ମାତ୍ର ୪୦ ଟଙ୍କାରେ ଆଣ୍ଠୁଗଣ୍ଠି ଚିକିତ୍ସା କରୁଛନ୍ତି ଧୋନୀ
ରାଞ୍ଚି,୧।୭:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ସେବେଠାରୁ ସେ କେବଳ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି। ଧୋନୀ ତାଙ୍କ ଖାଲି ସମୟରେ ନିଜ ସହର ରାଞ୍ଚିରେ ରୁହନ୍ତି। ଏବେ ଧୋନୀ…
ଆଜିଠାରୁ ବର୍ମିଂହାମ୍ ଟେଷ୍ଟ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଲଣ୍ଡନ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପୁନଃନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହେଉଛି। ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଚାରିଟି ମ୍ୟାଚ ଗତ ବର୍ଷ ଖେଳାଯାଇଥିଲା, କିନ୍ତୁ କରୋନା କାରଣରୁ ଶେଷ ମ୍ୟାଚ ଖେଳାଯାଇ ପାରି ନ ଥିଲା,…
ହେଲମେଟରେ କ୍ୟାମେରା ଲଗାଇବେ ଇଂଲଣ୍ଡ ଖେଳାଳି
ବର୍ମିଂହାମ,୩୦।୬: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏବଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଶର୍ଟ ଲେଗ୍ ଫିଲ୍ଡରଙ୍କ ହେଲମେଟରେ କ୍ୟାମେରା ଲଗାଇବାକୁ ଅନୁମତି ଦେଇଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ମ ଟେଷ୍ଟର ଏହା କାର୍ଯ୍ୟକାରୀ…
ଇଂଲଣ୍ଡ ଟି୨୦, ଦିନିକିଆ ଦଳର ଅଧିନାୟକ ବଟଲର
ଲଣ୍ଡନ,୩୦।୬: ଉଇକେଟକିପର ତଥା ବିସ୍ଫୋରକ ଓପନର ଜୋଶ ବଟଲରଙ୍କୁ ଇଂଲଣ୍ଡ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏ ନେଇ ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଇଂଲଣ୍ଡର ପୂର୍ବତନ ସୀମିତ…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚୟନ ଟେଷ୍ଟ ଟିମ୍ରେ ହେବା କଥା: ହରଭଜନ
ନୂଆଦିଲ୍ଲୀ,୩୦।୬: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଇଂଲଣ୍ଡ ବିପକ୍ଷରେ ନିର୍ଦ୍ଧାରିତ ଟିମ୍ ଇଣ୍ଡିଆ ସ୍କ୍ବାର୍ଡରେ ଚୟନ କରାଯିବା କଥା। ଶାର୍ଦ୍ଦୁଳ ଠାକୁର ଭଲ ଖେଳୁଛନ୍ତି, ହେଲେ ପାଣ୍ଡ୍ୟାଙ୍କ ଉପସ୍ଥିତି ଦଳକୁ ମଜଭୂତ କରିଥାନ୍ତା। କିଛି ମାସରୁ ସେ ଭଲ ଫର୍ମରେ ଅଛନ୍ତି ବୋଲି…
କୋହଲିଙ୍କଠାରୁ ଏହି ଆଶା ରଖିଛନ୍ତି ଦ୍ରାବିଡ
ଲଣ୍ଡନ,୩୦।୬: ଜୁଲାଇ ୧ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଏହି ମ୍ୟାଚ୍ରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ…
ଟି-୨୦ ବିଶ୍ୱକପ୍ ଟିମ୍ରେ ରହି ନ ପାରନ୍ତି ଏହି ମହାନ ଖେଳାଳି!
ନୂଆଦିଲ୍ଲୀ,୩୦।୬: ଚଳିତ ବର୍ଷ ଟି-୨୦ ବିଶ୍ୱକପ୍କୁ ନେଇ ବିସିସିଆଇ ଚୟନ କମିଟି ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି। ହେଲେ ଚୂଡାନ୍ତ ଟିମ୍ରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସାମିଲ କରାଯାଇ ନ ପାରେ। ଶାମି ଫିଟ୍ ହେଉ ନ…
୩୫ ବର୍ଷର ରେକର୍ଡ ଭାଙ୍ଗିବେ ବୁମ୍ରା
ଲଣ୍ଡନ,୩୦।୬: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ ଜୁଲାଇ ୧ରୁ ଖେଳାଯିବ। କିନ୍ତୁ କରୋନା ସଂକ୍ରମିତ ହେବା ପରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା…
ରାହୁଲଙ୍କ ଅସ୍ତ୍ରୋପଚାର ସଫଳ
ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଏବେ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ଅଛନ୍ତି। ତାଙ୍କୁ ସହ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀ ମଧ୍ୟ ଅଛନ୍ତି। ନିକଟରେ ରାହୁଲ ଇନ୍ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ନିଜ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ…
ରୋହିତ ଶର୍ମାଙ୍କୁ ନେଇ ବଡ଼ ଖୁଲାସା କଲେ ଦ୍ରାବିଡ
ଲଣ୍ଡନ,୩୦।୬: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରୁ ବାଦ ପଡି ନାହାଁନ୍ତି। ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଏହା ନିଶ୍ଚିତ କରିଛନ୍ତି। ଏହାପୂର୍ବରୁ ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ, ଏଜବାଷ୍ଟନରେ…
ଇଂଲଣ୍ଡ ବିପକ୍ଷ ଟେଷ୍ଟ ଖେଳିବେ ନାହିଁ ରୋହିତ: ବୁମ୍ରା ଅଧିନାୟକ!
ଲଣ୍ଡନ,୨୯।୬: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟ୍କା ଲାଗିଛି। କରୋନା ଆକ୍ରାନ୍ତ ଥିବା ରୋହିତ ଶର୍ମା ପଞ୍ଚମ ଟେଷ୍ଟରେ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରାଙ୍କୁ ଅଧିନାୟକତ୍ୱ ଦିଆଯାଇଛି। କରୋନା…
ଧୋନୀଙ୍କ ରାସ୍ତାରେ ହାର୍ଦ୍ଦିକ, ଟ୍ରଫି ଜିତିବା ପରେ କଲେ ଏଭଳି…
ଡବଲିନ,୨୯।୬: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ରାସ୍ତାରେ ଚାଲିଲେ ହାର୍ଦ୍ଦକ ପାଣ୍ଡ୍ୟା। ଆୟର୍ଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ୨-୦ରେ ସିରିଜ ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତର ଏହି ବିଜୟ ବେଶ ରୋମାଞ୍ଚକର ରହିଥିଲା। ସିରିଜ ଜିତିବା ପରେ ଯେତେବେଳେ…

