କେକେଆର୍ ପାଇଁ ବିଜୟ ଲକ୍ଷ୍ୟ ୧୭୭ …
ମୁମ୍ବାଇ, ୭।୫: ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍ରେ ଶନିବାର କୋଲକାତା ନାଇଟ୍ ରାଇଡର୍ସ୍(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ବିପକ୍ଷରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍ରେ ଖେଳାଯାଉଥିବା…
ଟସ୍ ଜିତିଲା କେକେଆର, ବୋଲିଂ ନିଷ୍ପତ୍ତି…
ମୁମ୍ବାଇ, ୭।୫: ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍ରେ ଶନିବାର କୋଲକାତା ନାଇଟ୍ ରାଇଡର୍ସ୍(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ବିପକ୍ଷରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍ରେ ଖେଳାଯାଉଥିବା…
ଆର୍ଆର୍ର ସହଜ ବିଜୟ…
ମୁମ୍ବାଇ, ୭।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍ରେ ଶନିବାର ରାଜସ୍ଥାନ ରୟାଲର୍ସ(ଆର୍ଆର୍) ପଞ୍ଜାବ କିଙ୍ଗସ(ପିବିକେଏସ୍) ବିପକ୍ଷରେ ସହଜ ବିଜୟ ହାସଲ କରିଛି। ୧୯୦ ରନ୍ର ପିଛା କରି ଆର୍ଆର୍ ୧୯.୪ ଓଭରରେ ୪ ଓ୍ବିକେଟ ହରାଇ ରନ୍…
‘ପାର୍ଟି ଏବଂ ଝଗଡ଼ା କରିବାରେ ଧୁରନ୍ଧର ଥିଲେ ଓ୍ବାର୍ନର’
ମୁମ୍ବାଇ,୭।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ରେ ନୂତନ ଟିମ୍ରୁ ଖେଳି ଜବରଦସ୍ତ ପ୍ରଦର୍ଶନ କରି ଆସୁଛନ୍ତି ଡେଭିଡ ଓ୍ବାର୍ନର। ଗୁରୁବାର ନିଜର ପୁରୁୁଣା ଟିମ୍ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ୫୮ ବଲ୍ରେ ୯୨ ରନ୍ କରିଥିଲେ ସେ। ଏହା ଟୁର୍ନାମେଣ୍ଟରେ…
ଆର୍ଆର୍ ପାଇଁ ବିଜୟ ଲକ୍ଷ୍ୟ ୧୯୦…
ମୁମ୍ବାଇ, ୭।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍ରେ ଶନିବାର ରାଜସ୍ଥାନ ରୟାଲର୍ସ (ଆର୍ଆର୍) ବିପକ୍ଷରେ ପଞ୍ଜାବ କିଙ୍ଗସ(ପିବିକେଏସ୍) ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ପିବିକେଏସ୍…
ପିବିକେଏସ୍ ଜିତିଲା ଟସ୍, ପ୍ରଥମେ ବ୍ୟାଟିଂ…
ମୁମ୍ବାଇ, ୭।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍ରେ ଶନିବାର ରାଜସ୍ଥାନ ରୟାଲର୍ସ (ଆର୍ଆର୍) ବିପକ୍ଷରେ ପଞ୍ଜାବ କିଙ୍ଗସ(ପିବିକେଏସ୍) ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ପିବିକେଏସ୍…
ମୁମ୍ବାଇର ଅବିଶ୍ୱସନୀୟ ବିଜୟ
ମୁମ୍ବାଇ,୬।୫: ଶେଷ ଓଭରରେ ୯ ରନ କରିପାରିଲାନି ଗୁଜରାଟ ଟାଇଟାନ୍ସ। ଡେଥ୍ ଓଭରରେ ଡାନିଏଲ୍ ସାମ୍ସ ଚମତ୍କାର ବୋଲିଂ କରି ମାତ୍ର ୩ ରନ ବ୍ୟୟ କରି ମୁମ୍ବାଇ ଇଣ୍ଡିଆନ୍ସକୁ ଅବିଶ୍ୱସନୀୟ ବିଜୟ ଭେଟିଦେଲେ। ଫଳରେ ୧୯ତମ ଓଭର ପର୍ଯ୍ୟନ୍ତ ମ୍ୟାଚକୁ…
ରୋହିତଙ୍କ ବ୍ୟାଟିଂର ଫ୍ୟାନ୍ ପାଲଟିଲେ ରଣବୀର ସିଂହ
ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ର ୫୧ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହେଉଛନ୍ତି। ଏହି ହାଇଭୋଲ୍ଟେଜ୍ ମୁକାବିଲାରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ଲାଗି ଆମନ୍ତ୍ରିତ କରିଥିଲେ। ଲଗାତାର ଭାବେ…
ଗୁଜରାଟକୁ ୧୭୮ର ଟାର୍ଗେଟ ଦେଲା ମୁମ୍ବାଇ
ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ କରିଥିଲେ ହେଁ ଏହାର ଇନିଂସକୁ ୨୦ ଓଭରରେ ୧୭୭/୬ରେ ସୀମିତ ରଖିଛି ଗୁଜରାଟ ଟାଇଟାନ୍ସ। ରଶିଦ ଖାଁଙ୍କ ପ୍ରଭାବୀ ବୋଲିଂ ଗୁଜରାଟକୁ ସଫଳ ପ୍ରତ୍ୟାବର୍ତ୍ତନ କରାଇବାରେ…
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜରାଟ
ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୫୧ତମ ମ୍ୟାଚ ଶୁକ୍ରବାର ଗୁଜରାଟ ଟାଇଟାନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ…
ମାରିବାକୁ ଚାହୁଁଥିଲେ ବାପା, କୋଳେଇ ନେଇଥିଲେ ମା’; ଲୁହ ଆଣିଦେବ ଏହି ଆଇପିଏଲ୍ର ଷ୍ଟାରଙ୍କ କାହାଣୀ…
ନୂଆଦିଲ୍ଲୀ,୬।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)୨୦୨୨ରେ ଦମ୍ଦାର ପ୍ରଦର୍ଶନ କରି ଚର୍ଚ୍ଚାରେ ଓ୍ବେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ରୋଭମାନ ପାଓ୍ବେଲ। ସେ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ରୋଭମାନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଉଲ୍ଲେଖନୀୟ ବ୍ୟାଟିଂ କରି ଦଳକୁ ୨୧ରନ୍ରେ ବିଜେତା…
ଏକଦା ସ୍କୁଟରରେ ବସି ବୁଲୁଥିଲେ ଏହି ଦୁଇ କ୍ରିକେଟର; ଏବେ ଗ୍ୟାରେଜରେ ରହିଛି…
ନୂଆଦିଲ୍ଲୀ,୬।୫: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଦ୍ରୁତ ବୋଲର୍ ଆଶିଷ ନେହେରାଙ୍କ ବନ୍ଧୁତା ବିଷୟରେ କାହାକୁ ଅଛପା ନାହିଁ। ଉଭୟ ଦିଲ୍ଲୀର ବାସିନ୍ଦା। ଏଣୁ ସେମାନେ ପିଲାଟି ଦିନରୁ ବନ୍ଧୁ। ଉଭୟ ଏକାସାଙ୍ଗରେ…

