ଖେଳ

ପୁରୁଷ ୧୦୦ମିଟର ଜିତିଲେ ଇଟାଲୀର ଜାକବ୍ସ

ଟୋକିଓ, ୨ା୮ (ଏପି)-ମାର୍ସେଲ ଜାକବ୍ସ ଅଲିମ୍ପିକ ପୁରୁଷ ୧୦୦ମିଟର ରେସ୍‌ ଜିତିଛନ୍ତି। ସେ ୯.୮ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରିଥିଲେ। ଇଟାଲୀ ପାଇଁ ସେ ପ୍ରଥମ ଥର ସ୍ପ୍ରିଣ୍ଟ ସ୍ବର୍ଣ୍ଣ ଆଣି ଦେଇଛନ୍ତି। ପୁରୁଷ ୧୦୦ ମିଟର ରେସ୍‌...

ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ

ଟୋକିଓ,୨।୮: ଟୋକିଓ ଅଲିମ୍ପିକ୍ସରେ ଭାରତର ମହିଳା ଦଳ ହକି ଦଳ ଇତିହାସ ସୃଷ୍ଟି କରିଛି। ୩ଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ମହିଳା ହକିରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଆଜିର ମ୍ୟାଚ୍‌ର ପ୍ରକୃତ ନାୟିକା ଥିଲେ ଗୋଲକିପର...

ପୁଣି ନିରାଶ କଲେ ଦୂତି

ଟୋକିଓ,୨।୮: ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ଦୂତୀ ଆଜି ୨୦୦ ମିଟର ଦୌଡରେ ହାରି ଯାଇଛନ୍ତି। ୨୦୦ମିଟରରେ ହିଟ-୪ରେ ସପ୍ତମ ସ୍ଥାନରେ ରହି ସେ ତାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି।...

ଆଥଲେଟ୍ସ ଭିଲେଜରେ ଆଉଟଡୋର୍‌ ଡ୍ରିଙ୍କିଙ୍ଗ ପାର୍ଟି

ଟୋକିଓ, ୨ା୮(ଏପି)-କୋଭିଡ୍‌ କଟକଣା ସତ୍ତ୍ୱେ ଅଲିମ୍ପିକ ଆଥଲେଟ୍ସ ଭିଲେଜରେ ଏକ ଆଉଟଡୋର୍‌ ଡ୍ରିଙ୍କିଙ୍ଗ ପାର୍ଟି ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ ଅଫିସିଆଲମାନେ କହିଛନ୍ତି। ଆୟୋଜକ କମିଟି ସିଇଓ ତୋଶିରୋ...

ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସ ଟେନିସ୍‌ରେ ଜେଭେରେଭଙ୍କୁ ସ୍ବର୍ଣ୍ଣ

ଟୋକିଓ,୨।୮: ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ ଟୋକିଓ ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ବିଶ୍ୱର ୫ ନମ୍ବର ଖେଳାଳି ଜେଭେରେଭ ରୁଷିଆର କରନ ଖାଚାନୋଭଙ୍କୁ ୬-୩, ୬- ୧ ସେଟ୍‌ରେ...

ଅଲିମ୍ପିକ୍‌ ରିଙ୍ଗରେ ଅନଶନ

ଟୋକିଓ,୧।୮: ଟୋକିଓ ଅଲିମ୍ପିକ୍ସରେ ରବିବାର ଆୟୋଜିତ ଏକ ସୁପର ହେବିଓ୍ବେଟ ବକ୍ସିଂ ମ୍ୟାଚ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜାଣିଶୁଣି ମୁଣ୍ଡରେ ପ୍ରତିପକ୍ଷ ବକ୍ସରଙ୍କୁ ଆଘାତ ଦେବା କାରଣରୁ ଫ୍ରାନ୍ସ ବକ୍ସର ମୌରାଦ ଆଲିଭଙ୍କୁ ରେଫରି ଡିସ୍‌କ୍ୱାଲିଫାଏ ଘୋଷଣା କରିଥିଲେ।...

୪୯ ବର୍ଷରେ ପ୍ରଥମ ଥର

ଟୋକିଓ,୧।୮: ୪୯ ବର୍ଷରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ। ରବିବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଟିମ୍‌ ଇଣ୍ଡିଆ ୩-୧ ଗୋଲରେ ଗ୍ରେଟ୍‌ ବ୍ରିଟେନକୁ ହରାଇ ଏହି ସଫଳତା ହାସଲ କରିଛି।...

ଇତିହାସ ରଚିଲେ ସିନ୍ଧୁ

ଟୋକିଓ,୧।୮: ଇତିହାସ ରଚିଲେ ଭାରତୀୟ ମହିଳା ଶଟଲର ପି ଭି ସିନ୍ଧୁ। ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ସିନ୍ଧୁ ଜିତିଛନ୍ତି ଦୁଇଟି ଅଲିମ୍ପିକ୍ସ ପଦକ। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟନୀ ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ହାତେଇଛନ୍ତି ବ୍ରୋଞ୍ଜ...

ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ପ୍ରଥମ ଗେମ୍‌ ଜିତିଲେ ସିନ୍ଧୁ

ଟୋକିଓ,୧।୮: ଭାରତୀୟ ମହିଳା ଶଟଲର ପି ଭି ସିନ୍ଧୁ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ପ୍ରଥମ ଗେମ୍‌କୁ ଏକଥରଫା ଜିତି ନେଇଛନ୍ତି। ଚାଇନାର ହେ ବିଙ୍ଗ ଜିଆଓଙ୍କୁ ୧୩-୨୧ ବ୍ୟବଧାନରେ ପରାସ୍ତ କରି ପଦକ ନିକଟତର ହୋଇଛନ୍ତି ୬ଷ୍ଠ ସିଡ୍‌ ସିନ୍ଧୁ।

ଶରୀରରେ ୭ ଷ୍ଟିଚ୍‌ ପଡିବା ସତ୍ତ୍ୱେ ରିଙ୍ଗ୍‌ରେ ସିଂହ ପରି ଲଢିଲେ ଏହି ଖେଳାଳି

ଟୋକିଓ,୧।୮: ଟୋକିଓ ଅଲିମ୍ପିକ୍ସର ବକ୍ସିଂରେ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ୯୧ କିଲୋଗ୍ରାମ ବର୍ଗରେ ବକ୍ସର ସତୀଶ କୁମାର ଉଜବେକିସ୍ତାନର ବାଖୋଦିର ଜାଲୋଲୋଭଙ୍କଠାରୁ ପରାସ୍ତ ହୋଇଛନ୍ତି। ଜାଲୋଲୋଭ ସେମାନଙ୍କୁ ୫-୦ରେ ପରାସ୍ତ କରିଥିଲେ। ଏହି ପରାଜୟ ସହିତ ଟୋକିଓ...

କେବେ ଖାଇବାକୁ ପାଖରେ ନ ଥିଲା ଟଙ୍କା, ଏବେ ମୁମ୍ବାଇରେ ୩୦ କୋଟି ଟଙ୍କାର ଘର କିଣିଲେ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ସେମାନଙ୍କ ଜୀବନରେ ଅନେକ ଆର୍ଥିକ ସଙ୍କଟ ଦେଖିଛନ୍ତି। ଉଭୟ ଖେଳାଳି ରୁଷ କରି ବ୍ୟାଟ୍‌ କିଣି କ୍ରିକେଟ ଖେଳିଥିଲେ। ଆହୁରି ମଧ୍ୟ, ଉଭୟ ଭାଇ ପେଟ ଭରିବା ପାଇଁ...

ଭାରତୀୟ କ୍ରିକେଟ୍‌ ଦଳର ଅସଲ ‘ବାଦଶାହ’ କିଏ ଜାଣନ୍ତି କି, ରୋହିତ ଶର୍ମା କଲେ ଖୁଲାସା

ଲଣ୍ଡନ,୧।୮: ଭାରତୀୟ କ୍ରିକେଟ୍‌ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଆସନ୍ତା ଅଗଷ୍ଟ ୫ରୁ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛି। ଭାରତୀୟ କ୍ରିକେଟ୍‌ ଦଳର ଓପନର୍‌ ରୋହିତ ଶର୍ମା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri