ଅନ୍ତିମ ଓଭରରେ ବଦଳାଇ ଦେଲେ ମ୍ୟାଚ୍ର ଭାଗ୍ୟ
ଦୁବାଇ,୨୧।୯: ଅନ୍ତିମ ଓଭରରେ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ଦରକାର ଥାଏ ୪ ରନ୍। ଯୁବ ପେସର କାର୍ତ୍ତିକ ତ୍ୟାଗିଙ୍କ ସାମ୍ନାରେ ଥିଲେ ନିକୋଲାଶ ପୁରନ ଓ ଏଡେନ ମାରକ୍ରାମଙ୍କ ଭଳି ସେଟ୍ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଲାଗୁଥିଲା ରାଜସ୍ଥାନ...
ପଞ୍ଜାବ ଆଗରେ ୧୮୬ ରନ୍ର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ
ଦୁବାଇ,୨୧।୯: ଚଳିତ ଆଇପିଲଏଲରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଞ୍ଜାବ କିଙ୍ଗ୍ସ ଆଗରେ ୧୮୬ ରନ୍ର ଚ୍ୟାଲେଞ୍ଜିଂ ବିଜୟ ଲକ୍ଷ୍ୟ ଛିଡ଼ା କରିଛି ରାଜସ୍ଥାନ ରୟାଲ୍ସ। ଆମନ୍ତ୍ରଣ ପାଇଥିବା ରାଜସ୍ଥାନକୁ ଇଭିନ ଲୁଇସ (୩୬) ଓ ଯଶସ୍ବୀ ଜୈଶ୍ୱାଲ (୪୯)...
ଚିୟର ଗର୍ଲଙ୍କ ପାଇଁ ବନ୍ଦ ହେଲା ଆଇପିଏଲ୍ ପ୍ରସାରଣ
ନୂଆଦିଲ୍ଲୀ,୨୧।୯: ତାଲିବାନ୍ ନିୟନ୍ତ୍ରଣରେ ଥିବା ଆଫଗାନିସ୍ତାନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପ୍ରସାରଣ ଉପରେ ରୋକ ଲଗାଇ ଦେଇଛି। ମ୍ୟାଚ୍ ବେଳେ ଷ୍ଟାଡିୟମରେ ମହିଳା ଦର୍ଶକ ଉପସ୍ଥିତ ରହୁଥିବାରୁ ଏଭଳି ପଦକ୍ଷେପ ନେଇଛି ତାଲିବାନ୍। ଆଫଗାନିସ୍ତାନର ଜାତୀୟ ଟିଭି ଚ୍ୟାନେଲ...
ବୋଲିଂ କରିବ ପଞ୍ଜାବ
ଦୁବାଇ,୨୧।୯: ଚଳିତ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ପଞ୍ଜାବ କିଙ୍ଗ୍ସ ପ୍ରଥମ ଦଳ ଭାବେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ପିଚ୍ରେ ଘାସ ଥିବାରୁ ଆରମ୍ଭରୁ ବ୍ୟାଟ୍ସମ୍ୟାନଙ୍କ ପାଇଁ ପେସରଙ୍କୁ ଖେଳିବା କଷ୍ଟକର ହୋଇପଡ଼ିବ। ଏଥିଯୋଗୁ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ...
‘ଆମ ସହ କିଛି ଠିକ୍ କଲେ ନାହିଁ’
ଲାହୋର,୨୧।୯: ସୁରକ୍ଷାଜନିତ ସଙ୍କଟ ଦର୍ଶାଇ ପାକିସ୍ତାନ ଗସ୍ତରୁ ନ୍ୟୁଜିଲାଣ୍ଡ ଫେରିଯିବା ପରେ ଅକ୍ଟୋବରରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ସିରିଜ୍କୁ ବାତିଲ କରିଦେଇଛି ଇଂଲଣ୍ଡ। ଏହା ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁ୍ଖ୍ୟ ରମିଜ...
ଆର୍ସିବି ୯୨ରନ୍ କରିବା ପରେ ଚର୍ଚ୍ଚାରେ ଦୀପିକା; ୧୧ ବର୍ଷ ପୂର୍ବ…
ନୂଆଦିଲ୍ଲୀ,୨୧।୯: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଆଇପିଏଲ୍ ଆରମ୍ଭ ଦିନରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଟିମ୍ର ବଡ଼ ପ୍ରଶଂସିକା। ଷ୍ଟାଡିୟମରେ ପହଞ୍ଚି ଆର୍ସିବି ମ୍ୟାଚ୍ ଦେଖିବାଠାରୁ ଆରମ୍ଭ କରି ଦଳର ବିଜୟରେ ଟୁଇଟ୍ କରି ଖୁସିବ୍ୟକ୍ତ କରନ୍ତି ସେ। ତେବେ...
କୋହଲିଙ୍କ ନିଷ୍ପତ୍ତିକୁ ପ୍ରଖ୍ୟାତ ଖେଳାଳିଙ୍କ ସମର୍ଥନ
ଆବୁ ଧାବି,୨୧।୯: ନିଜର ବ୍ୟାଟିଂକୁ ଗୁରୁତ୍ୱ ଦେବା ପାଇଁ ବିରାଟ କୋହଲି ଟି୨୦ ଫର୍ମାଟରେ ଅଧିନାୟକ ପଦ ତ୍ୟାଗ କରି ଅନେକଙ୍କୁ ଚମକାଇ ଦେଇଛନ୍ତି। ତେବେ ତାଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର ଡେଲ...
ପୁଣି ଶୀର୍ଷକୁ ଫେରିଲେ ମିଥାଲି
ନୂଆଦିଲ୍ଲୀ,୨୧।୯: ଆଇସିସି ପକ୍ଷରୁ ମଙ୍ଗଳବାର ମହିଳା ଦିନିକିଆ କ୍ରିକେଟରଙ୍କ ର଼୍ୟାଙ୍କ ଜାରି କରାଯାଇଛି। ଭାରତର ଅଧିନାୟିକା ମିଥାଲି ରାଜ ପୁଣିଥରେ ଶୀର୍ଷକୁ ଫେରିଛନ୍ତି। ଅନ୍ୟତମ ଭାରତୀୟ କ୍ରିକେଟର୍ ସ୍ମୃତି ମାନ୍ଧନା ୮ମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ମିଥାଲି...
ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳକୁ ଧମକ
ଲଣ୍ଡନ,୨୧।୯: ଇଂଲଣ୍ଡ ଗସ୍ତରେ ଯାଇଥିବା ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। କିଓ୍ବି ଦଳକୁ ବୋମା ଧମକ ମିଳିଛି। ଏହା ସତ୍ତ୍ୱେ ଆଜି ଲିସେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ...
ଆର୍ସିବି ଧୁରନ୍ଧରଙ୍କୁ ଘାଇଲା କଲେ କେକେଆର୍ର ଏହି ସ୍ପିନର୍; କୋହଲି କହିଲେ‘ଏକ୍ସ ଫ୍ୟାକ୍ଟର’
ଆବୁଧାବି,୨୧।୯: ୟୁଏଇରେ ପ୍ରଥମ ମ୍ୟାଚ୍ରେ ଉଲ୍ଲେଖନୀୟ ବୋଲିଂ କରି ଆଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ। ବରୁଣ ଆର୍ସିବି ବିପକ୍ଷ ମ୍ୟାଚ୍ରେ ବୋଲିଂ କରି ମାତ୍ର ୧୩ ରନ୍ ଦେଇ ୩ ଉଇକେଟ ନେଇଥିଲେ। ବ୍ୟାଟ୍ସମ୍ୟାନ୍ମାନଙ୍କୁ...
ଆଉଟ୍ କରିବା ପରେ ସଚିନ୍ଙ୍କୁ ଅଟୋଗ୍ରାଫ୍ ମାଗିଥିଲେ ଏହି ବୋଲର୍; ଆଉ ଏଭଳି ଘଟିବ ନାହିଁ ବାର୍ତ୍ତା ଦେଖି..
ନୂଆଦିଲ୍ଲୀ,୨୧।୯: ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ ଅଟୋଗ୍ରାଫ୍କୁ ଚାହିଁ ବସିଥାନ୍ତି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ସଚିନ୍ ଜଣେ ଖେଳାଳିଙ୍କୁ...
ଇତିହାସ ରଚିଲେ ମିଥାଲି
ସିଡନୀ,୨୧।୯: ଭାରତୀୟ ମହିଳା ଦଳର ଅଧିନାୟକ ମିଥାଲି ରାଜ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ତାଙ୍କ କ୍ୟାରିୟରରେ ୨୦ ହଜାର ରନ ପୂରଣ କରିଛନ୍ତି। ମିଥାଲି ପ୍ରଥମ ଶ୍ରେଣୀ କ୍ରିକେଟ, ତାଲିକା ଏ ଏବଂ ଟି...
Archives


