ଖେଳ

ହୃଦୟ ଜିତିଲେ ରୋହିତ ଶର୍ମାଙ୍କ ସ୍ତ୍ରୀ

ଢାକା,୮।୧୨: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ବିଜୟ ସହିତ ବାଂଲାଦେଶ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛ। ବୁଧବାର ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୫୦ ଓଭରରେ…

୩ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କଲା ବିସିସିଆଇ

ନୂଆଦିଲ୍ଲୀ,୮।୧୨: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତକୁ ଲାଗିଲା ବଡ଼ ଝଟ୍‌କା

ଢାକା,୮।୧୨: ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାରେ ସନ୍ଦେହ ରହିଛି। ଦ୍ୱିତୀୟ ଦିନିକିଆରେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା। ସେ ଫିଲ୍ଡିଂ କରି ନ…

କିଟ୍‌ ମହିଳା ଭଲିବଲ ଦଳକୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ୱର, ୮।୧୨ (କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱରର ଫକିର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଭଲିବଲ ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରି କିଟ୍‌ ବିଶ୍ୱବିଦ୍ୟାଳୟ ସର୍ବଭାରତୀୟ ଏବଂ ଖେଲୋ ଇଣ୍ଡିଆ ଭଲିବଲ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ…

ଜାତୀୟ ଜୁନିୟର ସଫ୍ଟ ଟେନିସରେ ଓଡ଼ିଶା ଭାଗନେବ

ଭୁବନେଶ୍ୱର, ୮।୧୨ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଚଳିତ ମାସ ୯ରୁ ୧୩ ପର୍ଯ୍ୟନ୍ତ ୧୭ତମ ଜାତୀୟ ଜୁନିୟର ସଫ୍ଟ ଟେନିସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ମନୋନୀତ ଓଡ଼ିଶା ଦଳ ବୁଧବାର ଲକ୍ଷ୍ନୌ ଯାତ୍ରା କରିଛି।…

ଶୁଭ୍ରାଂଶୁ ସେନାପତି ଅଧିନାୟକ

କଟକ ଅଫିସ, ୮ା୧୨: ଆଗାମୀ ରଣଜୀ ଟ୍ରଫି ସିଜନକୁ ଦୃଷ୍ଟିରେ ରଖି ୨ଟି ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଦଳ ଘୋଷଣା କରାଯାଇଛି। ବୁଧବାର ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ସିନିୟର ଚୟନ କମିଟି ବୈଠକ ବସି ୧୭ ଜଣିଆ ଦଳ…

ହାତରେ ପଟି ବାନ୍ଧି ଶେଷ ଯାଏ ଲଢ଼ିଲେ

ଢାକା, ୭ା୧୨: ମ୍ୟାଚ୍‌ ଚାଲିଥିବା ବେଳେ ଆହତ ହେଲେ। ହାତରେ ପଟି ବାନ୍ଧି ମଇଦାନକୁ ଓହ୍ଲାଇ ଶେଷ ଯାଏ ଲଢ଼ିଲେ। ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା…

ପ୍ରକାଶ ପାଇଲା ଆଇସିସି ଦିନିକିଆ ଖେଳାଳି ର଼୍ୟାଙ୍କିଙ୍ଗ୍‌

ଦୁବାଇ, ୭ା୧୨: ଆଇସିସିର ଦିନିକିଆ ଖେଳାଳି ର଼୍ୟାଙ୍କିଙ୍ଗ ତାଲିକା ବୁଧବାର ପ୍ରକାଶ ପାଇଛି। ଏଥିରେ ଭାରତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଯଥାକ୍ରମେ ସେମାନଙ୍କ ୯ମ ଓ ୧୦ମ ସ୍ଥାନ ବଜାୟ ରଖିଛନ୍ତି। ଏଥିରେ କିନ୍ତୁ ଶ୍ରେୟସ ଆୟର…

ପୁଣି ବାଂଲାଦେଶଠାରୁ ହାରିଲା ଭାରତ

ଢାକା,୭।୧୨: ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ଭାରତକୁ ପାଞ୍ଚ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶ ସିରିଜ୍‌ ବିଜୟ ହାସଲ କରିଛି। ଢାକାସ୍ଥିତ ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୫୦ ଓଭରରେ…

କ୍ରିକେଟର ମଇଳା ସଫା କରିବାକୁ ମୋ’ ପରିବାର ଓ୍ବାଶିଂ ମେଶିନ ହେବ ନାହିଁ: ଓ୍ବାର୍ନର

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିୟ କ୍ରିକେଟ ଦଳର ତାରକା ଓପନର୍‌ ଡେଭିଡ୍‌ ଓ୍ବାର୍ନର ତାଙ୍କ ଉପରେ ଲାଗିଥିବା ଅଧିନାୟକତ୍ୱରେ ଆଜୀବନ ପ୍ରତିବନ୍ଧକର ସମୀକ୍ଷା ଆବେଦନକୁ ପ୍ରତ୍ୟାହାର କରୁଛନ୍ତି। ଏଥିସହିତ ସେ ଇଣ୍ଡିପେଣ୍ଡଣ୍ଟ ରିଭ୍ୟୁ ପ୍ୟାନେଲ ଏବଂ ଆସିଷ୍ଟାଣ୍ଟ କାଉନ୍‌ସିଲର ତିବ୍ର ସମାଲୋଚନା କରିଛନ୍ତି। ପ୍ୟାନେଲ୍‌…

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୭୨ ରନ…

ଢାକା,୭।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶ ଅଧିନାୟକ ଲିଟୋନ ଦାସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ…

ମ୍ୟାଚ୍‌ ମଝିରେ ରୋହିତ ଶର୍ମା ଆହତ, ହସ୍ପିଟାଲ୍‌ରେ ଭର୍ତ୍ତି

ଢାକା,୭।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଗୁରୁତର ଆହତ ହୋଇଛନ୍ତି। ଫିଲ୍ଡିଂ ବେଳେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ଏହା ପରେ ତାଙ୍କୁ ଏକ୍ସ-ରେ ପାଇଁ ଢାକାସ୍ଥିତ ଏକ ହସ୍ପିଟାଲ ନିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?