Posted inଖେଳ

ଗରବା ନାଚିଲେ ନୀରଜ

ବରୋଦା,୨୯।୯: ଅଲିମ୍ପିକ ଗେମ୍ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ଗୁଜରାଟରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ବରୋଦାଠାରେ ଆୟୋଜିତ ଏକ କାର୍ଯ୍ୟରେ ନୀରଜ ଗରବା ନୃତ୍ୟ କରିଥିଲେ। ଏହି ଅବସରରେ ଭାଷ୍ୟକାର ଚାରୁ ଶର୍ମା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ନୀରଜଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ନବରାତ୍ରୀ ଅବସରରେ ଗୁଜରାଟର ଗରବା ସମଗ୍ର ବିଶ୍ୱରେ ପ୍ରସିଦ୍ଧ।
ଟୋକିଓ ଅଲିମ୍ପିକ୍ସ, ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ ଏବଂ ଡାଇମଣ୍ଡ ଲିଗରେ ଐତିହାସିକ ସଫଳତା ହାସଲ କରିଥିବା ନୀରଜ ଚୋପ୍ରା ୩୬ ତମ ଜାତୀୟ ଖେଳ ଉଦ୍‌ଘାଟନ ଅବସରରେ ବରୋଦାରେ ପହଞ୍ଚିଥିଲେ। ନୀରଜ ଜାତୀୟ ଖେଳର ଏକ ଅଂଶ ନୁହଁନ୍ତି। ଡାଏମଣ୍ଡ ଲିଗ ଫାଇନାଲ ଜିତିବା ପରେ ସେ ଏହି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ସିନିୟର ଏକଦିବସୀୟ ମହିଳା କ୍ରିକେଟ: ସୁଶ୍ରୀ, ମଧୁସ୍ମିତା ଓଡ଼ିଶାକୁ ବିଜୟୀ କଲେ

ଭୁବନେଶ୍ୱର,୧୭।୩(ସ୍ପୋଟର୍‌ସ ବ୍ୟୁରୋ): ସୁଶ୍ରୀ ଦିବ୍ୟଦର୍ଶନୀ ପ୍ରଧାନଙ୍କ ଚମତ୍କାର ବ୍ୟାଟିଂ ଏବଂ ଅଧିନାୟିକା ମଧୁସ୍ମିତା ବେହେରାଙ୍କ ୫ ଉଇକେଟ ସଫଳତା ବଳରେ ଓଡ଼ିଶା ସୁରଟ୍‌ର ସି.କେ. ପିଥାଓ୍ବାଲା...

‘ଯଦି ଓ୍ବିଲିୟମସନ ଭାରତୀୟ ହୋଇଥାନ୍ତେ, ତେବେ ଏହି କ୍ରିକେଟରଙ୍କ ଉପଯୁକ୍ତ ବିକଳ୍ପ ହୋଇଥାନ୍ତେ’

ନୂଆଦିଲ୍ଲୀ,୨୭।୫: ଇଂଲଣ୍ଡର ପୂର୍ବ ବାମହାତୀ ସ୍ପିନର ମୋନ୍ଟି ପନେସର କେନ୍‌ ଓ୍ବିଲିୟମସନଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଯଦି କେନ୍‌ ଭାରତୀୟ ହୋଇଥାନ୍ତେ ତେବେ ସେ...

ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆହତ ହେଲେ ଏହି ଷ୍ଟାର ଅଲରାଉଣ୍ଡର, ବିଶ୍ୱକପ୍‌ ଖେଳିବା ନେଇ…

ନୂଆଦିଲ୍ଲୀ,୧୯।୧୦: ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆହତ ହୋଇଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌। ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଛି। ଆସନ୍ତା ୨୪...

ସଚିନ-ସେହ୍ବାଗ, ଡ୍ରାଭିଡ୍‌ଙ୍କ ଲାଗି ସୁଯୋଗ ପାଇ ନ ଥିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୯।୭- ସୁବ୍ରମଣିୟମ ବଦ୍ରିନାଥ। ଭାରତୀୟ ଘରୋଇ କ୍ରିକେଟ୍‌ରେ ଏକ ବେଶ୍‌ ପରିଚିତ ନାମ। ଜଣେ ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ ନିଜର ଏକ ସ୍ବତନ୍ତ୍ର...

ଇଂଲଣ୍ଡ ଦଳକୁ ଫେରିବା ନେଇ ରୟ ଆଶାବାଦୀ

ଲିଡ୍ସ, ୨୧।୬ (ଏଏଫ୍‌ପି)-ଆଘାତପ୍ରାପ୍ତ ଖେଳାଳି ଜାସନ ରୟ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳକୁ ଇଂଲଣ୍ଡ କ୍ରିକେଟ ଦଳକୁ ଫେରିବା ନେଇ ଆଶାବାଦୀ ଅଛନ୍ତି। ଚଳିତ ଆଇସିସି...

ଏମ୍‌ଏସ୍‌ ଧୋନୀ କ୍ରିକେଟ ଏକାଡେମୀ: ନିମପୁରରେ ଆରମ୍ଭ ହେଲା କୋଚିଂ କ୍ଲିନିକ୍‌

କଟକ ଅଫିସ,୨୬ା୫- ଏମ୍‌ଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ନିମପୁର କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଠାରୁ ଆରମ୍ଭ ହୋଇଛି କ୍ରିକେଟ କୋଚିଂ କ୍ଲିନିକ ।...

କୋଭିଡ-୧୯: ୧୦ ହଜାର ଲୋକଙ୍କୁ ଖୁଆଇଲେ ଗାଙ୍ଗୁଲି

କୋଲକାତା,୪/୪: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୈାରଭ ଗାଙ୍ଗୁଲି କୋଭିଡ-୧୯ ଦ୍ଵାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଖୁଆଇବା ର ବ୍ୟବସ୍ଥା କରିଛନ୍ତି। ଇସ୍କନ...

୧୮୬ ରନ୍‌ କଲେ ସିରିଜ୍‌ ଜିତିବ ଇଂଲଣ୍ଡ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ଆଗରେ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଭାରତୀୟ...

Advertisement
Archives

Model This Week