Posted inଖେଳ

ଭାରତୀୟ କ୍ରିକେଟ୍‌ ଦଳର ଅସଲ ‘ବାଦଶାହ’ କିଏ ଜାଣନ୍ତି କି, ରୋହିତ ଶର୍ମା କଲେ ଖୁଲାସା

ଲଣ୍ଡନ,୧।୮: ଭାରତୀୟ କ୍ରିକେଟ୍‌ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଆସନ୍ତା ଅଗଷ୍ଟ ୫ରୁ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛି। ଭାରତୀୟ କ୍ରିକେଟ୍‌ ଦଳର ଓପନର୍‌ ରୋହିତ ଶର୍ମା ନିଜ ଇନ୍‌ଷ୍ଟାଗ୍ରାମରେ ରିଷଭ ପନ୍ତଙ୍କ ଏକ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରି ରିଷଭଙ୍କ ତୁଳନା ସେ ପ୍ରସିଦ୍ଧ ରାପର୍‌ ବାଦଶାହା ସହ କରିଛନ୍ତି। ରୋହିତ ଫଟୋ ସହ ଏକ ମଜାଦାର କ୍ୟାପଶନ ଲେଖିଛନ୍ତି। ସେ କହିଛନ୍ତି, ଏ ଆମର ନିଜ ବାଦଶାହ। କେଦାର ଯାଦବ ମଧ୍ୟ ଏହି ଫଟୋରେ କମେଣ୍ଟ କରି କହିଛନ୍ତି, ଚାହା ନେହୁର। କେଦାର ରିଷଭଙ୍କ ଡ୍ରେସ୍‌ରେ ଗୋଲାପ ଫୁଳ ଦେଖି ତାଙ୍କୁ ଚାଚା ନେହୁର କହିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳ କାଉଣ୍ଟି ଏକାଦଶ ସହ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିଛି। କରୋନା ଆକ୍ରାନ୍ତ ହୋଇଥିବାରୁ ରିଷଭ ଏହି ଅଭ୍ୟାସ ମ୍ୟାଚ୍‌ ଖେଲି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୩ ହକି ବିଶ୍ୱକପ ପ୍ରସ୍ତୁତି

ରାଉରକେଲା ଅଫିସ/ସୁନ୍ଦରଗଡ଼ (ଡି.ଏନ.ଏ), ୧୨।୧୨- ୨୦୧୮ରେ ପୁରୁଷ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବାପରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ କ୍ରମାଗତ ଦ୍ୱିତୀୟ...

କ୍ୱାର୍ଟରରେ ମନିକା ବାତ୍ରା

ବୁଦାପେଷ୍ଟ,୨୧।୨- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମନିକା ବାତ୍ରା ବିଶ୍ୱର ୨୬ତମ ର଼୍ୟାଙ୍କ ଚେନ ଜୁ ୟୁଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ...

ପୁଣି ଜାମ୍ପାଙ୍କୁ ଉଇକେଟ ଦେଲେ କୋହଲି

ରାଜକୋଟ,୧୭।୧- ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତଥା ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କ ବଲରେ ଆଉଟ୍‌ ହୋଇଛନ୍ତି।...

ଭାରତ ବିପକ୍ଷ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍‌କା; ୩ ଖେଳାଳି ପଡ଼ିଲେ ବାଦ୍‌

ନୂଆଦିଲ୍ଲୀ,୧୪।୯: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳିବ ଭାରତ। ସେପ୍ଟେମ୍ବର ୨୦ରୁ ଏହି ସିରିଜ ଆରମ୍ଭ ହେବ। ତେବେ ଏହା ପୂର୍ବରୁ...

ପ୍ରମୋଦ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୭।୯(କ୍ରୀଡ଼ା ପ୍ରତିନିଧି)- ଚାଇନାର ୟୁହାଙ୍ଗ ହାଙ୍ଗଝୋଉଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି...

ଧୋନୀଙ୍କ କ୍ଲବରେ ସାମିଲ ହେଲେ ସାମି

ତ୍ରିନିଦାଦ୍‌, ୨୪।୮: ଏଠାରେ ଚାଲିଥିବା କାରବୀୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୧୦ମ ମ୍ୟାଚରେ ଡାରେନ ସାମିଙ୍କ ନେତୃତ୍ୱାଧୀନ ସେଣ୍ଟ ଲୁସିଆ ଜୌକ୍ସ ୧୦ ରନରେ ଗୁୟାନା...

ଆଇପିଏଲ୍‌ ଟାଇଟଲ୍‌ ପ୍ରୟୋଜକ ଦୌଡ଼ରେ ଟାଟା ସାମିଲ

ନୂଆଦିଲ୍ଲୀ, ୧୫।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାସରୁ ୟୁଏଇରେ ଆରମ୍ଭ ହେବ। ଏଥିଲାଗି ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ଦୌଡ଼ରେ ଟାଟା...

ଭାରତଠୁ ସିରିଜ୍‌ ହାରିବା ପରେ ବୋର୍ଡକୁ ସମାଲୋଚନା କଲେ ପୂର୍ବତନ ଅଧିନାୟକ

ଲଣ୍ଡନ,୮।୩ : ଭାରତଠାରୁ ୩-୧ ବ୍ୟବଧାନରେ ସିରିଜ୍‌ ହାରିବା ପରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ ଭନ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ...

Advertisement
Archives

Model This Week