ଆଇପିଏଲ୍ ଖେଳିବାକୁ ଶୁଭ୍ରାଂଶୁଙ୍କୁ ସୁଯୋଗ
ଭୁବନେଶ୍ୱର,୧୮।୧୨(ସ୍ପୋଟର୍ସ ବ୍ୟୁରୋ): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବାକୁ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ୨୪ ବର୍ଷୀୟ ଶୁଭ୍ରାଂଶୁଙ୍କୁ ଶନିବାର ଡକାଯାଇଛି।...
ଏହି ଖେଳାଳି ମାରିଲେ ବାଜି, ଜାଣନ୍ତୁ…
ନୂଆଦିଲ୍ଲୀ,୧୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଓପନର୍ କେ.ଏଲ୍. ରାହୁଲ ଭାରତୀୟ ଦଳର ଉପ-ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ବିସିସିଆଇ ପକ୍ଷରୁୁ ଏହା ଶନିବାର ସ୍ପଷ୍ଟ କରାଯାଇଛି। ଏହି ସିରିଜ ପାଇଁ...
ରାହୁଲ ହେଲେ ଭାରତୀୟ ଦଳର ଉପଅଧିନାୟକ
ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଓପନର ଲୋକେଶ ରାହୁଲ ଭ୍ରମଣକାରୀ ଭାରତୀୟ ଦଳର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା...
କୋହଲିଙ୍କୁ ନେଇ ଗାଭାସ୍କରଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୧୮।୧୧: ଦକ୍ଷିଣ ଆଫ୍ରିକା ଗସ୍ତରେ ୩ ଟେଷ୍ଟ ଏବଂ ସମାନ ସଂଖ୍ୟକ ଦିନିକିଆ ଖେଳିବ ଭାରତ। ଏହି ଗସ୍ତରେ ଟେଷ୍ଟ ଦଳର ନେତୃତ୍ୱ ନେବେ ବିରାଟ କୋହଲି। ଏଥିସହ ଟି-୨୦ ଫର୍ମାଟର ପରିଚାଳନା କରିବେ ରୋହିତ ଶର୍ମା। ଏହି ଗସ୍ତ...
ଟୁଇଟ୍ କରି ଜାଡେଜା କହିଦେଲେ ଏଭଳି କଥା, କୋହଲିଙ୍କୁ ନେଇ ବିବାଦ ମଧ୍ୟରେ…
ନୂଆଦିଲ୍ଲୀ,୧୮।୧୧: ଆଜିକାଲି ଭାରତୀୟ କ୍ରିକେଟ ଅନେକ କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ସବୁ ଆଲୋଚନାର କେନ୍ଦ୍ରରେ ରହିଛନ୍ତି ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ ରୋହିତ ଶର୍ମା। ପ୍ରଥମେ ବିସିସିଆଇ କୋହଲିଙ୍କ ହାତରୁ ଦିନିକିଆ ଅଧିନାୟକତ୍ୱ ଛଡ଼ାଇ ନେଇ...
ସାକ୍ଷୀ ପୁଣି ଗର୍ଭବତୀ ଖବର ପରେ, ଏମ୍ଏସ୍ଙ୍କ ଫ୍ୟାମିଲି ଫଟୋ ଭାଇରାଲ…
ନୂଆଦିଲ୍ଲୀ, ୧୮।୧୨: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (ଏମ୍ଏସ୍ ଧୋନୀ)ଙ୍କ ସ୍ତ୍ରୀ ସାକ୍ଷୀ ପୁଣି ଗର୍ଭବତୀ ହୋଇଥିବା ଖବର ପ୍ରଚାରିତ ହେଉଥିବାବେଳେ ଏବେ ତାଙ୍କର ଫ୍ୟାମିଲି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଚେନ୍ନାଇ...
ଭାବୁକ ହେଲେ ସଚିନ, କହିଲେ ଏଭଳି ଲୋକଙ୍କ ପାଇଁ ଦୁନିଆ…
ନୂଆଦିଲ୍ଲୀ,୧୮।୧୧: ଭାବୁକ ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ଦୁର୍ଘଟଣାରେ ଗୁରୁତର ହୋଇଥିବା ଘନିଷ୍ଠ ବନ୍ଧୁଙ୍କ ଜୀବନ ରକ୍ଷା କରିଥିବାରୁ ସେ ଜଣେ ଟ୍ରାଫିକ ପୋଲିସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ମାନବିକ ଦିଗକୁ ଆଗରେ ରଖି ଡ୍ୟୁଟି ବାହାରେ ଯାଇ...
ସର୍ବସାଧାରଣରେ ରେସଲରଙ୍କୁ ଚାପୁଡ଼ା ମାରିଲେ ଫେଡେରେଶନ ମୁଖ୍ୟ
ରାଞ୍ଚି,୧୭।୧୨: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରିଜଭୂଷଣ ଶରନ ସିଂ ସର୍ବସାଧାରଣରେ ଜଣେ ରେସଲରଙ୍କୁ ଚାପୁଡ଼ା ମାରିଛନ୍ତି। ସ୍ଥାନୀୟ ଶହୀଦ ଗନପତ ରାଇ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୧୫ ବର୍ଷରୁ କମ୍ ଜାତୀୟ ରେସଲିଂ ଚାମ୍ପିୟନଶିପ୍ ବେଳେ ଘଟିଛି...
ଟୁଇଟରରେ ଟ୍ରେଣ୍ଡ କରୁଛି #ଓ୍ବାଲର୍ଡଷ୍ଟାଣ୍ଡ୍ସଓ୍ବିଥ୍କୋହଲି
ନୂଆଦିଲ୍ଲୀ,୧୭।୧୨: ଦିନିକିଆ ଦଳର ନେତୃତ୍ୱ ପରିବର୍ତ୍ତନ ପରେ ଟେଷ୍ଟ ଅଧିନାୟକ ବିରାଟ କୋହଲି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଛି। କୋହଲି ଟି୨୦ ଦଳର ଅଧିନାୟକ ପଦ ଛାଡ଼ି ଥିବାରୁ ଦିନିକିଆ ଦଳର...
ପୁଣି ଥରେ ବାଂଲାଦେଶ ଦଳକୁ କ୍ୱାରେଣ୍ଟିନ ପଠାଗଲା
ଅକ୍ଲାଣ୍ଡ,୧୭।୧୨: ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ବାଂଲାଦେଶ ଦଳକୁ ପୁଣି ଥରେ କ୍ୱାରେଣ୍ଟିନରେ ରଖାଯାଇଛି। ବାଂଲାଦେଶ ଦଳର ସ୍ପିନ ବୋଲିଂ କୋଚ୍ ରଙ୍ଗନା ହେରାଥଙ୍କ କୋଭିଡ୍-୧୯ ରିପୋର୍ଟ ପଜିଟିଭ ଆସିବା ପରେ ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ...
ଶ୍ରୀକାନ୍ତ ଆଣିଲେ ପ୍ରଥମ ପଦକ
ମାଡ୍ରିଡ୍,୧୭।୧୨: ପ୍ରଥମ ଭାରତୀୟ ଭାବେ କିଡାମ୍ବି ଶ୍ରୀକାନ୍ତ ଚଳିତ ବର୍ଷ (୨୦୨୧) ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନଶିପ୍ରେ ପଦକ ନିଶ୍ଚିତ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ମାର୍କ କାଲଜୋଙ୍କୁ ହରାଇ ଏହି ସଫଳତା ପାଇଛନ୍ତି ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ...
ପାକିସ୍ତାନ ଉପରେ ଭାରତର ବଡ଼ ବିଜୟ
ନୂଆଦିଲ୍ଲୀ,୧୭।୧୨: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ୩-୧ ଗୋଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ ଚଳିତ ଇଭେଣ୍ଟରେ ଅପରାଜେୟ ଧାରା ଜାରି ରଖିଛି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକଧାରୀ ଟିମ୍...
Archives


