Posted inଖେଳ

ଏସିଆ କପ୍‌ ଲାଗି ତାରିଖ ଘୋଷଣା: ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୨।୮: ଚଳିତ ମାସ ଶେଷରେ ହେବାକୁ ଥିବା ଏସିଆ କପ୍‌ ପାଇଁ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବିସିସିଆଇ ସଚିବ ଜୟ ଶାହା ଏହା ଘୋଷଣା କରିଛନ୍ତି। ଟୁର୍ନାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ ୨୮ରେ ଭାରତ- ପାକିସ୍ତାନ ଟିମ୍‌ ମଧ୍ୟରେ ମୁକାବିଲା ହେବ।

ଚଳିତ ବର୍ଷ ଏସିଆ କପ୍‌ ଟି-୨୦ ଫର୍ମାଟରେ ଖେଳାଯିବ। ଏହାର ପ୍ରଥମ ମ୍ୟାଚ୍‌ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯିବ। ପରେ ରବିବାର(ଅଗଷ୍ଟ ୨୮)ରେ ଭାରତ ଏବଂ ପାକିସ୍ତାନ ଟିମ୍‌ ମୁହାଁମୁହିଁ ହେବେ।

ଟୁର୍ନାମେଣ୍ଟରେ ଅଗଷ୍ଟ ୨୭ରୁ ୩୧ ଯାଏ ଗ୍ରୁପ୍‌ ମ୍ୟାଚ୍‌ ଖେଳାଯିବ। ଏହାପରେ ସେମ୍ବେର ୩ରୁ ୯ ଯାଏ ସୁପର-୪ ଟିମ୍‌ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୧ ଏହାର ଫାଇନାଲ ମୁକାବିଲା ଖେଳାଯିବ।

ଏସିଆ କପ୍‌ ୨୦୨୨ରେ ଭାରତ ଖେଳିବାକୁ ଥିବା ମ୍ୟାଚ୍‌:
-ଅଗଷ୍ଟ ୨୮: ଭାରତ ବନାମ ପାକିସ୍ତାନ, ଦୁବାଇ
-ଅଗଷ୍ଟ ୩୧: ଭାରତ ବନାମ କ୍ୱାଲିଫାଏ କରିଥିବା ଟିମ୍‌, ଦୁବାଇ

ସମ୍ପୂର୍ଣ୍ଣ ବିବରଣୀ ଦେଖନ୍ତୁ:


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୀତ ଗାଇଲେ ଧୋନୀ

ନୂଆଦିଲ୍ଲୀ,୫ା୧୨- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଫିଲ୍ଡଠାରୁ ଗତ ୫ ମାସ ହେଲା ଦୂରେଇ ରହିଛନ୍ତି। ହେଲେ ଭିନ୍ନ...

ଜଜ୍‌ଙ୍କୁ ବଲ୍‌ରେ ଆଘାତ କରି ୟୁଏସ୍‌ ଓପନ୍‌ରୁ ଜୋକୋଭିଚ୍‌ ଆଉଟ

ନ୍ୟୁୟର୍କ, ୭।୯(ଏପି)- ବିଶ୍ୱର ନମ୍ବରଓ୍ବାନ ଖେଳାଳି ସର୍ବୟାର ନୋଭାକ ଜୋକୋଭିଚ୍‌ ଏକ ଅପ୍ରିତିକର ପରିସ୍ଥିତିରେ ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି।...

ଭାରତରେ ହେବ ଏଏଫସି ମହିଳା ଏସିଆନ କପ୍‌

କୁଆଲାଲମ୍ପୁର, ୫।୬-୨୦୨୨ ଏଏଫସି ମହିଳା ଏସିଆନ କପ୍‌ ଭାରତରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଭାରତକୁ ଅଧିକାର ମିଳିଛି। ଏହା ୨୦୨୨...

ଘରେ ରହି ସ୍ବାମୀଙ୍କୁ ଏମିତି ଚିୟର କରୁଛନ୍ତି ନତାଶା

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ନିକଟରେ ମା’ ହେବା ସୌଭାଗ୍ୟ ଲାଭ କରିଛନ୍ତି। ସେ ଏବେ ପୁଅ ସହ ଘରେ ଥିବାବେଳେ ତାଙ୍କ ସ୍ବାମୀ ତଥା କ୍ରିକେଟର...

ଫ୍ରେଞ୍ଚ୍‌ ଓପନ୍‌: ଡବଲ୍ସ ଟାଇଟଲ ବଜାୟ ରଖିଲେ ବାବୋସ- ମ୍ଲାଡେନୋଭିକ୍‌

ପ୍ୟାରିସ୍‌,୧୨।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ଡବଲ୍ସ ଇଭେଣ୍ଟରେ ଟିମିଆ ବାବୋସ୍‌ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ ଟାଇଟଲ ବଜାୟ ରଖିଛନ୍ତି। ଦ୍ୱିତୀୟ ସିଡ୍‌ ମାନ୍ୟତା ପାଇଥିବା ଏହି...

ପିତା ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା...

ଡାକାର ରାଲି ମୋଟରସାଇକ୍ଲିଷ୍ଟଙ୍କ ମୃତ୍ୟୁ

ଜେଦାହ (ସୌଦି ଆରବ), ୧୬ା୧ (ଏପି)- ଡାକାର ରାଲିର ଜଣେ ରେସର ପିଏରେ ଚେର୍ପିନଙ୍କର ମୃତ୍ୟୁ ଘଟିଛି। ୪ଦିନ ପୂର୍ବେ ହା’ଇଲ୍‌୍‌ଠାରୁ ସାକାକା ମଧ୍ୟରେ ୭ମ...

ଫେଡ୍‌ କପ୍‌ ଚାମ୍ପିୟନଶିପ୍‌ ସ୍ଥଗିତ

ନୂଆଦିଲ୍ଲୀ, ୨୩ା୩ (ପି.ଟି.)-କୋଭିଡ୍‌-୧୯ ଆଶଙ୍କା ଯୋଗୁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସୋମବାର ବିଧିବଦ୍ଧଭାବେ ଫେଡେରେଶନ କପ୍‌ ନ୍ୟାଶନାଲ ସିନିୟର ଚାମ୍ପିୟନଶିପ୍‌କୁ ସ୍ଥଗିତ ଘୋଷଣା...

Advertisement
Archives

Model This Week