ଇଂଲଣ୍ଡକୁ ମିଳିଲା ନୂଆ ହିରୋ
ବର୍ମିଂହାମ,୧୪।୭: ସାମ୍ନାରେ ଥାଏ ୩୩୨ ରନ୍ର ବିଶାଳ ବିଜୟ ଲକ୍ଷ୍ୟ। ତା’ ସାଙ୍ଗକୁ ହାସନ ଅଲି, ହାରିସ ରଫ ଓ ଶାହିନ ଆଫ୍ରିଦୀଙ୍କ ଭଳି ଘାତକ ପେସର। ଆଉ କ୍ରମାଗତ ଉଇକେଟ ପତନ ଯୋଗୁ ବିଜୟ ଲକ୍ଷ୍ୟ ହାସଲ କରିବା...
ଆଇସିସି ଚାହୁଁନି ଏପରି; ଗେଲ୍ ବ୍ୟାଟ୍ରେ ଲେଖିଲେ ‘ଦ ବସ୍’
ଗ୍ରସଆଇଲେଟ୍,୧୪।୭: ଓ୍ବେଷ୍ଟଇଣ୍ଡିଜ୍ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ତଥା ‘ୟୁନିଭର୍ସ ବସ୍’ ନାମରେ ଜଣାଶୁଣା କ୍ରିସ୍ ଗେଲ୍ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ରେ ଧୁଆଁଧାର ବ୍ୟାଟିଂ କରିଥିଲେ। ସେ ୩୮ ବଲ୍ରେ ୪ ଚୌକା ଓ ୭ ଛକା ମାରି ୬୭ ରନ୍...
ପୁରୁଣା ବନ୍ଧୁଙ୍କ ସହ ଲଞ୍ଚ, ଭାଇରାଲ ହେଉଛି ଧୋନୀଙ୍କ ନୂଆ ଲୁକ୍ର ଫଟୋ
ରାଞ୍ଚି,୧୪।୭: କ୍ରିକେଟରୁ ଅବସର ନେବା ପରେ ରାଞ୍ଚିରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ହେଲେ ସାର୍ବଜନିକ ସ୍ଥାନକୁ ଯିବାକୁ ପସନ୍ଦ କରୁ ନ ଥିବାରୁ ପ୍ରଶଂସକଙ୍କୁ ତାଙ୍କର ସାମାନ୍ୟ ଝଲକ...
ସମସ୍ତେ ଫୁଟବଲ୍ ଦେଖିବାରେ ବ୍ୟସ୍ତ, ତେଣେ କୋହଲି ପାକିସ୍ତାନ ପାଇଁ ଖେଳୁଛନ୍ତି; ଜାଣନ୍ତୁ କାହିଁକି ହେଉଛି ଏଭଳି ଚର୍ଚ୍ଚା…
ନୂଆଦିଲ୍ଲୀ,୧୪।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ପରାଜିତ ହୋଇଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନର ପରାଜୟର ହ୍ୟାଟ୍ରିକ୍ ବିଷୟରେ ଆଲୋଚନା ହେଉଥିବା ବେଳେ ଭିନ୍ନ କାରଣକୁ ନେଇ ଦଳର ଜଣେ ଖେଳାଳି ଚର୍ଚ୍ଚାରେ।...
ଏମିତି କଥା କହିଲେ ଭାରତୀୟ କ୍ରିକେଟର୍: ପାକିସ୍ତାନ ପ୍ରଶଂସକ କଲେ ସଲାମ
ଲଣ୍ଡନ,୧୪।୭: ଭାରତୀୟ ଦଳରୁ ବାଦ୍ ପଡିଥିବା ଦୀନେଶ କାର୍ତ୍ତିକ ଆଜିକାଲି ଇଂଲଣ୍ଡରେ କମେଣ୍ଟ୍ରି କରୁଛନ୍ତି। ବିଶ୍ୱ ଟେଷ୍ଟ ସିରିଜର ଫାଇନାଲରେ କମେଣ୍ଟ୍ରି ପାଇଁ ଦୀନେଶ କାର୍ତ୍ତିକ ଇଂଲଣ୍ଡ ଯାଇଥିଲେ, କିନ୍ତୁ ଏହା ପରେ ସେ ଇଂଲଣ୍ଡ-ଶ୍ରୀଲଙ୍କା ଏବଂ ଏବେ ଇଂଲଣ୍ଡ-ପାକିସ୍ଥାନ...
ଦୟାକରି ମୋତେ ଜୀବନରୁ ମାରି ଦେବ ନାହିଁ: କାହିଁକି ସୋଏବଙ୍କୁ ଏମିତି କହିଥିଲେ ଜଣେ ମହାନ୍ କ୍ରିକେଟର୍
ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ଶ୍ରୀଲଙ୍କା ମହାନ ଖେଳାଳି ତାଙ୍କୁ ବାଉନ୍ସର୍ ନ ପକାଇବାକୁ ଅନୁରୋଧ କରିଥିଲେ। ସେହି ଖେଳାଳି ଜଣଙ୍କ ହେଉଛନ୍ତି, ୮୦୦ ଉଇକେଟ ନେଇଥିବା ମୁଥିୟା ମୁରଲିଥରନ୍।...
୧୨୭ କିଲୋ ଓଜନର କ୍ରିକେଟ୍ର ଏକ କ୍ୟାଚ୍ ଧରି ରାତାରାତି ପାଲଟିଥିଲେ ସୁପର୍ଷ୍ଟାର୍
୨୦୦୭ ଦିନିକିଆ ବିଶ୍ୱକପ ଭାରତୀୟ ଦଳ ପାଇଁ ଏକ ଦୁଃସ୍ବପ୍ନଠାରୁ କମ ନୁହେଁ। ଦଳ ପ୍ରଥମ ରାଉଣ୍ଡରୁ ବାହାରେ ଥିଲା। ତେବେ ଏହି ବିଶ୍ୱକପରେ ବରମୁଣ୍ଡାର ଖେଳାଳି ଡ୍ବେନ ଲିଭରଲକ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଭାରତ ବିପକ୍ଷ ମ୍ୟାଚ ତାଙ୍କୁ...
ଭାରତୀୟ ସେଲିଂ ଟିମ୍ ଟୋକିଓରେ ପହଞ୍ଚିଲା
ଟୋକିଓ, ୧୪।୭(ପି.ଟି.)- ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ପାଇଁ ଭାରତର ପ୍ରଥମ ପ୍ରତିନିଧି ଦଳ ଭାବେ ସେଲିଂ ଟିମ୍ ମଙ୍ଗଳବାର ଟୋକିଓରେ ପହଞ୍ଚିଛି। ଭାରତୀୟ ସେଲିଂ ଦଳରେ ବରୁଣ ଠାକର, ଗଣପତି...
ଇତିହାସ ରଚିଲା ଆୟାରଲାଣ୍ଡ
କେପଟାଉନ୍,୧୪।୭: ଆୟାରଲାଣ୍ଡ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ର ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଆଣ୍ଡି ବଲବର୍ନିଙ୍କ ଉଜ୍ଜ୍ୱଳ ଶତକ ଏବଂ ପରେ ବୋଲରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁ ଆୟାରଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୪୩ ରନ୍ରେ ପରାସ୍ତ କରି ଇତିହାସ...
କୋନାର୍ଡ ଜିତିଲେ ୧୬ତମ ଷ୍ଟେଜ୍
ପ୍ୟରିସ୍, ୧୪ା୭: ଅଷ୍ଟ୍ରିଆର ୨୯ ବର୍ଷୀୟ ପ୍ୟାଟ୍ରିକ୍ କୋନାର୍ଡ (ବୋରା-ହାନ୍ସଗ୍ରୋହେ) ଟୁର୍ ଡି’ ଫ୍ରାନ୍ସ ସାଇକେଲ ରେସ୍ର ୧୬ତମ ଷ୍ଟେଜ୍ ବିଜେତା ହୋଇଛନ୍ତି। ଜଣେ ପ୍ରଫେସନାଲ ରାଇଡର ହିସାବରେ ଏହା ହେଉଛି ତାଙ୍କର ପ୍ରଥମ ଷ୍ଟେଜ୍ ବିଜୟ। ପାସ୍ ଡି’...
ଅଲିମ୍ପିକ୍ସ ଭିଲେଜ ଖୋଲିଲା
ଟୋକିଓ, ୧୪ା୭(ଏପି)- ଜରୁରିକାଳୀନ ପରିସ୍ଥିତି ମଧ୍ୟରେ ଅଲିମ୍ପିକ୍ସ ଭିଲେଜ ମଙ୍ଗଳବାର ଖୋଲାଯାଇଛି। ଆଥ୍ଲେଟମାନଙ୍କର ଦୈନିକ କୋଭିଡ୍ ଟେଷ୍ଟ ହେବ। ଘର ଛାଡ଼ିବା ପୂର୍ବରୁ ଦୁଇଥର ଏବଂ ପୁଣି ପହଞ୍ଚତ୍ବା ପରେ ଆଉଥରେ ସେମାନଙ୍କର ଟେଷ୍ଟ ହେବ। ଭିଲେଜରେ ସେମାନଙ୍କୁ ମାସ୍କ...
ଓ୍ବେଷ୍ଟଇଣ୍ଡିଜର କ୍ରମାଗତ ତୃତୀୟ ବିଜୟ
ଗ୍ରସ୍ଆଇଲେଟ୍, ୧୪ା୭(ଏପି)-କ୍ରିସ୍ ଗେଲ୍ଙ୍କ ୩୮ବଲ୍ରୁ ୬୭ ରନ ସହାୟତାରେ ଏଠାରେ ସୋମବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ...
Archives


