ଖେଳ

ବିନ୍ନି ବିସିସିଆଇ ସଭାପତି ହେବା ସମ୍ଭାବନା

ନୂଆଦିଲ୍ଲୀ, ୧୨।୧୦(ପି.ଟି.): ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ହୋଇପାରନ୍ତି ୧୯୮୩ ବିଶ୍ୱକପ୍‌ ବିଜୟୀ ହିରୋ ରୋଜର ବିନ୍ନି। ଏପରି କି ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇପାରନ୍ତି ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସୂଚନା…

ବିଜୟ ସହ ବ୍ରାଜିଲର ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): ଭାରତ ଓ ଓଡ଼ିଶାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ମରକ୍କୋକୁ ୧-୦ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି…

ଆମେରିକାର ଗୋଲ୍‌ ବର୍ଷା

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌। ଭାରତ ଏହାର ପ୍ରଥମ ମ୍ୟାଚରେ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଆମେରିକା ସମକକ୍ଷ ପ୍ରଦର୍ଶନ କରିପାରିନାହିଁ। ଆମେରିକା ଗୋଲ ବର୍ଷା କରି ଘରୋଇ ଦଳକୁ…

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଉଦ୍‌ଘାଟିତ

ଭୁବନେଶ୍ୱର, ୧୨।୧୦ (କ୍ରୀଡ଼ା ପ୍ରତିନିଧି): ଭାରତ ଏବଂ ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ଦେଶରେ ପ୍ରଥମଥରପାଇଁ ଆୟୋଜିତ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ। ଟୁର୍ନାମେଣ୍ଟରେ ଭାରତ ମଧ୍ୟ ଡେବ୍ୟୁ କରିଛି। କଳିଙ୍ଗ…

ଏହି ମହାନ କ୍ରିକେଟର ହେବେ ଆଗାମୀ ବିସିସିଆଇ ଅଧ୍ୟକ୍ଷ, ଜାଣନ୍ତୁ ଗାଙ୍ଗୁଲୀ-ଜୟ ଶାହାଙ୍କ କ’ଣ ହେବ…

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)କୁ ମିଳିବ ନୂତନ ଅଧ୍ୟକ୍ଷ। ଏହାଛଡ଼ା ବୋର୍ଡର ଆଉ କିଛି ପଦରେ ନିର୍ବାଚନ ହେବ। ଏଥିନେଇ ମଙ୍ଗଳବାର ନାମାଙ୍କନ ଦାଖଲ କରାଯାଉଛି। ଅକ୍ଟୋବର ୧୮ ମଧ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ୧୯୮୩ ବିଶ୍ୱକପ୍‌ ବିଜେତା…

ସିରିଜ ଜିତିଲା ଟିମ୍‌ ଇଣ୍ଡିଆ…

ନୂଆଦିଲ୍ଲୀ,୧୧।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜକୁ ଟିମ୍‌ ଇଣ୍ଡିଆ ୨-୧ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତୀୟ ଦଳ ୧୯.୧ ଓଭରରେ ୩ ଓ୍ବିକେଟ…

ଦକ୍ଷିଣ ଆଫ୍ରିକାକୁ ୯୯ ରନ୍‌ରେ ଅଲଆଉଟ୍‌ କରି ନୂଆ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିଲ୍ଲୀରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦଳ। ଏହାପରେ ଭାରତୀୟ ସ୍ପିନରଙ୍କ ଯାଦୁ ଯୋଗୁ ଦକ୍ଷିଣ ଆଫ୍ରିକା ଦିନିକିଆରେ ୧୦୦…

୨୭.୧ ଓଭରରେ ଦକ୍ଷିଣ ଆଫ୍ରିକା ଅଲ୍‌ ଆଉଟ, ଟିମ୍‌ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୦୦…

ନୂଆଦିଲ୍ଲୀ,୧୧।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ତୃତୀୟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଉଭୟ ଦଳ ବର୍ତ୍ତମାନ ସିରିଜରେ ୧-୧ରେ ବିଜୟୀ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି…

ମାତ୍ର ନବମ ଯାଏ ପାଠ ପଢିଛନ୍ତି ଏହି ଷ୍ଟାର ଅଲରାଉଣ୍ଡର

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା ହାର୍ଦ୍ଦିକଙ୍କୁ କ୍ରିକେଟକୁ ଆସିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା। ପାଣ୍ଡ୍ୟା ମାତ୍ର ନବମ…

ଟସ୍‌ ଜିତିଲା ଭାରତ

ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।…

ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୧୦: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ମହାନାୟକଙ୍କ ଲମ୍ବା ଏବଂ ସୁସ୍ଥ ଜୀବନ ପ୍ରାର୍ଥନା କରିଛନ୍ତି। ସେ ଟୁଇଟ୍‌ ଯୋଗେ ଲେଖିଛନ୍ତି,…

୫୦ ବାଳିକାଙ୍କୁ କିକ୍‌ ଅଫ୍‌ ସଲ୍ୟୁଶନର କ୍ରୀଡ଼ାବୃତ୍ତି

ଭୁବନେଶ୍ୱର୧୧ା୧୦(ସ୍ପୋଟର୍‌ସ ବ୍ୟୁରୋ): ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଭାରତ ଏବଂ ଆଫ୍ରିକାର ୫୦ ଜଣ ବାଳିକାଙ୍କୁ କ୍ରୀଡ଼ାବୃତ୍ତି ମାଧ୍ୟମରେ ଫିଫା ବିଶ୍ୱକପ୍‌ ଦେଖିବାର ସୁଯୋଗ ଦେଉଛି ସ୍ବେଚ୍ଛାସେବୀ ସଙ୍ଗଠନ କିକ୍‌ଅଫ ସଲ୍ୟୁଶନ। କ୍ରୀଡ଼ା ଦ୍ୱାରା ବିକାଶ ଏହି ସଙ୍ଗଠନର ମୁଖ୍ୟ ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?