ଆମେ ମାନସିକ ଓ ଶାରୀରିକ ସ୍ତରରେ ଦୃଢ଼ ହୋଇଛୁ: ଅସ୍ତାମ
ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ”ଆମେ ଶାରୀରିକ ଓ ମାନସିକ ସ୍ତରରେ ଦୃଢ଼ ହୋଇଛୁ। ବଡ଼ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି କଠିନ ପରିଶ୍ରମ କରିଛୁ। ପ୍ରତିଯୋଗିତାରେ ଭଲ ଆରମ୍ଭ ଆମର ମୁଖ୍ୟ ଲକ୍ଷ୍ୟ। ତେଣୁ ଆମେରିକା ବିପକ୍ଷ ପ୍ରଥମ ଗେମ୍ ଉପରେ…
ଆମେରିକା ଦଳରେ ଭାରତୀୟ ବଂଶୋଦ୍ଭବ ମିଆ
ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ) ଜାତୀୟ ମହିଳା ଦଳ ତରଫରୁ ଏକ ଫୁଟ୍ବଲ ବିଶ୍ୱକପ୍ ଖେଳିବାରେ ମିଆ ଭୁତା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ। ତାଙ୍କ ପିଲାଦିନର ସ୍ବପ୍ନ ଥିଲା ବିଶ୍ୱକପ୍ ଖେଳିବା। ବିଶେଷକରି ତାଙ୍କ ପିତା…
ରାଇଜିଂ ଷ୍ଟାରଙ୍କ ଆକ୍ସନ ଅପେକ୍ଷାରେ କଳିଙ୍ଗ
ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ଟୁର୍ନାମେଣ୍ଟରେ ଆମେରିକା ଓ ବ୍ରାଜିଲ ପରି ଉଚ୍ଚ ର଼୍ୟାଙ୍କ୍ପ୍ରାପ୍ତ ଦଳ ବିପକ୍ଷରେ ଖେଳିବାକୁ ଥିଲେ ହେଁ ଭାରତର ଭଲ ପ୍ରଦର୍ଶନକୁ ନେଇ ଆଶା ରଖିଛନ୍ତି ମୁଖ୍ୟ କୋଚ୍ ଥୋମାସ ଡେନର୍ବି। ”ଆମେ ଗତ ଫେବୃୟାରୀଠାରୁ କଠିନ…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିଥିବା ଦଳ ମଧ୍ୟ ସିରିଜ ହାତେଇବ। ବର୍ତ୍ତମାନ ସିରିଜ…
ଅନ୍ତିମ ଦିନିକିଆ ଉପରେ ସଭିଙ୍କ ନଜର
ନୂଆଦିଲ୍ଲୀ,୧୦ା୧୦: ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଦିନିକିଆ ସିରିଜ୍ର ଅନ୍ତିମ ମୁକାବିଲା ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯିବ। ମଙ୍ଗଳବାର ଖେଳାଯିବାକୁ ଥିବା ସିରିଜ୍ ନିର୍ଣ୍ଣାୟକରେ ଭାରତୀୟ ଓପ୍ନରଙ୍କ ଉପରେ ସଭିଙ୍କ ନଜର ରହିବ। ସିରିଜ୍ ୧-୧ରେ ରହିଥିବା ବେଳେ ଉଭୟ ଖେଳାଳି…
ହରମନପ୍ରୀତ୍, ରିଜଓ୍ବାନ ହେଲେ ପ୍ଲେୟର ଅଫ୍ ଦି ମନ୍ଥ୍
ଦୁବାଇ,୧୦।୧୦: ଭାରତ ଅଧିନାୟିକା ହରମନପ୍ରୀତ୍ କୌର ଏବଂ ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନ ସେପ୍ଟେମ୍ବର ମାସ ପାଇଁ ମହିଳା ଓ ପୁରୁଷ ବିଭାଗରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ପ୍ଲେୟର ଅଫ୍ ଦି ମନ୍ଥ୍ ବିବେଚିତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ…
ପ୍ରଥମ ଅଭ୍ୟାସ ମ୍ୟାଚ୍ ଜିତିଲା ଭାରତ
ପର୍ଥ,୧୦।୧୦: ଅଷ୍ଟ୍ରେଲିଆରେ ୨୦୨୨ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ଭାରତ ସୋମବାର ପର୍ଥରେ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିଛି। ଏହି ମ୍ୟାଚରେ ଭାରତ ପଶ୍ଚିମ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି। ସୁର୍ଯ୍ୟକୁମାର ଯାଦବ ଏବଂ…
ସେମିଫାଇନାଲରେ ଭାରତ
ସିଲହଟ,୧୦।୧୦: ମହିଳା ଏସିଆ କପ୍ର ଏକ ମ୍ୟାଚ୍ରେ ଭାରତ ଥାଇଲାଣ୍ଡକୁ ନଅ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଥାଇଲାଣ୍ଡ ଦଳ ଭାରତ ସମ୍ମୁଖରେ ୩୮ ରନ୍ ଲକ୍ଷ୍ୟ ସ୍ଥିର କରିଥିଲା ଏବଂ ଭାରତୀୟ ଦଳ ୬ ଓଭରରେ ଗୋଟିଏ…
ଟସ୍ ଜିତିଲା ଟିମ୍ ଇଣ୍ଡିଆ, ବୋଲିଂ ନିଷ୍ପତ୍ତି…
ସିଲହଟ,୧୦।୧୦ : ମହିଳା ଏସିଆ କପ ୨୦୨୨ ରେ ଆଜି ଭାରତୀୟ ମହିଳା ଦଳ ଏବଂ ଥାଇଲାଣ୍ଡ ମଧ୍ୟରେ ମ୍ୟାଚ୍ ହେଉଛି। ବାଂଲାଦେଶର ସିଲହଟ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ଟସ ଜିତ ବୋଲିଂ କରିବାକୁ…
ମହିଳା ଏସିଆ କପ୍: ଆଜି ଥାଇଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ…
ସିଲହଟ,୧୦।୧୦ : ମହିଳା ଏସିଆ କପ ୨୦୨୨ ରେ ଆଜି ଭାରତୀୟ ମହିଳା ଦଳ ଥାଇଲାଣ୍ଡକୁ ଭେଟିବ।ଏହି ମ୍ୟାଚ ବାଂଲାଦେଶର ସିଲହେଟ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଅପରାହ୍ନ ୧ ଟାରୁ ଖେଳାଯିବ। ଭାରତ ମହିଳା ଦଳ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରୁଛି…
ଟି-୨୦ ବିଶ୍ୱକପ୍ ପୂର୍ବରୁ ବଡ଼ ଭବିଷ୍ୟବାଣୀ: ଫାଇନାଲରେ ପହଞ୍ଚିପାରିବନି ଭାରତ
ନୂଆଦିଲ୍ଲୀ,୧୦।୧୦: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ ଟି-୨୦ ବିଶ୍ୱକପ୍ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଭାରତ ବିଶ୍ୱକପ ଜିତିବା ସମ୍ଭାବନା ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ କ୍ରିସ୍ ଗେଲ୍ କହିଛନ୍ତି, ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ରେ…
ମହିଳା ବିଚ୍ ଭଲିବଲ ଦଳକୁ ପ୍ରଥମ ପଦକ
ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି): ସୁରଟର ଡୁମାସ୍ ବିଚ୍ରେ ଅନୁଷ୍ଠିତ ୩୬ତମ ଜାତୀୟ କ୍ରୀଡ଼ା ବିଚ୍ ଭଲିବଲ୍ (ପୁରୁଷ ଏବଂ ମହିଳା) ଇଭେଣ୍ଟରେ ଓଡ଼ିଶା ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ଭଲିବଲ ଇତିହାସରେ ପ୍ରଥମଥର ପାଇଁ ମହିଳା…

