂ କରିପାରୁ ନାହାନ୍ତି। ଏହି କାରଣରୁ ତାଙ୍କୁ ଚୟନକର୍ତ୍ତା ଲମ୍ବା ଫର୍ମାଟ ପାଇଁ ଅଣାଦେଖା କରୁୁଛନ୍ତି। ମତେ...
ପୁଣିଥରେ ଶାହାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍; କ୍ୱାରାଣ୍ଟାଇନ୍ ଶେଷ କରିବା ସତ୍ତ୍ୱେ..
ନୂଆଦିଲ୍ଲୀ,୧୪।୫: ସନରାଇଜର୍ସ ହାଇଦ୍ରାବାଦର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ଶାହାଙ୍କ ନମୂନା ପୁଣିଥରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ସପ୍ତାହ(୧୪ ଦିନ) ଧରି କ୍ୱାରାଣ୍ଟାଇନ୍ରେ ରହିବା ପରେ ସେ ନିଜର ଟେଷ୍ଟ କରାଇଥିଲେ। ବାୟୋ ବବଲ୍ରେ କୋଭିଡ୍ ସଂକ୍ରମଣ ମାମଲା...
ବିବାଦକୁ ଭୁଲିଗଲେଣି କି ଅଷ୍ଟ୍ରେଲିଆ ଅଧିନାୟକ? କୋହଲିଙ୍କୁ ନେଇ ଦେଲେ ଏଭଳି ବଡ଼ ବୟାନ
ନୂଆଦିଲ୍ଲୀ,୧୪।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। କ୍ରିକେଟ୍ର ତିନୋଟିଯାକ ଫର୍ମାଟ୍ରେ ତାଙ୍କର ରେକର୍ଡ ଅନ୍ୟଙ୍କ ପାଇଁ ପ୍ରେରଣା। ଟେଷ୍ଟ ହେଉ ଅଥବା ଟି୨୦ ଅନ୍ତର୍ଜାତୀୟ, ପ୍ରତିଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍କୁ ଅତି ଚମତ୍କାର ଢ଼ଙ୍ଗରେ ଖେଳିଥାନ୍ତି ସେ।...
ସବୁ ବାଧାକୁ ଏଡ଼ାଇଯାଇପାରେ ଭାରତୀୟ ଟିମ୍; ସେଥିପାଇଁ ମୁଁ ଗର୍ବିତ: ଶାସ୍ତ୍ରୀ
ନୂଆଦିଲ୍ଲୀ,୧୪।୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ଟେଷ୍ଟ ଟିମ୍ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନ ବଜାୟ ରଖିଛି ଭାରତ। ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ସେ କହିଛନ୍ତି, ଭାରତୀୟ ଟିମ୍...
ଗର୍ଲଫ୍ରେଣ୍ଡଙ୍କୁ କ୍ଷମା ମାଗିଲେ ଏହି କ୍ରିକେଟର୍
ଆଇପିଏଲ୍ ୨୦୨୧ କରୋନା ଯୋଗୁ ସ୍ଥଗିତ ରହିଛି। ଟୁର୍ନାମେଣ୍ଟ ସ୍ତଗିତ ହେବାରେ ଖେଳାଳିମାନେ ନିଜ ଘରକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ଖେଳାଳି ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି କ୍ରମରେ ଚେନ୍ନାଇ ପକ୍ଷରୁ ଖେଳୁଥିବା ସାମ କରନ ମଧ୍ୟ ଅଷ୍ଟ୍ରେଲିଆରେ ଅଛନ୍ତି।...
ଏହି ଖେଳରେ ସବୁବେଳେ ଶୁଭମନ ଗିଲ୍ଙ୍କଠାରୁ ହାରନ୍ତି ବିରାଟ କୋହଲି: ଜାଣନ୍ତୁ ଖେଳଟି କ’ଣ
ଭାରତୀୟ କ୍ରିକେଟର ଭବିଷ୍ୟତ ଭାବରେ ଶୁଭମନ ଗିଲଙ୍କୁ ବିବେଚନା କରାଯାଏ। ଅଷ୍ଟ୍ରେଲିୟ ମାଟିରେ ଭଲ ପ୍ରଦର୍ଶନ କରିଥିବା ଶୁଭମନ ଗିଲ ଏବେ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ହେଉଛନ୍ତି। ଇଂଲଣ୍ଡରେ ଟିମ ଇଣ୍ଡିଆକୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବାକୁ...
ଏହି କ୍ରିକେଟର୍ଙ୍କୁ ସରକାରଙ୍କଠାରୁ ମିଳିଥିଲା ହତ୍ୟା ଧମକ: ଏବେ କରୁଛନ୍ତି ଭଗବାନ ସେବା
ଜିମ୍ବାୱେର ପୂର୍ବତନ ଅଧିନାୟକ ଟାତେନ୍ଦା ତାଇବୁ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ମେ ୧୪, ୧୯୮୩ରେ ହରାରେ ଜନ୍ମଗ୍ରହଣ କରିଥିବା ତାଇବୁ ମାତ୍ର ୨୦ ବର୍ଷ, ୩୫୮ ଦିନ ବୟସରେ ଟେଷ୍ଟ ଅଧିନାୟକତ୍ୱ ହୋଇଥିଲେ, ଯାହାକି ବିଶ୍ୱ ରେକର୍ଡ...
ଏହି କ୍ରିକେଟର୍ଙ୍କ ଘରେ ଦୁଃଖର ପରିସ୍ଥିତି: ସ୍ତ୍ରୀ ଦେଲେ ସୂଚନା
କରୋନା ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି। ତାରକା ଖେଳାଳିଙ୍କ ପରିବାର ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ନିକଟରେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଆରପି ସିଂ, ଚେତନ ସକରିଆ ଏବଂ ଲେଗ ସ୍ପିନର ପୀୟୁଷ ଚାୱଲା କରୋନା ଯୋଗୁ...
ଇର୍ଫାନଙ୍କ ସମେତ ୫ ଆଥ୍ଲେଟ ପଜିଟିଭ
ନୂଆଦିଲ୍ଲୀ, ୧୪ା୫(ପି.ଟି.)-ବେଙ୍ଗାଲୁରୁସ୍ଥିତ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ର ସେଣ୍ଟର ଅଫ୍ ଏକ୍ସଲେନ୍ସଠାରେ ୫ଜଣ ଆଗଧାଡ଼ି ଆଥ୍ଲେଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ରେସ୍ ଓ୍ବାକର କେ.ଟି. ଇର୍ଫାନ ଅନ୍ୟତମ। ସମସ୍ତଙ୍କୁ...
ମହିଳା ବିଗ୍ବାସ ଲିଗ୍ରେ ପଦାର୍ପଣ କରିବେ ଶେଫାଳୀ, ରାଧା
ନୂଆଦିଲ୍ଲୀ,୧୪।୫(ପି.ଟି.): ଭାରତୀୟ ମହିଳା ବ୍ୟାଟିଂ ସେନ୍ସେସନ ଶେଫାଳୀ ବର୍ମା ଓମ୍ୟାନ ବିଗ୍ବାସ ଲିଗ୍ (ଡବ୍ଲ୍ୟୁବିବିଏଲ୍)ରେ ପଦାର୍ପଣ କରିବେ। ଦୁଇଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ସିଡ୍ନୀ ସିକ୍ସର ତରଫରୁ ସେ ଚଳିତବର୍ଷ ଶେଷ ଆଡକୁ ଏହି ହାଇପ୍ରୋଫାଇଲ ଲିଗ୍ରେ...
ଚାମ୍ପିୟନଶିପ୍ ଫାଇନାଲ ପୋର୍ତ୍ତୋ କୁ ସ୍ଥାନାନ୍ତର
ଲଣ୍ଡନ, ୧୪ା୫(ପି.ଟି.)-ଚେଲ୍ସି ବନାମ ମାଞ୍ଚେଷ୍ଟର ସିଟି ଚାମ୍ପିୟନ୍ସ ଲିଗ୍ ଫୁଟ୍ବଲ ଫାଇନାଲ ଇସ୍ତାନବୁଲ୍ରୁ ପୋତ୍ତେର୍ର୍ା ସ୍ଥାନାନ୍ତର କରାଯାଇଛି। ଷ୍ଟାଡିୟମରେ ମ୍ୟାଚ ଦେଖିବା ଲାଗି ଦୁଇ ଦଳର ୧୨,୦୦୦ ସମର୍ଥକଙ୍କୁ ଅନୁମତି ମିଳିବ। ୟୁନିୟନ ଅଫ୍ ୟୁରୋପିଆନ ଫୁଟ୍ବଲ ଆସୋସିଏଶନ (ୟୁଫା)...
Archives


