କ୍ରିକେଟ୍ ଇତିହାସରେ ଆଜି ସ୍ମରଣୀୟ ଦିନ: ଘଟିଥିଲା ଏମିତି
କିଛି ଲୋକ ବିଶ୍ୱାସ କରନ୍ତି ଯେ କ୍ରିକେଟର ପ୍ରକୃତ ମଜା ଟେଷ୍ଟ କ୍ରିକେଟରେ ଅଛି, କିନ୍ତୁ ଦିନିକିଆ କ୍ରିକେଟରେ ମଧ୍ୟ ଆହୁରି ମଜା ଅଛି। ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଜାନୁୟାରୀ ୫ର ଏକ ବିଶେଷ ସ୍ଥାନ ରହିଛି। କ୍ରିକେଟରେ ଦିନିକିଆ...
ଆଉଟ୍ ହେବା ପରେ ଯୁକ୍ତିତର୍କ କଲେ ରାହୁଲ
ଜୋହାନ୍ସବର୍ଗ,୫।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗ ଟେଷ୍ଟର ଦ୍ୱିତୀୟ ଦିନରେ ଦୁଇ ଅଧିନାୟକ କେ.ଏଲ ରାହୁଲ ଏବଂ ଡିନ ଏଲଗାରଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ ହୋଇଥିଲା। ଦ୍ୱିତୀୟ ଇନିଂସରେ ମାର୍କୋ ଜେନ୍ସେନଙ୍କ ଦ୍ୱାରା ଆଉଟ୍ ହେବା ପରେ କେ.ଏଲ...
ରାହାନେ-ପୂଜାରାଙ୍କ ହାତରେ ଟିମ୍ ଇଣ୍ଡିଆର ଭାଗ୍ୟ
ଜୋହାନ୍ସବର୍ଗ,୪।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଭାରତୀୟ ଦଳର ଭାଗ୍ୟ ଏବେ ଫର୍ମରେ ନ ଥିବା ଦୁଇ ବ୍ୟାଟର ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରାଙ୍କ ଉପରେ ନିର୍ଭର କରୁଛି। ମ୍ୟାଚ୍ରେ ଆହୁରି ୩ ଦିନ...
ହନୁମା ରହିବେ, ରାହାନେ ନ ହେଲେ ପୂଜାରା ବାହାରିବେ
ନୂଆଦିଲ୍ଲୀ,୪।୧: ପିଠି ଯନ୍ତ୍ରଣା ହେତୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସିରିଜ୍ର ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ଏଭଳି ସ୍ଥିତିରେ ସିରିଜର ତୃତୀୟ ଟେଷ୍ଟରେ କୋହଲି ପ୍ରତ୍ୟାବର୍ତ୍ତନ କଲେ...
ସାଥି ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ
ଜୋହାନ୍ସବର୍ଗ,୪।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ୬୧ ରନ୍ ବ୍ୟୟ କରି ୭ ଉଇକେଟ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ବୋଲରଙ୍କ ପାଇଁ ଏହା...
ଦ୍ୱିତୀୟ ଦିନରେ ଠାକୁରଙ୍କ ରାଜୁତି
ଜୋହାନ୍ସବର୍ଗ,୪।୧: ସ୍ଥାନୀ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ସମ୍ପୂର୍ଣ୍ଣ ରୂପେ ଶାର୍ଦ୍ଦୁଳ ଠାକୁରଙ୍କ ନାମରେ ରହିଛି। ମଙ୍ଗଳବାର ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ମ୍ୟାଚ୍ରେ ଛାୟୀ ହୋଇ ରହିଥିଲେ। ତାଙ୍କ କ୍ୟାରିୟରର...
ଠାକୁର ଏକା ଯଥେଷ୍ଟ
ଜୋହାନ୍ସବର୍ଗ,୪।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର୨ୟ ଦିନରେ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ପାଇଁ ଏକା ଯଥେଷ୍ଟ ସାବ୍ୟସ୍ତ ହୋଇଛନ୍ତି ଶାର୍ଦ୍ଦୁଳ ଠୁକର। ମଙ୍ଗଳବାର ଭାରତୀୟ ଦଳର ଅନ୍ୟ ସମସ୍ତ ବୋଲରଙ୍କ ହାତ ଖାଲି ରହିଥିବା ବେଳେ...
ପୁଣି ଏକାଠି ଖେଳିବେ ବୀରୁ, ଭଜି, ଯୁବି
ନୂଆଦିଲ୍ଲୀ,୪।୧: ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ(ବୀରୁ), ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଓ ସ୍ପିନର ହରଭଜନ ସିଂ (ଭଜି) ପୁଣି ଥରେ ଏକାଠି କ୍ରିକେଟ ପଡ଼ିଆରେ ଖେଳିବେ। ଆସନ୍ତା ୨୦ ତାରିଖରୁ ଓମାନଠାରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡସ...
୧୦୦ ବର୍ଷ ମଧ୍ୟରେ ଦ୍ୱିତୀୟ କ୍ରିକେଟର୍ ଭାବେ ଏମିତି ରେକର୍ଡ କଲେ ପୂଜାରା
ଜୋହାନ୍ସବର୍ଗ,୪।୧:ଭାରତୀୟ କ୍ରିକେଟର୍ ଚେତେଶ୍ୱର ପୂଜାରାଙ୍କ କ୍ୟାରିୟର୍ ଏବେ ବିପଦଳରେ ରହିଛି। ଲଗାତାର ସେ ବ୍ୟାଟିଂ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଦଳରୁ ହଟାଇବାକୁ ଦାବି କରୁଛନ୍ତି। ପୂଜାରା ଦୀର୍ଘ ଦିନ ହେବ ଏକ ଶତକ ସ୍କୋର...
ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ
ଜୋହାନ୍ସବର୍ଗ,୪।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଟିମ ଇଣ୍ଡିଆ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରୁଛି। ଏହି ସିରିଜର ପ୍ରଥମ ମ୍ୟାଚ ଜିତିବା ପରେ ଭାରତ ଏବେ ୧-୦ରେ ଆଗୁଆ ରହିଛି। କିନ୍ତୁ ଟିମ ଇଣ୍ଡିଆର...
ବୁମ୍ରାଙ୍କ ଛକା ଦେଖି ସ୍ତ୍ରୀ ହେଲେ ଆଶ୍ଚର୍ଯ୍ୟ: ଦେଲେ ଏମିତି ପ୍ରତିକ୍ରିୟା
ଜୋହାନ୍ସବଗ,୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୨୦୨ ରନର ଅଲଆଉଟ୍ ହୋଇଛି। କିନ୍ତୁ ଭାରତୀୟ ବୋଲର୍ ଜସପ୍ରୀତ ବୁମ୍ରା ସମସ୍ତଙ୍କୁ ବଲରେ ନୁହେଁ ବରଂ...
କ୍ରୀଡ଼ା ମନ୍ତ୍ରୀ ଖେଳିବେ ରଣଜୀ ଟ୍ରଫି
କୋଲକତା,୪।୧:ଚଳିତ ବର୍ଷର ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ନିଜର ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମନୋଜ ତିୱାରୀଙ୍କ ନାମ ମଧ୍ୟ ୨୧ ସଦସ୍ୟ ବିଶିଷ୍ଟ ଦଳରେ ସାମିଲ ଅଛି। ମନୋଜ ଏବେ ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ଅଟନ୍ତି। ଗତ...
Archives


