ଖେଳ

ଅଷ୍ଟ୍ରେଲିଆ ବିଜୟୀ…

ମୋହାଲି, ୨୦।୯ : ଭାରତକୁ ଅଷ୍ଟ୍ରେଲିଆ ଦଳର ଗସ୍ତକ୍ରମରେ ପଞ୍ଜାବ ମୋହାଲିରେ ପ୍ରଥମ ଟି-୨୦ ଅର୍ନ୍ତଜାତୀୟ ମ୍ୟାଚରେ ମଙ୍ଗଳବାର ଅଷ୍ଟ୍ରେଲିଆ ଦଳ ଟିମ୍‌ ଇଣ୍ଡିଆକୁ ପରାଜିତ କରିଛି। ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮ ରନ…

ବଡ଼ ଇନିଂସ ନ ହେଲେ ବି ଗୋଟିଏ ଛକା ମାରି ରେକର୍ଡ କଲେ ଭାରତୀୟ ଅଧିନାୟକ

ମୋହାଲି,୨୦।୯: ଅଷ୍ଟ୍ରେଲିଆ ବିପକ୍ଷରେ ମଙ୍ଗଳବାର ପ୍ରଥମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଛି ଭାରତ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବଡ଼ ଇନିଂସ ଖେଳିପାରି ନ ଥିଲେ ହେଁ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ରୋହିତ ଏକ…

କ୍ୟାରିୟରର ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ହାସଲ କଲେ ସ୍ମୃତି ମନ୍ଧାନା

ଦୁବାଇ, ୨୦ା୯: ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଆଇସିସି ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ ତାଲିକାରେ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ର଼୍ୟାଙ୍କିଙ୍ଗରେ ମଧ୍ୟ ସେ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅନ୍ୟ ଭାରତୀୟ ଖେଳାଳିଙ୍କ…

ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୨୦୯ ରନ…

ମୋହାଲି, ୨୦।୯ : ଭାରତକୁ ଅଷ୍ଟ୍ରେଲିଆ ଦଳର ଗସ୍ତକ୍ରମରେ ପଞ୍ଜାବ ମୋହାଲିରେ ପ୍ରଥମ ଟି-୨୦ ଅର୍ନ୍ତଜାତୀୟ ମ୍ୟାଚରେ ମଙ୍ଗଳବାର ଅଷ୍ଟ୍ରେଲିଆ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପଡ଼ିଆକୁ ଓହ୍ଲାଇଥିଲା। ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ…

ଟି-୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ; ରେକର୍ଡ ସପ୍ତମ ଥର ଲାଗି ଖେଳିବେ…

ନୂଆଦିଲ୍ଲୀ,୨୦।୯: ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲ୍ୟାଣ୍ଡ। କେନ ୱିଲିୟମସନଙ୍କ ନେତୃତ୍ୱାଧିନ ଏହି ଟିମ୍‌ରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ତିଲ ଥିବା ଦେଖାଯାଇଛି। ସେ ରେକର୍ଡ ସପ୍ତମ ଥର ପାଇଁ ଟୁର୍ନାମେଣ୍ଟରେ ଖେଳିବାକୁ ଯାଉଛନ୍ତି।…

ନିଜ ଦେଶର ଲିଗ୍‌ରେ ବିଶ୍ୱକପ୍‌ ଅଧିନାୟକଙ୍କୁ ମିଳିଲେନି କ୍ରେତା, ଖେଳପ୍ରେମୀ ଚକିତ

ନୂଆଦିଲ୍ଲୀ, ୨୦।୯: ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ ଲାଗି ମେଗା ନିଲାମ ଅନୁଷ୍ଠିତ ହୋଇଛି। ଏଥିରେ ଯୁବ ବ୍ୟାଟ୍ସମ୍ୟାନ୍‌ ଟ୍ରିଷ୍ଟାନ ଷ୍ଟବ୍ସ ସବୁଠାରୁ ମହଙ୍ଗା ଖେଳାଳି ଭାବେ ୪ କୋଟିରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି। ହେଲେ ଏହି ଲିଗ୍‌ରେ ଦକ୍ଷିଣ…

ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ବୋଲିଂ ନିଷ୍ପତ୍ତି…

ମୋହାଲି, ୨୦।୯ : ଭାରତକୁ ଅଷ୍ଟ୍ରେଲିଆ ଦଳର ଗସ୍ତକ୍ରମରେ ପଞ୍ଜାବ ମୋହାଲିରେ ପ୍ରଥମ ଟି ୨୦ ଅର୍ନ୍ତଜାତୀୟ ମ୍ୟାଚରେ ମଙ୍ଗଳବାର ଅଷ୍ଟ୍ରେଲିଆ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପଡ଼ିଆକୁ ଓହ୍ଲାଇଛି। ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏଶନ…

ବୋଲର୍‌ ହେବା ଲାଗି ଝାଳ ବୁହାଉଛନ୍ତି କୋହଲି

ନୂଆଦିଲ୍ଲୀ, ୨୦।୯: ଏବେ ବ୍ୟାଟିଂ ବ୍ୟତିତ ବୋଲିଂ କରିବାକୁ ମନ ବଳାଇଲେଣି ପୂର୍ବ ଭାରତୀୟ ଅଧିନାୟକ ତଥା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ମଙ୍ଗଳବାର ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିବ। ଏହାପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ କୋହଲି…

ଧୋନୀ, କୋହଲିଙ୍କୁ ସୁପରଷ୍ଟାର କହିବା ବନ୍ଦ କରନ୍ତୁ: ଗମ୍ଭୀର

ନୂଆଦିଲ୍ଲୀ,୨୦।୯: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଭାରତର ‘ଷ୍ଟାର କଲ୍‌ଚର’କୁ କଡ଼ା ସମାଲୋଚନା କରିଛନ୍ତି। ଭାରତୀୟ କ୍ରିକେଟରେ ଖେଳାଳିଙ୍କୁ ସୁପରଷ୍ଟାର କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହା ବାକି ଖେଳାଳିଙ୍କୁ କଷ୍ଟ ଦେଇଥାଏ। ବଡ ଖେଳାଳିଙ୍କ ହେତୁ…

ଏହି କ୍ରିକେଟର୍‌ଙ୍କ ରୁମ୍‌ରେ ପଶିଲା ସାପ

ଲକ୍ଷ୍ନୌ,୨୦।୯:ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନସନ ବର୍ତ୍ତମାନ ଲିଜେଣ୍ଟସ ଲିଗ କ୍ରିକେଟ (ଏଲଏଲସି) ଖେଳୁଛନ୍ତି। ଅବସରପ୍ରାପ୍ତ ଖେଳାଳିଙ୍କ ଏହି ଟି-୨୦ ଲିଗରେ ସେ ଇଣ୍ଡିଆ କ୍ୟାପିଟାଲ୍ସ ଦଳର ଏକ ଅଂଶ। ବୁଧବାର ଲକ୍ଷ୍ନୌରେ ଇଣ୍ଡିଆ କ୍ୟାପିଟାଲ ଏବଂ ଭିଲୱାରା କିଙ୍ଗ୍ସ…

ଗୁଜରାଟ ଜାଏଣ୍ଟ୍ସର ଦ୍ୱିତୀୟ ବିଜୟ

ଲକ୍ଷ୍ନୌ, ୨୦।୯ : ଚଳିତ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ଗୁଜରାଟ ଜାଏଣ୍ଟ୍ସ। ଉଦ୍‌ଘାଟନୀ ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ୍ସକୁ ୩ ଉଇକେଟରେ ହରାଇଥିବା ଗୁଜରାଟ ଦଳ ସୋମବାର ମନିପାଲ ଟାଇଗର୍ସକୁ ୨ ଉଇକେଟରେ ପରାସ୍ତ…

ଆଇନଗତ ପଦକ୍ଷେପ ନେଇପାରନ୍ତି ଭୂତିଆ

କୋଲ୍‌କାତା, ୨୦ା୯: ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଭାରତର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କ ଅନୁରୋଧକୁ ଟାଳି ଦେଇଥିବାରୁ ସେ ହୁଏତ ଆଇନଗତ ପଦକ୍ଷେପ ନେଇପାରନ୍ତି। ଏଠାରେ ସୋମବାର ଅନୁଷ୍ଠିତ ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ସାଧାରଣ ସମ୍ପାଦକ ପଦବୀରେ ଶାଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?