ବଲ୍ ଷ୍ଟମ୍ପରେ ବାଜିଲା, ହେଲେ ଆଉଟ୍ ହେଲେ ନାହିଁ ଓ୍ବାର୍ନର
ମୁମ୍ବାଇ,୧୨।୫: ଚଳିତ ଆଇପିଏଲ୍ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ର ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମ୍ୟାଚ୍ରେ ଡେଭିଡ୍ ଓ୍ବାର୍ନର ଉଲ୍ଲେଖନୀୟ ପ୍ରଦର୍ଶନ ସ୍ବରୂପ ୪୧ ବଲରେ ୫୨ ରନ୍ କରି…
ଖଣ୍ଡେ ରୁଟି ଖାଇ ଦିନ କାଟୁଥିଲେ, ଏବେ ବିଶ୍ୱର ଘାତକ ଅଲରାଉଣ୍ଡର
ୱେଷ୍ଟଇଣ୍ଡିଜର ଘାତକ ଅଲରାଉଣ୍ଡର କିରନ ପୋଲାର୍ଡ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଟି-୨୦ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ମାନଙ୍କ ମଧ୍ୟରୁ ପୋଲାର୍ଡ ଅନ୍ୟତମ। କ୍ରିକେଟର ଏହି ଫର୍ମାଟରେ ସେ ମୋଟ ୧୧,୫୭୧ ରନ କରିଛନ୍ତି। ଟି -୨୦ କ୍ରିକେଟରେ ଗୋଟିଏ ଶତକ…
ଥରେ ସ୍ତ୍ରୀଙ୍କ ପାଇଁ ଉପହାର ଆଣିବାକୁ ଯାଇଥିଲେ କୋହଲି, ଘଟିଥିଲା ଏମିତି
ମୁମ୍ବାଇ,୧୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ଆଇପିଏଲ୍ ୨୦୨୨ରେ ମଧ୍ୟରେ କୋହଲି ଆରସିବି ଇନ୍ସାଇଡର୍କୁ ଦେଇଥିବା ଏକ ସାକ୍ଷାତକାରରେ ନିଜ ଫର୍ମ ଏବଂ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି।…
ମିଚେଲ ମାର୍ସଙ୍କ ବିସ୍ଫୋରକ ବ୍ୟାଟିଂ: ୮ ଉଇକେଟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ ରୟାଲ୍ସର ୧୬୧ ରନ୍ର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୨ ଉଇକେଟ ହରାଇ ବିଜୟ ହାସଲ କରିଛି। ଦିଲ୍ଲୀ…
ଚେନ୍ନାଇକୁ ବଡ଼ ଝଟ୍କା
ମୁମ୍ବାଇ,୧୧।୫:ଆଇପିଏଲ୍ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ଼ ଝଟ୍କା ଲାଗିଛି। ଦଳର ପୂର୍ବତନ ଅଧିନାୟକ ରବିନ୍ଦ୍ର ଜାଡେଜା ଆହତ କାରଣରୁ ଚଳିତ ସିଜିନ୍ରୁ ବାଦ୍ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏନେଇ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ…
ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍ର ଟାର୍ଗେଟ୍
ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍ର ଟାର୍ଗେଟ୍ ଦେଇଛି। ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଲାଯାଉଥିବା ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୬…
ଅଧିନାୟକତ୍ୱ ପରେ ଏବେ ଦଳରୁ ବାହାର ହୋଇପାରନ୍ତି ଜାଡେଜା ! କିଛି ଏଭଳି…
ନୂଆଦିଲ୍ଲୀ,୧୧।୫: ପୁଣି ଚର୍ଚ୍ଚାରେ ଚେନ୍ନାଇ ସୁପର କିଙ୍ଗ୍ସ। ପ୍ଲେଅଫ୍ ଦୌଡ଼ରୁ ଏକପ୍ରକାର ବାହାର ହୋଇଥିବା ଚେନ୍ନାଇର ପୂର୍ବ ଅଧିନାୟକ ରବିନ୍ଦ୍ର ଜାଡେଜା ଚଳିତ ଆଇପିଏଲ୍ରୁ ବାହାର ହୋଇପାରନ୍ତି ବୋଲି କୁହାଯାଉଛି। ଏହାଛଡ଼ା ଜାଡେଜା ଏବଂ ଟିମ୍ ମଧ୍ୟରେ ନୂଆ ବିବାଦ ଉପୁଜିଥିବା…
ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ଭେଟୁଛି। ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ପ୍ଲେ ଅଫ ଦୌଡରେ ରହିବାକୁ ପଡ଼ିଆରେ ପ୍ରବେଶ…
ମୋ’ କ୍ୟାରିୟରରେ କେବେ ବି ଏଭଳି ଘଟି ନ ଥିଲା, ସେଥିପାଇଁ ହସିଥିଲି: କୋହଲି
ବେଙ୍ଗାଲୁରୁ,୧୧।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଆର୍ସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ସଂଘର୍ଷ କରୁଥିବା ଦେଖାଯାଇଛି। ଏଯାବତ ସେ ୧୨ ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ୨୧୬ ରନ ସଂଗ୍ରହ କରିଛନ୍ତି। ସେଥିରୁ ୩ ମ୍ୟାଚରେ ଗୋଲ୍ଡେନ ଡକ ବା…
ଆର୍ସିବିକୁ ଫେରିବେ ଡିଭିଲିୟର୍ସ
ବେଙ୍ଗାଲୁରୁ,୧୧।୫: ଆସନ୍ତାବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଫେରିବେ ଦକ୍ଷିଣ ଆଫ୍ରିକା କ୍ରିକେଟର ସୁପରଷ୍ଟାର ଏବି ଡିଭିଲିୟର୍ସ । ନୂତନ ଭୂମିକା ସହ ଆରସିବି କ୍ୟାମ୍ପକୁ ସେ ଫେରିପାରନ୍ତି ବୋଲି ବନ୍ଧୁ ବିରାଟ କୋହଲି ସଙ୍କେତ ଦେଇଛନ୍ତି। ଆର୍ସିବି ପକ୍ଷରୁ ଶେୟାର କରାଯାଇଥିବା…
ବ୍ୟାଟିଂ କି ବୋଲିଂ ନୁହେଁ, ଏହି କାମରେ ଟ୍ୟାଲେଣ୍ଟ୍ ଦେଖାଇଲେ ସଚିନ ତେନ୍ଦୁଲକରଙ୍କ ପୁଅ
ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ଥିବା ଅର୍ଜୁନ ତେନ୍ଦୁଲକର ଏପର୍ଯ୍ୟନ୍ତ ତାଙ୍କ ଆଇପିଏଲ ଡେବ୍ୟୁକୁ ଅପେକ୍ଷା କରିଛନ୍ତି। ଚଳିତ ବର୍ଷ ଅର୍ଜୁନଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଚଳିତ ସିଜିନରେ…
ମାତ୍ର ୨୩ ବର୍ଷ ବୟସରେ ଟି-୨୦ରେ କ୍ରିକେଟ୍ରେ ବଡ଼ ରେକର୍ଡ ହାସଲ କଲେ ଏହି କ୍ରିକେଟର୍
ମୁମ୍ବାଇ,୧୧।୫: ଗୁଜରାଟ ଟାଇଟାନ୍ସ (ଜିଟି) ଲେଗ-ସ୍ପିନର ରସିଦ ଖାନ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲଏସଜି) ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାରେ ରସିଦ ବିଶ୍ୱର ତୃତୀୟ ବୋଲର ହୋଇଛନ୍ତି।…

