ଏସିଆନ ବକ୍ସିଂ: ମେରୀ କମ୍, ସାକ୍ଷୀ ଫାଇନାଲରେ
ଦୁବାଇ, ୨୮।୫(ପି.ଟି.)-ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍. ସି. ମେରୀ କମ୍ (୫୧ କେଜି) ଓ ସାକ୍ଷୀ (୫୪ କେଜି) ଏସିଆନ ବକ୍ସିଂ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ସେମିଫାଇନାଲରେ ମେରୀ କମ୍ ୪-୧ରେ ମଙ୍ଗୋଲିଆର ଲୁସାଇଖାନ...
ଆଶା ଆଶଙ୍କାରେ ପାର୍ବତୀ
ଭୁବନେଶ୍ୱର, ୨୮।୫(କ୍ରୀଡ଼ା ପ୍ରତିନିଧି): କରୋନାର କଷଣ ମଧ୍ୟରେ ପ୍ରଭାବିତ ହୋଇଛି କ୍ରୀଡ଼ା ଦୁନିଆ। ବିଶେଷକରି ଭାରତରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ କୌଣସି ପ୍ରତିଯୋଗିତା ଆୟୋଜନ ସମ୍ଭବ ହେଉନାହିଁ। ହାତବାନ୍ଧି ବସିଛନ୍ତି କ୍ରୀଡ଼ାବିତ୍। ନିଜକୁ ସହଜ ହେଉଥିବା ସ୍ଥାନରେ ଅଭ୍ୟାସ ଜାରିରଖି...
ଟୋକିଓ ଅଲିମ୍ପିକ୍ସ ଦ୍ୱାରା ବ୍ୟାପିପାରେ କରୋନା ଭାରିଆଣ୍ଟ୍ସ
ଟୋକିଓ, ୨୮ା୫(ଏପି)-ଟୋକିଓ ଅଲିମ୍ପିକ୍ସର ଆୟୋଜନ ଦ୍ୱାରା କରୋନା ଭାଇରସ୍ର ନୂଆ ଭାରିଆଣ୍ଟ୍ସ ବ୍ୟାପିବା ଆଶଙ୍କା ରହିଛି। ଜାପାନ ଡାକ୍ତର ସଂଘର ପ୍ରତିନିଧିତ୍ୱ କରୁଥିବା ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ନାଓତୋ ଉୟାମା ଏକଥା ପ୍ରକାଶ କରିଛନ୍ତି। ଦେଶରେ ଅଲିମ୍ପିକ୍ସ ଆୟୋଜନ ହେଲେ...
ବେଟିଅଲ ଜିତିଲେ ୧୮ତମ ଷ୍ଟେଜ୍
ରୋମ୍, ୨୮ା୫: ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍ର ୧୮ତମ ରେସ୍ ଇଟାଲିର ଅଲବର୍ଟୋ ବେଟିଅଲ (ଟିମ୍ ଇଏଫ୍ ଏଜୁକେଶନ ନିପ୍ପୋ) ଜିତିଛନ୍ତି। ରେସ୍ର ଶେଷ ପର୍ଯ୍ୟାୟରେ ପ୍ରଥମେ ଆୟର୍ଲାଣ୍ଡର ନିକୋଲାସ ରୋଚ୍ (ଟିମ୍ ଡିଏସ୍ଏମ୍) ଏବଂ ପରେ ଫ୍ରାନ୍ସର...
ୟୁରୋପା ଲିଗ୍ ଫୁଟ୍ବଲ: ଭିଲ୍ଲାରିୟଲଙ୍କୁ ଐତିହାସିକ ପ୍ରଥମ ଟାଇଟଲ
ଗଡାନସ୍କ,୨୮।୫(ଏପି): ୟୁରୋପା ଲିଗ୍ ଫୁଟ୍ବଲରେ ଭିଲ୍ଲାରିୟଲ ପ୍ରଥମଥର ପାଇଁ ଟାଇଟଲ ହାସଲ କରିବାର ଗୌରବ ଅର୍ଜନ କରିଛି। ଗୁରୁବାର ଖେଳାଯାଇଥିବା ଲିଗ୍ର ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକ ଫାଇନାଲ ମ୍ୟାଚ୍ରେ ଭିଲ୍ଲାରିୟଲ ୧୧-୧୦ରେ ଶକ୍ତିଶାଳୀ ମାଞ୍ଚେଷ୍ଟର ୟୁନାଇଟେଡକୁ ପରାସ୍ତ କରି ପ୍ରଥମଥର...
ଫିଫା ସର୍ଭେ: ୭୦ ପ୍ରତିଶତ ମହିଳା କ୍ଲବ କ୍ଷତିରେ ଚାଲୁଛି
ଜେନେଭା,୨୮।୫(ଏପି): ବିଶ୍ୱ ଫୁଟ୍ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫାର ଏକ ସର୍ଭେ ବିଶ୍ୱ ମହିଳା ଫୁଟ୍ବଲର ସମସ୍ୟାକୁ ପଦାରେ ପକାଇଛି। ଅନ୍ତର୍ଜାତୀୟସ୍ତରର ୭୦ ପ୍ରତିଶତ ମହିଳା ଫୁଟ୍ବଲ କ୍ଲବ କ୍ଷତିରେ ଚାଲୁଛି ବୋଲି ଏହି ସର୍ଭେରେ ଦର୍ଶାଯାଇଛି। ମାତ୍ର ୧୩...
ଅଲିମ୍ପିକ୍ସ ଖେଳିବା ପାଇଁ ସର୍ତ୍ତ ରଖିଲେ ନମ୍ବର ଓ୍ବାନ୍ ଟେନିସ ଖେଳାଳି
ବେଲଗ୍ରେଡ, ୨୭।୫: ଟୋକିଓ ଅଲିମ୍ପିକ୍ସରେ ଖେଳିବା ଲାଗି ସର୍ତ୍ତ ରଖିଛନ୍ତି ବିଶ୍ୱର ନମ୍ବର ଓ୍ବାନ୍ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍। ଫ୍ୟାନ୍ସଙ୍କୁ ଷ୍ଟାଡିୟମରେ ଏଣ୍ଟ୍ରି ମିଳିଲେ ହିଁ ଅଲିମ୍ପିକ୍ସରେ ଭାଗନେବେ ବୋଲି ଜଣାଇ ଦେଇଛନ୍ତି। ଟୋକିଓ ଅଲିମ୍ପିକ୍ସ...
ଅଶ୍ୱିନଙ୍କ ଅପେକ୍ଷାରେ ବିରଳ ରେକର୍ଡ
ନୂଆଦିଲ୍ଲୀ, ୨୭।୫: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ଶିପ୍ (ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇପାରନ୍ତି। ଏହି ବିରଳ ରେକର୍ଡର ଅଧିକାରୀ ହେବା ପାଇଁ ଅଶ୍ୱିନଙ୍କୁ ଆସନ୍ତା ୧୮ ତାରିଖଠାରୁ ନ୍ୟୁଜିଲାଣ୍ଡ...
ନନ୍ ଷ୍ଟ୍ରାଇକର ବ୍ୟାଟ୍ସମ୍ୟାନଙ୍କୁ ଠେଲି ପକାଇଦେବା ଲାଗି ବୋଲରଙ୍କୁ କହିଲେ ଉଇକେଟକିପର
ଢାକା, ୨୭।୫: ମୁସ୍ତାଫିକର ରହିମଙ୍କ ଶତକ ବଳରେ ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ଅତି ସହଜରେ ପରାସ୍ତ କରିଛି ବାଂଲାଦେଶ। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୦ରେ ଆଗୁଆ ଜିତି ନେଇଛି ଘରୋଇ ଦଳ। ତେବେ ଉଇକେଟ...
‘ଯଦି ଓ୍ବିଲିୟମସନ ଭାରତୀୟ ହୋଇଥାନ୍ତେ, ତେବେ ଏହି କ୍ରିକେଟରଙ୍କ ଉପଯୁକ୍ତ ବିକଳ୍ପ ହୋଇଥାନ୍ତେ’
ନୂଆଦିଲ୍ଲୀ,୨୭।୫: ଇଂଲଣ୍ଡର ପୂର୍ବ ବାମହାତୀ ସ୍ପିନର ମୋନ୍ଟି ପନେସର କେନ୍ ଓ୍ବିଲିୟମସନଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଯଦି କେନ୍ ଭାରତୀୟ ହୋଇଥାନ୍ତେ ତେବେ ସେ ଅଜିଙ୍କ୍ୟ ରାହାନେଙ୍କ ଉପଯୁକ୍ତ ବିକଳ୍ପ ହୋଇଥାନ୍ତେ ବୋଲି ସେ କହିଛନ୍ତି। ପନେସର କହିଛନ୍ତି,...
ୟୁଟ୍ୟୁବ୍ରୁ ଭିଡିଓ ଦେଖୁଦେଖୁ ପ୍ରେମରେ ପଡ଼ିଥିଲେ ଏହି କ୍ରିକେଟର: ଲକ୍ଡାଉନ୍ରେ ଆଗକୁ ବଢ଼ିଥିଲା କଥା
ନୂଆଦିଲ୍ଲୀ,୨୭।୫: ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ବୈଦିକ ରୀତିନୀତିରେ ସେ ବିବାହ କରିଛନ୍ତି। ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଉଭୟଙ୍କ ଏକାଧିକ ଫଟୋ ଶେୟାର କରି ଚହଲ ନିଜ ଖୁସି ପ୍ରଶଂସକଙ୍କ...
ବର୍ଷିଲେ ରମିଜ: କହିଲେ ‘ଆମ ପାଖରେ ଧୋନୀ କି ସଚିନ ନାହାନ୍ତି, ଚାପ ଅଧିକ ହେଲେ ଫିକ୍ସର ଆଣି ଆସ’
ନୂଆଦିଲ୍ଲୀ,୨୭।୫: ପାକିସ୍ତାନର ପୂର୍ବତନ ଖେଳାଳି ତଥା ଲୋକପ୍ରିୟ କମେଣ୍ଟେଟର୍ ରମିଜ ରାଜା ନିଜ ଦେଶର କ୍ରିକେଟ ବ୍ୟବସ୍ଥାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି। ଜିମ୍ବାଓ୍ବେ ଗସ୍ତରେ ପୁରୁଣା ଖେଳାଳିମାନଙ୍କୁ ପଠାଇବା ଗୋଟିଏ ପାଦ ଆଗକୁ ବଢ଼ିବା ସହ ଦୁଇ ପାଦ...
Archives


