Posted inଖେଳ

ବ୍ରିଟେନ୍‌ରେ ଥିଲେ ସୁଦ୍ଧା କୋଭିଡ ସହ ଲଢ଼େଇରେ ସାମିଲ ହୋଇଛନ୍ତି ଏହି ଭାରତୀୟ କ୍ରିକେଟର: ଲୋକଙ୍କ ସେବା ପାଇଁ କରୁଛନ୍ତି ଦିନରାତି ଏକ

ନୂଆଦିଲ୍ଲୀ,୧୪।୫: ଭାରତୀୟ କ୍ରିକେଟର ହନୁମା ବିହାରୀଙ୍କୁ କଷ୍ଟ ସହି ମାଚ୍‌ ଜିତାଇବାରେ ନୁହେଁ ବରଂ ଏବେ ନିଜ ବନ୍ଧୁମାନଙ୍କ ସହ ମିଶି କୋଭିଡ-୧୯ ରୋଗୀଙ୍କୁ ସ୍ବାସ୍ଥ୍ୟସେବାରେ ଖୁସି ମିଳୁଛି। ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମିତ ହେଉଥିବା ରୋଗୀଙ୍କ ସହାୟତା ଲାଗି ସେ ଆଗକୁ ଆସିଛନ୍ତି। ଟୁଇଟର ସହାୟତାରେ ସେ ୧୦୦ ସ୍ବେଚ୍ଛାସେବୀଙ୍କ ଟିମ୍‌ ପ୍ରସ୍ତୁତ କରିଛନ୍ତି। ସେଥିରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ କର୍ନାଟକରେ ଥିବା ତାଙ୍କ ବନ୍ଧୁ ସାମିଲ ଅଛନ୍ତି।

ସାକ୍ଷାତକାରରେ ନିଜ ଟିମ୍‌ ନେଇ ହନୁମା କହିଛନ୍ତି, ପ୍ଲାଜମା, ଶଯ୍ୟା ଏବଂ ଅତ୍ୟାବଶ୍ୟକ ଔଷଧ ଯୋଗାଡ଼ କରିପାରୁ ନ ଥିବା ଲୋକଙ୍କ ପାଖରେ ପହଞ୍ଚିବା ମୋର ଲକ୍ଷ୍ୟ। ହେଲେ ଏହା ପର୍ଯ୍ୟାପ୍ତ ନାହିଁ। ଭବିଷ୍ୟତରେ ଅଧିକ ଲୋକଙ୍କୁ ସେବା ଯୋଗାଇ ଦେବାକୁ ଚାହୁଁଛି। ନିଜର ଏକ ଟିମ୍‌ ମୁଁ ପ୍ରସ୍ତୁତ କରିଛି। ଲୋକମାନେ ଏଥିରୁ ପ୍ରେରଣା ପାଉଛନ୍ତି। ମୋ ସହାୟତା କରୁଛନ୍ତି। ମୋ ସହ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ସ୍ବେଚ୍ଛାସେବୀ ଭାବେ ୧୦୦ଜଣ ଯୋଡ଼ି ହୋଇଛନ୍ତି। ସେମାନଙ୍କ ଯୋଗୁ ଆମେ କିଛି ଲୋକଙ୍କ ସହାୟତା କରିପାରୁଛୁ। ଗ୍ରୁପ୍‌ରେ ସ୍ତ୍ରୀ, ଭଊଣୀ, ଆନ୍ଧ୍ରର କିଛି ସାଥୀ ଖେଳାଳି ଅଛନ୍ତି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ମ୍ୟାଚ୍‌ ଲାଗି ଏପ୍ରିଲ ପହିଲାରୁ ଇଂଲଣ୍ଡ ଚାଲିଯାଇଛନ୍ତି। ଭାରତୀୟ ଟିମ୍‌ ଜୁନ୍‌ ୩ରେ ବ୍ରିଟେନ୍‌ ପହଞ୍ଚିବ। ସେମାନଙ୍କ ସହ ବିହାରୀ ଯୋଗ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶର ଅଲୋଡ଼ା ରେକର୍ଡ: ୬ ବ୍ୟାଟର ବିନା ରନ୍‌ରେ ହୋଇଥିଲେ ଆଉଟ

ନୂଆଦିଲ୍ଲୀ,୧୮।୬: ଚଳିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ଏକ ଅଲୋଡା ରେକର୍ଡର ସମକକ୍ଷ ହୋଇଛି। ଦଳର ୬ଜଣ ବ୍ୟାଟର ବିନା କୌଣସି ରନ୍‌ରେ...

ପୁଣି ଅଲିମ୍ପିକ୍ସରେ ଦୌଡ଼ିବେ ଓଡ଼ିଆ ଝିଅ

ନୂଆଦିଲ୍ଲୀ,୩୦।୬: ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ମହିଳା ବିଭାଗର ଉଭୟ ୧୦୦ ମିଟର...

ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଜୁନ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଲାଗି ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅପରାହ୍ନ...

ରିପୋର୍ଟ ନେଗେଟିଭ ପରେ ଅଭ୍ୟାସ କଲେ କେକେଆର୍‌ ବ୍ୟାଟ୍ସମ୍ୟାନ ନୀତିଶ

ମୁମ୍ବାଇ, ୩ା୪: କ୍ରମାଗତ ଦୁଇଦିନ କୋଭିଡ୍‌ ରିପୋର୍ଟ ନେଗେଟିଭ ଆସିବା ପରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ବ୍ୟାଟ୍ସମ୍ୟାନ ନୀତିଶ ରାଣା ତାଙ୍କ ଟିମ୍‌ମେଟଙ୍କ ସହ ଅଭ୍ୟାସ...

ଗୁଜରାଟ ଚାମ୍ପିଅନ୍‌ ହେବା ପରେ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ-ଭାଉଜ

ଅହମ୍ମଦାବାଦ୍‌,୩୧।୫: ଆଇପିଏଲ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଗୁଜରାଟ ଟାଇଟାନ୍ସ ଟାଇଟଲ ଜିତିଛି। ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା...

ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବେ ରାହାନେ

ନୂଆଦିଲ୍ଲୀ,୧୪।୧୧- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ଆଇପିଏଲର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବେ। ଅଦଳବଦଳ ପ୍ରକ୍ରିୟାର ଅନ୍ତିମ ଦିନ ରାହାନେଙ୍କ...

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍‌ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା

କଟକ ଅଫିସ,୨୬।୧୨-  ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶା ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍‌...

ଜିମ୍ବାଓ୍ବେକୁ ହରାଇଲା ଆଫଗାନିସ୍ତାନ

ଢାକା, ୧୫ା୯ (ଏଏଫ୍‌ପି)-ନାଜିବୁଲ୍ଲା ଜାଡ୍ରାନଙ୍କ ଅପରାଜିତ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଆଫଗାନିସ୍ତାନ ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ଟି୨୦ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଜିମ୍ବାଓ୍ବେକୁ ୨୮ରନରେ ପରାସ୍ତ କରିଛି।...

Advertisement
Archives

Model This Week