ମୋରିକାଓ୍ବାଙ୍କ ବିରଳ ସଫଳତା
ସ୍ୟାଣ୍ଡଓ୍ବିଚ୍, (ଇଂଲଣ୍ଡ) ୨୦ା୭: ଆମେରିକାର ୨୪ବର୍ଷୀୟ କଲିନ୍ ମୋରିକାଓ୍ବା ରବିବାର ବ୍ରିଟିଶ ଓପନ୍ଗଲ୍ଫ ଟୁର୍ନାମେଣ୍ଟଟାଇଟଲ ହାସଲ କରିଛନ୍ତି। ଏହାଦ୍ୱାରା ପ୍ରଥମ ପ୍ରଚେଷ୍ଟାରେ ଦୁଇଟି ପ୍ରମୁଖ ଟୁର୍ନାମେଣ୍ଟ ଜିତିବାରେ ପ୍ରଥମ ଗଲ୍ଫ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏହା ପୂର୍ବରୁ...
ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ ଏହି ବୋଲର୍
ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କ୍ରିକେଟପ୍ରେମୀ କମ୍ ଜାଣିଥିବେ। ଜୁଲାଇ ୨୦, ୧୯୧୧ରେ ଜଳନ୍ଦରରେ ଜନ୍ମଗ୍ରହଣ କରିଥିବା ବାକା ତାଙ୍କର ୩୦ତମ ଜନ୍ମଦିନର ୧୮ଦିନ...
କ୍ରିକେଟ ଇତିହାସର ସବୁଠୁ ଲମ୍ବା ଛକା ମାରିଲେ ଏହି କ୍ରିକେଟର୍
ଲଣ୍ଡନ,୧୯।୭: ଦ୍ୱିତୀୟ ଟି-୨୦ରେ ଇଂଲଣ୍ଡ ପାକିସ୍ତାନକୁ ୪୫ ରନ୍ରେ ପରାସ୍ତ କରିଛି। ଫଳରେ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ଇଂଲଣ୍ଡ ୧-୧ ସ୍ତରକୁ ଆଣିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୯.୫ ଓଭରରେ ୨୦୦ରନ ସଂଗ୍ରହ କରିଥିଲା। ଏହାର ଜବାବରେ...
ଚହଲଙ୍କ ସହ ଯୋଡ଼ିକୁ ନେଇ କୁଲଦୀପ କହିଲେ ଏମିତି କଥା, ଶୁଣିଲେ କହିବେ ବାଃ
କଲମ୍ବୋ,୧୯।୭: ଦୀର୍ଘ ୨ ବର୍ଷ ପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ଏକାଠି ଖେଳିଛନ୍ତି। ଉଭୟ ଶ୍ରୀଲଙ୍କା ବିପକ୍ଷରେ ଉଲ୍ଲେଖନୀୟ ବୋଲିଂ କରି ଦୁଇଟି ଲେଖାଏ ଉଇକେଟ ନେଇଥିଲେ।...
ଶାସ୍ତ୍ରୀ-ଦ୍ରାଭିଡଙ୍କ କୋଚିଂରେ କ’ଣ ରହିଛି ପାର୍ଥକ୍ୟ: ଧାଓ୍ବନଙ୍କ କହିଲେ ଏମିତି
କଲମ୍ବୋ,୧୯।୭: ଭାରତ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବିଭିନ୍ନ ଫର୍ମାଟ୍ ପାଇଁ ବିଭିନ୍ନ ଦେଶରେ ଦୁଇଟି ଦଳ ଉପସ୍ଥିତ ଅଛନ୍ତି। ଆଜିକାଲି ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଜୋରଦାର...
ପ୍ରଥମ ବିଜୟକୁ ନେଇ ଧାଓ୍ବନ ଖୁସିରେ ବିଭୋର: କହିଲେ ‘ସେମାନେ ୧୫ ଓଭରରେ ମ୍ୟାଚ୍ ଶେଷ କରିଦେଇଥିଲେ’
କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ୍ରେ ବିଜୟର ଶ୍ରେୟ ଦଳର ଅଲରାଉଣ୍ଡ ପ୍ରଦର୍ଶନକୁ ଦେଇଛନ୍ତି ଅଧିନାୟକ ଶିଖର ଧାଓ୍ବନ। ରବିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୭ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଧାଓ୍ବନ ନିଜେ ୯୫...
ଜନ୍ମଦିନ, ଡେବ୍ୟୁ ମ୍ୟାଚ୍, ପ୍ରଥମ ବଲ୍ରେ ଛକା… ବିସ୍ଫୋରକ ବ୍ୟାଟିଂ କରି ଏକାଧିକ ରେକର୍ଡ କଲେ ଏହି କ୍ରିକେଟର
କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମ ଦିନିକିଆ ଖେଲିବା ପୂର୍ବରୁ ଉଇକେଟକିପର ସଞ୍ଜୁ ସାମସନ୍ ଆହତ ହୋଇଥିଲେ। ଅଭ୍ୟାସ ସମୟରେ ଆହତ ହୋଇଥିବା ସାମସନ୍ ମ୍ୟାଚ୍ ଖେଳିବାରେ ସକ୍ଷମ ନ ଥିଲେ। ଏଣୁ ୨୩ ବର୍ଷୀୟ ଇଶାନଙ୍କୁ ବିକଳ୍ପ ଭାବେ...
ଗୋଟିଏ ମ୍ୟାଚ୍ରେ ୬ ବଡ ରେକର୍ଡ କଲେ ଶିଖର ଧାଓ୍ବନ
କଲମ୍ବୋ,୧୯।୭: ଶିଖର ଧାୱନ ବିଜୟ ସହ ଅଧିନାୟକ ଭାବରେ ଡେବ୍ୟୁ କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଛି। ଧାୱନ ମଧ୍ୟ ଏହି ମ୍ୟାଚରେ ୮୬ ରନର ଅପରାଜିତ ଇନିଂସ ଖେଳିଥିଲେ।...
ପୃଥ୍ବୀ ‘ଥ୍ରୀ ଇନ୍ ଓ୍ବାନ୍’: ସେହ୍ବାଗ
କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଓପନର୍ ପୃଥ୍ବୀ ଶ’ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ବିସ୍ଫୋରକ ଇନିଂସ ଖେଳିଥିଲେ। ଦୀର୍ଘ ୧୭ ମାସ ପରେ ସେ ଦିନିକିଆ କ୍ରିକେଟକୁ...
କ୍ରିକେଟର ଏମିତି ଏକ ଲଜ୍ଜାଜନକ ରେକର୍ଡ: ଭାରତ କେବେ ମନେ ରଖିବାକୁ ଚାହିଁବ ନାହିଁ
କ୍ରିକେଟରେ ପ୍ରତି ମ୍ୟାଚ୍ରେ ଅନେକ ରେକର୍ଡ ତିଆରି ହୁଏ, ଅନେକ ରେକର୍ଡ ଭାଙ୍ଗେ ମଧ୍ୟ। କିନ୍ତୁ ଭାରତୀୟ ଦଳ ଆଜିର ଦିନ ଅର୍ଥାତ୍ ଜୁଲାଇ ୧୯, ୧୯୫୨ରେ ଏପରି ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଥିଲା, ଯାହାକୁ ସେ ମନେ ରଖିବାକୁ...
କ୍ୟାମେରାରେ ଦେଖିହେବ ଖେଳାଳିଙ୍କ ହୃଦ୍ସ୍ପନ୍ଦନ
ଟୋକିଓ,୧୯ା୭(ପି.ଟି.)-ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ପ୍ରତିଯୋଗିତାର ନକ୍ଆଉଟ ପର୍ଯ୍ୟାୟରେ ଦର୍ଶକମାନେ କ୍ୟାମେରା ଜରିଆରେ ତୀରନ୍ଦାଜମାନଙ୍କ ମାନସିକ ଚାପ ଓ ହୃଦ୍ସ୍ପନ୍ଦନର ମାପ ଦେଖିବାକୁ ପାଇବେ। ବିଶ୍ୱ ତୀରନ୍ଦାଜୀ ପକ୍ଷରୁ ପ୍ରଥମ ଥର ଅଲିମ୍ପିକ୍ସରେ ଏହି ଟେକ୍ନୋଲୋଜି ବ୍ୟବହାର କରାଯିବ। ମାନସିକ ଚାପରେ...
ଶରଣାର୍ଥୀ ଦଳ ମୁଖ୍ୟ କରୋନା ପଜିଟିଭ
ଟୋକିଓ,୧୯।୭: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଶରଣାର୍ଥୀ ଦଳ ମୁଖ୍ୟ ପୂର୍ବତନ ଡିଷ୍ଟାନ୍ସ ରନର ଟେଗ୍ଲା ଲୋରୋପ କରୋନା ପଜିଟିଭ ବୋଲି ଜଣାପଡିଛି। କୋଭିଡ୍-୧୯ ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ବୋଲି ଜଣାପଡିଥିଲା। କାତାରର ଦୋହାସ୍ଥିତ ଟ୍ରେନିଂ ସେଣ୍ଟରରୁ ଟୋକିଓ...
Archives


