Posted inଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୯: ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ବିଶ୍ୱକପରୁ ବାଦ୍‌ ପଡିଛନ୍ତି। ବୁମରାଙ୍କ ପିଠିରେ ଆଘାତ ଅତ୍ୟନ୍ତ ଗୁରୁତର ଏବଂ ସେ ଆସନ୍ତା ୪ ରୁ ୪ ମାସ ପର୍ଯ୍ୟନ୍ତ କ୍ରିକେଟ ପଡ଼ିଆରୁ ଦୂରରେ ରହିପାରନ୍ତି। ତେବେ ବୁମ୍‌ରାଙ୍କ ସ୍ଥାନରେ କିଏ ଚୟନ ହେବ ବିସିସିଆଇ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ।
ବୁମ୍‌ରା ଇଂଲଣ୍ଡ ଗସ୍ତ ପରେ ଆହତ ହୋଇଥିଲେ। ଏହି କାରଣରୁ ସେ ଏସିଆ କପର ଅଂଶ ମଧ୍ୟ ହୋଇପାରି ନ ଥିଲେ। ପରେ ସେ ଜାତୀୟ କ୍ରିକେଟ ଏକାଡେମୀରେ ନିଜ ଫିଟନେସ ପରୀକ୍ଷା ଦେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ବୁମ୍‌ରା ଭାରତୀୟ ଦଳକୁ ଫେରିଥିଲେ। ମାତ୍ର ସିରିଜର ଦୁଇଟି ମ୍ୟାଚ ଖେଳିବା ପରେ ବୁମ୍‌ରା ପୁଣି ଆହତ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାଚ୍‌ ନ ଧରି ବ୍ୟାଟ୍ସମ୍ୟାନଙ୍କୁ ମାଡ଼ି ବସିଲେ ଉଇକେଟକିପର

ଦୁବାଇ,୯।୩- ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ରେ ରବିବାର କରାଚୀ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌କୁ କ୍ୱାଲଣ୍ଡର୍ସ ଲାହୋର ୮ ଉଇକେଟରେ ଜିତି ନେଇଛି। ମ୍ୟାଚ୍‌ରେ କରାଚୀ...

‘ଉତ୍ସାହ ବଢ଼ାଇଛି ଜାତୀୟସ୍ତରର ଟୁର୍ନାମେଣ୍ଟ’

ତାଳଚେର/ଅନୁଗୋଳ ଅଫିସ, ୯।୧୧: ଢେଙ୍କାନାଳ ଷ୍ଟାଡିୟମରେ ଗତ ୩ ତାରିଖରେ ଉଦ୍‌ଘାଟିତ ହୋଇଥିବା ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।...

ପ୍ରଶଂସକଙ୍କୁ ନିଜ ଫୋନ ନମ୍ବର ଦେଲେ ବୀରେନ୍ଦ୍ର ସେହ୍ବାଗ: ଆଉ ତା’ପରେ

ନୂଆଦିଲ୍ଲୀ,୪।୮: ଟିମ ଇଣ୍ଡିଆର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ମଙ୍ଗଳବାର ଏଭଳି ଏକ ଟୁଇଟ୍‌ କରିଛନ୍ତି ଯାହା ପରେ ସମସ୍ତ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହ୍ବାଗ...

ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ପୂରଣ କରିବେ ନିଜର ଏହି ‘ସ୍ବତନ୍ତ୍ର ଶତକ’

ନୂଆଦିଲ୍ଲୀ,୨୭।୧: ଭାରତ-ଇଂଲଣ୍ଡ ମଧ୍ୟରେ ଫେବୃୟାରୀ ୫ରୁ ଆରମ୍ଭ ହେବ ଟେଷ୍ଟ ସିରିଜ। ଚେନ୍ନାଇରେ ଏହାର ପ୍ରଥମ ମୁକାବିଲା ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ସିିରିଜ୍‌ରେ ଦମ୍‌ଦାର ବିଜୟ...

ସମ୍ମାନିତ ହେଲେ ୧୦୦ ତମ ଟେଷ୍ଟ ଖେଳୁଥିବା ପୂଜାରା

ନୂଆଦିଲ୍ଲୀ,୧୭।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦିଲ୍ଲୀ ଟେଷ୍ଟ ଟିମ୍‌ ଇଣ୍ଡିଆର ବରିଷ୍ଠ କ୍ରିକେଟର ଚେତେଶ୍ୱର ପୂଜାରାଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ଏହା ତାଙ୍କ ଟେଷ୍ଟ...

ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବା ମାତ୍ରେ ନିଆରା ରେକର୍ଡ ସୃଷ୍ଟି କଲେ ଧାଓ୍ବନ୍‌

କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ...

ବିରୋଧୀ ଖେଳାଳିଙ୍କ ପିଠି ଥାପୁଡାଇଲେ ଦ୍ରାଭିଡ

ବେଙ୍ଗାଲୁରୁ,୧୪।୩: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କାର ଦ୍ରୁତ ବୋଲର ସୁରଙ୍ଗା ଲାକମାଲଙ୍କୁ ତାଙ୍କର...

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ଦଳର ସଙ୍ଗୀତ ଉନ୍ମୋଚନ କଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଳୀ,୧୫।୭- ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଦଳର ଅଫିସିଆଲ ସଙ୍ଗୀତ ବା ଥିମ ସଙ୍ଗ୍‌ ଉନ୍ମୋଚନ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର...

Advertisement
Archives

Model This Week