ଖେଳ

ତଥାପି ଖାତା ଖୋଲି ପାରିଲା ନାହିଁ ଟିମ୍‌ ଇଣ୍ଡିଆ

କେପ୍‌ ଟାଉନ,୨୩।୧: ୨୮୮ ରନ୍‌ର ବିଜୟଲକ୍ଷ୍ୟ ପିଛା କରୁଥିବା ଭାରତ ୪୦ ସୁଦ୍ଧା ୨୧୦ ରନ୍‌ ମଧ୍ୟରେ ୬ ଉଇକେଟ ହରାଇ ସାରିଥିଲା। ବିଜୟ ଆଶା ନ ଥିଲା। କିନ୍ତୁ ବିଶ୍ୱାସହରା ନ ହୋଇ ଖେଳିଥିଲେ ଦୀପକ ଚହର। ୩୪ ବଲରେ…

‘ଯଦି ରୋହିତ ଫିଟ୍‌ ରୁହନ୍ତି, କାହିଁକି ଟେଷ୍ଟରେ ଅଧିନାୟକ ହୋଇପାରିବେ ନାହିଁ’

ନୂଆଦିଲ୍ଲୀ,୨୩।୧: ରୋହିତଙ୍କୁ ଫୁଲ ଟାଇମ୍‌ ଅଧିନାୟକ କରାଯିବା ଉଚିତ। କିନ୍ତୁ ଏଥି ଲାଗି ସିନିୟର ବ୍ୟାଟରଙ୍କୁ ଫିଟ୍‌ ରହିବାକୁ ପଡ଼ିବ ବୋଲି ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି। ରୋହିତଙ୍କୁ ଗତବର୍ଷ ଡିସେମ୍ବରରେ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଥିଲା।…

ଗୋଟିଏ ଓଭରରେ ଦୁଇ ଉଇକେଟ ହରାଇଲା ଭାରତ

କେପ୍‌ ଟାଉନ,୨୩।୧: ସମ୍ମାନ ବଞ୍ଚାଇବା ପାଇଁ ୨୮୮ ରନ୍‌ର ବିଜୟଲକ୍ଷ୍ୟର ପିଛା କରୁଥିବା ଟିମ୍‌ ଇଣ୍ଡିଆକୁ ଶିଖର ଧାଓ୍ବନ ଓ ବିରାଟ କୋହଲି ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୯୮ ରନ୍‌ ଯୋଡ଼ିବା ପରେ ଭାରତ ଗୋଟିଏ ଓଭରରେ ହରାଇଛି ଦୁଇଟି…

ଅକ୍‌ଶନ ପାଇଁ ପଞ୍ଜିକୃତ ଖେଳାଳିଙ୍କ ତାଲିକାରେ ଶ୍ରୀସାନ୍ଥ

ନୂଆଦିଲ୍ଲୀ,୨୩।୧: ଲକ୍ଷ୍ନୌ ଓ ଅହମ୍ମଦାବାଦ ଫ୍ରାଞ୍ଚାଇଜ ସେମାନଙ୍କ ଖେଳାଳିଙ୍କ ନାମ ସ୍ପଷ୍ଟ କରିବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପକ୍ଷରୁ ଚଳିତ ବର୍ଷ ହେବାକୁ ଥିବା ମେଗା ଅକ୍‌ଶନ ଲାଗି ପଞ୍ଜିକୃତ କରିଥିବା ମୋଟ ୧୨୧୪ ଖେଳାଳିଙ୍କ ନାମ ପ୍ରକାଶ…

ବୋଲିଂ ଲାଇନ୍‌ରେ ୩ ପରିବର୍ତ୍ତନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଛିଡ଼ା କଲା ୨୮୮ ରନ୍‌ର ଟାର୍ଗେଟ

କେପ ଟାଉନ,୨୩।୧: ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟ ପରେ ବୋଲିଂ ଲାଇନ୍‌ରେ ୩ ପରିବର୍ତ୍ତନ ସହ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଓହ୍ଲାଇଥିଲା ଭାରତ। ମ୍ୟାଚ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ ଭ୍ରମଣକାରୀ ଦଳକୁ ୩ ଉଇକେଟ ମିଳିଥିଲା। ଏହାସତ୍ତ୍ୱେ ଦକ୍ଷିଣ ଆଫ୍ରିକା…

ଭାରତ ବିପକ୍ଷରେ ୧୬ ଇନିଂସରେ ଡି’କକ୍‌ଙ୍କ ୬ଷ୍ଠ ଶତକ

କେପ ଟାଉନ,୨୩।୧: ଭାରତ ବିପକ୍ଷରେ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ୧୨୪ ରନ୍‌ର ଇନିଂସ ଖେଳିଥିଲେ କୁଇଣ୍ଟନ ଡି’କକ୍‌। ଟିମ୍‌ ଇଣ୍ଡିଆ ବିପକ୍ଷରେ ଏହା ଥିଲା ତାଙ୍କର ୬ଷ୍ଠ ଶତକ। ଏହି ଶତକ…

ଅବସର ପରେ ଆସିଲା କ୍ୟାରିୟରର ଶ୍ରେଷ୍ଠ ଇନିଂସ

ଅଲ ଆମେରାଟ,୨୩।୧: ଏଠାରେ ଚାଲିଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଶୁକ୍ରବାର ଓ୍ବାଲର୍‌ଡ ଜିଆଣ୍ଟସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଣ୍ଡିଆ ମହାରାଜ ପାଇଁ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ ନମନ ଓଝା। ମାତ୍ର ୬୯ ବଲରେ ସେ ୨୦୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍‌ ରେଟ୍‌ରେ…

ମାର୍ଚ୍ଚ ୨୭ରୁ ଆଇପିଏଲ୍‌-୧୫; ଭେନ୍ୟୁ ମଧ୍ୟରେ ଭାରତ ପଛକୁ ଦ୍ୱିତୀୟରେ ଦକ୍ଷିଣ ଆଫ୍ରିକା

ମୁମ୍ବାଇ,୨୩।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ସମ୍ଭବତଃ ୬୦ ଦିନ ଧରି ଚାଲିବାକୁ ଥିବା ଇଭେଣ୍ଟ ଭାରତ ନ ହେଲେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇପାରେ। ତେବେ ଏହା ଉପରେ…

ଶ୍ରୀବଲୀ ଗୀତରେ ଏମିତି ନାଚିଲେ ଜେ ଡେଭିଡ୍‌ ୱାର୍ନର: ନିଜକୁ ସମ୍ଭାଳି ପାରିଲେନି ଅଲ୍ଲୁ

ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ନର ସୋସିଆଲ ମିଡିଆରେ ସଦାସର୍ବଦା ଆକ୍ଟିଭ ରହିଥା’ନ୍ତି। ଖାସ୍‌ କରି ସେ ତାଙ୍କର ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ଏମିତି କି ଭାରତୀୟ ସିନେମା ପ୍ରତି ତାଙ୍କର ଟିକିଏ ଅଲଗା ଭଲପାଇବା ରହିଛି, ଯାହାକୁ ସେ…

ଆଇପିଏଲ୍‌ ନିଲାମରେ ୫ ଓଡ଼ିଆ

ଭୁବନେଶ୍ୱର, ୨୩ା୧ (ସ୍ପୋଟର୍‌ସ ବ୍ୟୁରୋ)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ତାଲିକାରେ ଓଡ଼ିଶାର ୫ କ୍ରିକେଟର ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି। ଏହି ଖେଳାଳିମାନେ ସୟଦ…

ଟେଷ୍ଟ ପରେ ହାତରୁ ଗଲା ଦିନିକିଆ, ୭ ଉଇକେଟରେ ଦ୍ୱିତୀୟ ମ୍ୟାଚ୍‌କୁ ଜିତିଲା ଦକ୍ଷିଣ ଆଫ୍ରିକା

ପାର୍ଲ, ୨୧।୧: ଟିମ୍‌ ଇଣ୍ଡିଆ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ଲଜ୍ଜାଜନକ ସାବ୍ୟସ୍ତ ହୋଇଛି। ଟେଷ୍ଟ ସିରିଜ୍‌ ପରେ ଏବେ ଦିନିକିଆ ସିରିଜ୍‌ ଭାରତ ହାତରୁ ଖସିଛି। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ପରାଜିତ ହେବା ପରେ ଦକ୍ଷିଣ ଆଫ୍ରିକା ସିରିଜ୍‌ରେ…

ଭାରତ ଟେଷ୍ଟ ଦଳର ଅଧିନାୟକ କିଏ ହେବା ଉଚିତ? ପିଟରସନ କହିଲେ…

ମସ୍କାଟ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ହାରିବା ପରେ କୋହଲି ଭାରତୀୟ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେଇ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ଏହାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ ଆଲୋଚନା ହେବାରେ ଲାଗିଛି। ଏହି କ୍ରମରେ ଇଂଲଣ୍ଡର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri