ଖେଳ

ଚେନ୍ନାଇ ଆଗରେ ୧୭୩ ରନ୍‌ର ଟାର୍ଗେଟ୍‌

ଦୁବାଇ,୧୦।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ତମ ସଂସ୍କରଣ ରବିବାର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ବୀ ଶ(୩୪ ବଲ୍‌ରେ ୬୦ ରନ୍‌ ) ଓ ରିଷଭ ପନ୍ତ(୩୫ ବଲ୍‌ରେ ୫୧*)ଙ୍କ ଅର୍ଦ୍ଧଶତକ ସହାୟତାରେ ୨୦...

ଦିଲ୍ଲୀକୁ ଆରମ୍ଭରୁ ବଡ଼ ଝଟକା

ଦୁବାଇ,୧୦।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଟସ୍‌ ଜିତି ଫିଲ୍ଡଂ କରିବାର ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷେ ବ୍ୟାଟିଂ...

କ୍ୱାଲିଫାୟର୍‌-୧: ଟସ୍‌ ଜିତିଲା ଚେନ୍ନାଇ

ଦୁବାଇ,୧୦।୧୦: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ଟସ୍‌ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି...

ଟି-୨୦ ବିଜେତାଙ୍କ ଉପରେ ହେବ ଧନବର୍ଷା

ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ୟୁଏଇ ଏବଂ ଓମାନରେ ଆୟୋଜିତ ହେବାକୁ ଥିବା ଆଇସିସିର ଏହି ବଡ ଟୁର୍ନାମେଣ୍ଟ ପାଇଁ ବିଭିନ୍ନ ଦଳ ଏଠାରେ ପହଞ୍ଚିବା ଆରମ୍ଭ କରିଛନ୍ତି।...

ପ୍ରଥମଥର ପାଇଁ ଟି-୨୦ରେ ବିଶ୍ୱକପ୍‌ରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ୟୁଏଇ ଏବଂ ଓମାନରେ ୧୭ ଅକ୍ଟୋବରରୁ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ପୂର୍ବରୁ ଭାରତରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ କରୋନା ହେତୁ ଏହାକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ବିଶ୍ୱକପ ଆରମ୍ଭ...

ଧୋନୀ-କୋହଲି-ପନ୍ତଙ୍କ ମଧ୍ୟରୁ କିଏ ସବୁଠୁ ଭଲ ଅଧିନାୟକ:ଗମ୍ଭୀର କହିଲେ….

ନୂଆଦିଲ୍ଲୀ,୧୦।୧୦: ଆଇପିଏଲ ୨୦୨୧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ପ୍ଲେ ଅଫ ଖେଳୁଥିବା ଚାରିଟି ଦଳ ଟାଇଟଲ ଉଠାଇବାକୁ ପ୍ରସ୍ତୁତ ଅଛନ୍ତି। ପ୍ରତ୍ୟେକ ଦଳର ନିଜର ଶ୍ରେଷ୍ଠ ଅଧିନାୟକ ଅଛନ୍ତି। ସିଏସକେର ମହେନ୍ଦ୍ର ସିଂ ଧୋନୀ, ଆରସିବିର ବିରାଟ...

ଇତିହାସ ରଚିଲେ ଆୟାରଲାଣ୍ଡ ବ୍ୟାଟ୍ସମ୍ୟାନ୍‌: କୋହଲିଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୧୦।୧୦: ଟି-୨୦ କ୍ରିକେଟରେ ଅଧିକାଂଶ ଚୌକା ମାରିବା ପ୍ରସଙ୍ଗରେ ଆୟାରଲାଣ୍ଡର ତାରକା ବ୍ୟାଟ୍ସମ୍ୟାନ ପଲ ଷ୍ଟିରଲିଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଅନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ସର୍ବାଧିକ ଚୌକା ମାରିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି ଷ୍ଟିରଲିଂ।...

କେବଳ ଚୌକା/ଛକା ମାରି ୨୧୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ ଏହି କ୍ରିକେଟର୍‌: ୧୦ ଘଣ୍ଟା ବ୍ୟାଟିଂ କରି ଭାଙ୍ଗିଥିଲେ…

ଜଣେ ବ୍ୟାଟ୍ସମ୍ୟାନଙ୍କ ପ୍ରକୃତ ପରୀକ୍ଷା ଟେଷ୍ଟ କ୍ରିକେଟରେ ଅଛି। ଏହି ଫର୍ମାଟରେ ବ୍ୟାଟ୍ସମ୍ୟାନ, କ୍ରିକେଟ ଦୁନିଆରେ ତାଙ୍କ ସ୍ଥିତି ଜାହିର କରିବାରେ ସୁଯୋଗ ପାଇଥାନ୍ତି। ଟେଷ୍ଟ କ୍ରିକେଟରେ ଏଭଳି କିଛି ମ୍ୟାଚ୍‌ ଅଛି ଯାହା ଦର୍ଶକଙ୍କ ସ୍ମୃତି ଏପର୍ଯ୍ୟନ୍ତି ଲିଭି...

ରହିଗଲା ଶ୍ରୀଲଙ୍କା କ୍ରିକେଟର ମାନ

ଅଲ ଆମେରାଟ,୧୦।୧୦: ପୂର୍ବତନ ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଶ୍ରୀଲଙ୍କା ଅଳ୍ପକେ ବଡ଼ ବିପର୍ଯ୍ୟୟରୁ ବର୍ତ୍ତି ଯାଇଛି। ଏଠାରେ ଶନିବାର ଖେଳାଯାଇଥିବା ଟି୨୦ ମ୍ୟାଚ୍‌ରେ ଓମାନକୁ ୫ ଉଇକେଟରେ ହରାଇ ଦେଇଛି ଶ୍ରୀଲଙ୍କା। ଏହା ବିଶ୍ୱ କ୍ରିକେଟ ପାଇଁ ଅବଶ୍ୟ ବଡ଼...

ଆଇପିଏଲରୁ ଡାଇରେକ୍ଟ ବିଶ୍ୱକପ୍‌

ନୂଆଦିଲ୍ଲୀ,୧୦।୧୦: ଚଳିତ ଆଇପିଏଲରେ ୧୫୦ରୁ ଅଧିକ ବେଗରେ ବୋଲିଂ କରି ଚର୍ଚ୍ଚକୁ ଆସିଥିଲେ ଉମରାନ ମଲିକ। ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ତେବେ ନେଟ୍‌ ବୋଲର ଭାବେ ଭାରତୀୟ ଦଳ ସହ ସେ...

୨୦୩୬ ଅଲିମ୍ପିକ୍ସ ଭାରତରେ !

ଅହମ୍ମଦାବାଦ,୯।୧୦: ୨୦୩୬ ସମର ଅଲିମ୍ପିକ୍ସ ଭାରତରେ ଆୟୋଜିତ ହୋଇପାରେ। ଏହି ଅଲିମ୍ପିକ୍ସ ଆୟୋଜନ ଅଧିକାର ହାସଲ କରିବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ସହ ଆଲୋଚନା ଚାଲିଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ ଶ୍ରେଷ୍ଠ ଭେନ୍ୟୁ...

ପଞ୍ଜାବ ନାମରେ ଲଜ୍ଜାଜନକ ରେକର୍ଡ

ଦୁବାଇ,୯।୧୦: ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏଥର ମଧ୍ୟ ପ୍ଲେ-ଅପ୍‌ରେ ପ୍ରବେଶ କରିପାରି ନାହିଁ। ଦଳ ୬ଟି ବିଜୟରୁ ୧୨ ପଏଣ୍ଟ ସହ ଅଙ୍କ ତାଲିକାରେ ୬ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଏଭଳି ବିଫଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri