ଖେଳ

ଠାକୁର ଏକା ଯଥେଷ୍ଟ

ଜୋହାନ୍ସବର୍ଗ,୪।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର୨ୟ ଦିନରେ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ପାଇଁ ଏକା ଯଥେଷ୍ଟ ସାବ୍ୟସ୍ତ ହୋଇଛନ୍ତି ଶାର୍ଦ୍ଦୁଳ ଠୁକର। ମଙ୍ଗଳବାର ଭାରତୀୟ ଦଳର ଅନ୍ୟ ସମସ୍ତ ବୋଲରଙ୍କ ହାତ ଖାଲି ରହିଥିବା ବେଳେ ଶାର୍ଦ୍ଦୁଳ…

ପୁଣି ଏକାଠି ଖେଳିବେ ବୀରୁ, ଭଜି, ଯୁବି

ନୂଆଦିଲ୍ଲୀ,୪।୧: ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ(ବୀରୁ), ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଓ ସ୍ପିନର ହରଭଜନ ସିଂ (ଭଜି) ପୁଣି ଥରେ ଏକାଠି କ୍ରିକେଟ ପଡ଼ିଆରେ ଖେଳିବେ। ଆସନ୍ତା ୨୦ ତାରିଖରୁ ଓମାନଠାରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡସ ଲିଗ୍‌…

୧୦୦ ବର୍ଷ ମଧ୍ୟରେ ଦ୍ୱିତୀୟ କ୍ରିକେଟର୍‌ ଭାବେ ଏମିତି ରେକର୍ଡ କଲେ ପୂଜାରା

ଜୋହାନ୍ସବର୍ଗ,୪।୧:ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରାଙ୍କ କ୍ୟାରିୟର୍‌ ଏବେ ବିପଦଳରେ ରହିଛି। ଲଗାତାର ସେ ବ୍ୟାଟିଂ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଦଳରୁ ହଟାଇବାକୁ ଦାବି କରୁଛନ୍ତି। ପୂଜାରା ଦୀର୍ଘ ଦିନ ହେବ ଏକ ଶତକ ସ୍କୋର କରିନାହାଁନ୍ତି…

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ

ଜୋହାନ୍ସବର୍ଗ,୪।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରୁଛି। ଏହି ସିରିଜର ପ୍ରଥମ ମ୍ୟାଚ ଜିତିବା ପରେ ଭାରତ ଏବେ ୧-୦ରେ ଆଗୁଆ ରହିଛି। କିନ୍ତୁ ଟିମ ଇଣ୍ଡିଆର କିଛି…

ବୁମ୍‌ରାଙ୍କ ଛକା ଦେଖି ସ୍ତ୍ରୀ ହେଲେ ଆଶ୍ଚର୍ଯ୍ୟ: ଦେଲେ ଏମିତି ପ୍ରତିକ୍ରିୟା

ଜୋହାନ୍ସବଗ,୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୨୦୨ ରନର ଅଲଆଉଟ୍‌ ହୋଇଛି। କିନ୍ତୁ ଭାରତୀୟ ବୋଲର୍‌ ଜସପ୍ରୀତ ବୁମ୍‌ରା ସମସ୍ତଙ୍କୁ ବଲରେ ନୁହେଁ ବରଂ ବ୍ୟାଟ…

କ୍ରୀଡ଼ା ମନ୍ତ୍ରୀ ଖେଳିବେ ରଣଜୀ ଟ୍ରଫି

କୋଲକତା,୪।୧:ଚଳିତ ବର୍ଷର ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ନିଜର ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମନୋଜ ତିୱାରୀଙ୍କ ନାମ ମଧ୍ୟ ୨୧ ସଦସ୍ୟ ବିଶିଷ୍ଟ ଦଳରେ ସାମିଲ ଅଛି। ମନୋଜ ଏବେ ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ଅଟନ୍ତି। ଗତ ବର୍ଷ…

ଏମିତି କାମ କରି ସମସ୍ତଙ୍କ ହୃଦୟ ଜିତିଲେ ରାହୁଲ

ଜୋହାନ୍ସବର୍ଗ,୪।୧: ଭାରତୀୟ କ୍ରିକେଟରେ କେଏଲ ରାହୁଲ ଏବେ ଚର୍ଚ୍ଚାରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ ଟେଷ୍ଟରେ ୧୨୩ ରନ ସ୍କୋର କରିବା ପରେ କେ.ଏଲ ରାହୁଲଙ୍କୁ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅଧିନାୟକ କରାଯାଇଥିଲା।…

ପୂର୍ବତନ କ୍ରିକେଟର ଆଣିଲେ ଯୌନ ଶୋଷଣ ଅଭିଯୋଗ

ମେଲବୋର୍ନ, ୪ା୧- ୧୯୮୫ରେ ଶ୍ରୀଲଙ୍କା ଟୁର୍‌ ସମୟରେ ଟିମ୍‌ ଅଫିସିଆଲଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ କ୍ରିକେଟର। ଘଟଣା ବେଳେ ୧୯ ବର୍ଷରୁ କମ୍‌ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ ଜେମି ମିଚେଲ।…

‘କ୍ୟାରିୟର ବଞ୍ଚାଇବା ପାଇଁ ହାତରେ ଗୋଟିଏ ଇନିଂସ’

ଜୋହାନ୍ସବର୍ଗ,୩।୧: ଆଉଟ୍‌ ଅଫ୍‌ ଫର୍ମ ଥିବା ଦୁଇ ଭେଟେରାନ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫେଲ୍‌ ମାରିଛନ୍ତି। ଏହି ଦୁଇ ଖେଳାଳିଙ୍କ କ୍ୟାରିୟର ଉପରେ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ…

କଷ୍ଟରେ ୨୦୦ ପାର କଲା ଭାରତ

ଜୋହାନ୍ସବର୍ଗ,୩।୧: ଅଧିନାୟକ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୨୦୨ ରନ୍‌ରେ ସୀମିତ ରହିଛି। ପୂର୍ବ ମ୍ୟାଚ୍‌ ଭଳି ଏଥର ବି ତାରକା ଖଚ୍ଚିତ ମଧ୍ୟକ୍ରମର ପ୍ରତ୍ୟେକ ବ୍ୟାଟର ଫେଲ୍‌ ମାରିଥିଲେ। କିନ୍ତୁ ଶେଷ ଆଡ଼କୁ ରବିଚନ୍ଦ୍ରନ…

ଶର୍ଟ ପିଚ୍‌ ବଲରେ ଭାରତୀୟ ବ୍ୟାଟରଙ୍କୁ ଶିକାର କରୁଛନ୍ତି

ଜୋହାନ୍ସବର୍ଗ,୩।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନର ୨ୟ ସେସନ ଶେଷ ସୁଦ୍ଧା ଭାରତ ୫ ଉଇକେଟ ହରାଇ ୧୪୬ ରନ୍‌ କରିଛି। ରିଷଭ ପନ୍ତ ୧୩…

୧୮ ବର୍ଷର କ୍ୟାରିୟର ଶେଷ

କରାଚୀ,୩।୧: ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହ ଶେଷ ହୋଇଛି ୧୮ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟର। ସେ ଏବେ କେବଳ ଟି୨୦ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବା ଜାରି ରଖିବେ। ୨୦୦୩ରେ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?