ଇଂଲଣ୍ଡର ପଡ଼ିଲା ୮ ଉଇକେଟ
ଲଣ୍ଡନ,୬।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟରେ ଭାରତର ବିଜୟ ନିଶ୍ଚିତ ଭଳି ଲାଗୁଛି। ଶାର୍ଦୁଲ ଠାକୁର ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ଙ୍କ ଉଇକେଟ ନେବାପରେ ଘରୋଇ ଦଳ ଅଡୁଆରେ ପଡିିଛି। ରୁଟ୍ ୭୮ ବଲ ଖେଳି...
ପରାଜୟ ମୁହାଁ ଇଂଲଣ୍ଡ
ଲଣ୍ଡନ,୬।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟ ଏବେ ନିର୍ଣ୍ଣାୟକ ମୋଡ଼ରେ। ଇଂଲଣ୍ଡ ହାତରେ ମ୍ୟାଚ ବଞ୍ଚାଇବା ପାଇଁ ରହିଛି ୪ ଉଇକେଟ୍ । ଅଧିନାୟକ ଜୋ ରୁଟ୍ ଏବେ ମଧ୍ୟ କ୍ରିଜ୍ରେ ଅଛନ୍ତି। କିନ୍ତୁ ମ୍ୟାଚରେ...
ଭାରତକୁ ପ୍ରଥମ ସଫଳତା: ଇତିହାସ ରଚିବାକୁ ଆବଶ୍ୟକ ୯ ଉଇକେଟ୍
ଓଭାଲ,୬।୯: ଓଭାଲରେ ଖେଳାଯାଉଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନର ଖେଳ ଆରମ୍ଭ ହୋଇଛି। ପଞ୍ଚମ ଦିନରେ ଇଂଲଣ୍ଡ ଗୋଟିଏ ଉଇକେଟ ହରାଇ ୧୧୦ରୁ ଅଧିକ ରନ ସଂଗ୍ରହ କରିଛି। ଏବେହାସିବ ହମିଦ ଏବଂ ଡେଭିଡ...
ଟି-୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ପାକିସ୍ତାନ: ପ୍ରଥମଥର ପାଇଁ ଦଳରୁ ବାଦ୍ ପଡିଲେ ଏହି ଖେଳାଳି
ଇସଲାମାବାଦ,୬।୯: ଆଗାମୀ ଆଇସିସି ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ପାକିସ୍ତାନ ତିନିଜଣ ରିଜର୍ଭ ଖେଳାଳିଙ୍କୁ ମଧ୍ୟ ଚୟନ କରିଛି। ୟୁଏଇ ଏବଂ...
ରୋହିତଙ୍କ ଶତକ ପୂରଣ ଦେଖି ସ୍ତ୍ରୀ କଲେ ଏମିତି କାମ
ଓଭାଲ,୬।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଓପନର୍ ରୋହିତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ବିଦେଶୀ ମାଟିରେ ଅର୍ଜନ କରିଥିଲେ। ରୋହିତଙ୍କ ଏହି ଶତକ ଟିମ ଇଣ୍ଡିଆର ବିଜୟର ଆଶା ବଢାଇ...
ଚହଲ-ଧନଶ୍ରୀଙ୍କ ମଧ୍ୟରେ ଝଗଡା!
ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଉଭୟ ନିଜ ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ସେମାନଙ୍କର ପ୍ରତ୍ୟେକ ଭିଡିଓ ସୋସିଆଲ...
ବାପା ହେଲେ ଏହି କ୍ରିକେଟର୍
ଲଣ୍ଡନ,୬।୯: ଇଂଲଣ୍ଡ କ୍ରିକେଟ୍ ଦଳର ଉଇକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ଜୋଶ୍ ବଟଲର୍ ଦ୍ୱିତୀୟଥର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଲୁଇସ୍ ଓ୍ବେବର ସେପ୍ଟେମ୍ବର ୫ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବଟଲର ଖେଳୁଥିବା ଆଇପିଏଲ୍ ଟିମ୍ ରାଜସ୍ଥାନ ରୟାଲ୍ସ ଟୁଇଟ୍ ଯୋଗେ...
ଇଂଲଣ୍ଡକୁ ଜିତିବାକୁ ହେଲେ ବଦଳାଇବାକୁ ପଡିବ ୧୪୧ ବର୍ଷର ଇତିହାସ
ଓଭାଲ,୬।୯: ଚମତ୍କାର ବ୍ୟାଟିଂ କରି ଚତୁର୍ଥ ଟେଷ୍ଟରେ ଟିମ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିଛି। ଦ୍ୱିତୀୟ ଇନିଂସରେ ୩୬୮ ରନ ସଂଗ୍ରହ କରିଥିଲା। ଭାରତ ଇଂଲଣ୍ଡକୁ ୩୬୮ ରନର ବିଜୟ ଟାର୍ଗେଟ ଦେଇଛି। ଏ ପର୍ଯ୍ୟନ୍ତ କୌଣସି ଦଳ ଓଭାଲ ଗ୍ରାଉଣ୍ଡରେ...
ଯୁବରାଜ୍ ସିଂଙ୍କ ପୂର୍ବତନ ପ୍ରେମିକାଙ୍କ ପ୍ରେମରେ ପାଗଳ ଲିଆଣ୍ଡର୍ ପେସ୍: ଇନ୍ଷ୍ଟାଗ୍ରାମରେ ଏକାଠି ଛାଡିଲେ ଫଟୋ
ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର୍ ପେସଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜିକାଲି ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି। ନିକଟରେ ଉଭୟ ଗୋଆରେ ଛୁଟି କାଟୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ କିମ୍ ନିଜ...
୧୦ ଓଭରରେ ୧୦ ମେଡେନ୍ ୨ ଉଇକେଟ୍ ନେଇ ଚହଳ ସୃଷ୍ଟି କଲେ ଏହି ବୋଲର୍
ଲଣ୍ଡନ,୬।୯: ଦିନିକିଆ କ୍ରିକେଟରେ ଏପରି କିଛି ଘଟଣା ଘଟିଛି, ଯାହା ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବୋଲର ୧୦ ଓଭରରେ ଗୋଟିଏ ବି ରନ ଦେଇ ୨ଟି ଉଇକେଟ୍ ନେଇଛନ୍ତି। କେଣ୍ଟ କ୍ରିକେଟ ଲିଗର ଏକ ମ୍ୟାଚରେ...
ପ୍ରଥମେ ପରସ୍ପରକୁ ଅହଂକାରୀ ଭାବି କଥା ହେଉ ନ ଥିଲେ, ପରେ ଚଢିଗଲା ପ୍ରେମ ନିଶା
ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଚଳିତ ବର୍ଷ ମାର୍ଚ୍ଚରେ ଗୋଆରେ କ୍ରୀଡା ଆଙ୍କର୍ ସଞ୍ଜନା ଗଣେସନଙ୍କୁ ବିବାହ କରିଥିଲେ। ଏହି ଦୁଇଜଣଙ୍କ ସମ୍ପର୍କ ବିଷୟରେ ପୂର୍ବରୁ କାହାକୁ ମଧ୍ୟ ଜଣା ନ ଥିଲା। ଦୁହେଁ ସୋସିଆଲ ମିଡିଆରେ...
ଶାର୍ଦ୍ଦୁଳଙ୍କୁ ନୂଆ ନାମ ଦେଲେ ପ୍ରଶଂସକ
ଲଣ୍ଡନ,୬।୯: ଚଳିତ ଓଭାଲ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର। ପ୍ରଥମ ଇନିଂସରେ ବିସ୍ଫୋରକ ୫୭ ରନ୍ର ପାଳି ଖେଳିଥିବା ମୁମ୍ବାଇ ଖେଳାଳି ଦ୍ୱିତୀୟ ୬୦ ରନ୍ର ଇନିଂସ ଖେଳିଥିଲେ। ଚମତ୍କାର ବ୍ୟାଟିଂ...
Archives


