ଖେଳ

ବାଂଲାଦେଶ ଏ’ ବିପକ୍ଷରେ ଭାରତ ଏ’ର ଇନିଂସ ବିଜୟ

ସିଲ୍‌ହେଟ୍‌,୧୦ା୧୨ (ପି.ଟି.): ବାଂଲାଦେଶ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ ଅଫିସିଆଲ କ୍ରିକେଟ ଟେଷ୍ଟ ମ୍ୟାଚରେ ଭାରତ ଏ’ ଏକ ଇନିଂସ ଓ ୧୨୩ ରନ୍‌ରେ ବିଜୟ ହାସଲ କରିଛି। ଘରୋଇ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ଭୁଶୁଡ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ…

ବାଂଲାଦେଶକୁ କ୍ଲିନ୍‌ ସୁଇପ୍‌ରୁ ରୋକିବ ଭାରତ

ଚଟ୍ଟୋଗ୍ରାମ୍‌,୧୦ା୧୨(ପି.ଟି.): ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଇଞ୍ଜୁରି ଓ ଫିଟ୍‌ନେସ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଭାରତ ପ୍ରଥମ ଦୁଇଟି ମ୍ୟାଚରେ ହାରିସାରିଥିବାରୁ ଏହି…

ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଢାକା,୧୦।୧୨: ଭାରତ ଏବଂ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଶେଷ ଦିନିକିଆରେ ଶନିବାର ଖେଳାଯିବ। ବାଲଂଦେଶ ୨ ମ୍ୟାଚ୍‌ ଜିତି ପୂର୍ବରୁ ସିରିଜ୍‌ ବିଜୟ ହୋଇସାରିଛି। ତେଣୁ ଭାରତ ଏହି ମ୍ୟାଚ୍‌ ଜିତି ସମ୍ମାନ ରଖିବାକୁ ଚେଷ୍ଟା…

ଜଣଙ୍କ ପରେ ଜଣେ, ଅଧା ଡଜନ ଖେଳାଳି ‘ଅନ୍‌ଫିଟ୍‌’

ନୂଆଦିଲ୍ଲୀ,୯।୧୨: ଭାରତରେ ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍‌ ଅନୁଷ୍ଟିତ ହେବ। ଏହାକୁ ଆଉ ୧୨ ମାସରୁ କମ୍‌ ସମୟ ବାକି। ଏମିତିରେ ଭାରତୀୟ ଟିମ୍‌ର ପ୍ରସ୍ତୁତିକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। କାରଣ ବର୍ତ୍ତମାନ ଦଳର ପ୍ରସ୍ତୁତି ଶୂନ ବୋଲି…

ଭାରତୀୟ ଦଳରେ ‘ଚାଇନାମ୍ୟାାନ’ ବୋଲର ସାମିଲ

ଢାକା,୯।୧୨: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଟିମ ଇଣ୍ଡିଆରେ କିଛି ପରିବର୍ତ୍ତନ କରିଛି। ଆହତ କାରଣରୁ ନିୟମିତ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଏବଂ…

ଆଜିଠାରୁ ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା: ଭାଗନେବେ ୩୦୦ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଷ୍ଟାଡିୟମ୍‌ଠାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା। ଜିଲା ତୀରନ୍ଦାଜ ସଂଘ, ଜିଲା କ୍ରୀଡ଼ା ବିଭାଗ ଏବଂ ରାଜ୍ୟ ତୀରନ୍ଦାଜ ସଂଘର ମିଳିତ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୩୦୦ ପ୍ରତିଯୋଗୀ…

ରୋହିତଙ୍କ ସ୍ଥାନରେ ଈଶ୍ୱରନ୍‌

ନୂଆଦିଲ୍ଳୀ,୯ା୧୨(ପି.ଟି.): ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେବେ ଅଭିମନ୍ୟୁ ଈଶ୍ୱରନ୍‌। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ହାତରେ ଆଘାତ ଲାଗିଥିବା ବେଳେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଦଳରୁ ସେ ବାଦ୍‌ ପଡିଛନ୍ତି। ବାଂଲାଦେଶ ବିପକ୍ଷ…

କ୍ରୋଏସିଆ ବିପକ୍ଷରେ ବ୍ରାଜିଲ ପଲା ଭାରି

ଦୋହା, ୯।୧୨:ଚଳିତ ଫିଫା ବିଶ୍ୱକପ୍‌ରେ ଶୁକ୍ରବାର ୫ ଥର ଚାମ୍ପିୟନ ବ୍ରାଜିଲ ଏବଂ ଗତଥରର ରନରଅପ୍‌ କ୍ରୋଏସିଆ ମଧ୍ୟରେ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବ। ଉଭୟ ଦଳ ଗ୍ରୁପ୍‌ ପର୍ଯ୍ୟାୟ ଏବଂ ରାଉଣ୍ଡ ଅଫ୍‌ ୧୬ରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଆଗାମୀ…

ଦୁଇ ପିଢ଼ି ମଧ୍ୟରେ ଲଢ଼େଇ

ଦୁଇ ପିଢ଼ି ମଧ୍ୟରେ ଲଢ଼େଇ ହେବ। ଚଳିତ ବିଶ୍ୱକପ୍‌ର ସର୍ବକନିଷ୍ଠ କୋଚ୍‌ ଏବଂ ଟୁର୍ନାମେଣ୍ଟର ସବୁଠାରୁ ବୟସ୍କ କୋଚ୍‌ ପରସ୍ପରର ସମ୍ମୁଖୀନ ହେବେ। ମୋ ବନ୍ଧୁ ଲିଓନେଲ ସ୍କାଲୋନି ଖେଳ ଜୀବନ ଆରମ୍ଭ କଲାବେଳେ ଲୁଇସ ଭାନ୍‌ ଗାଲ ଜଣେ କୋଚ୍‌…

ବିଶ୍ୱକପ୍‌ ପରେ କେମିତି ବ୍ୟବହାର ହେବ ଷ୍ଟାଡିୟମ

ଦୋହା,୯ା୧୨(ପି.ଟି.):କାତାରରେ ଫୁଟବଲ ବିଶ୍ୱକପ୍‌ ଧୀରେ ଧୀରେ ଆଗେଇବା ସହିତ ବର୍ତ୍ତମାନ ନକ୍‌ଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୧୫ ଦିନ ପରେ ଶେଷ ହେବ ଫୁଟବଲର ଏହି ମହାକୁମ୍ଭ। ତେବେ ବିଶ୍ୱକପ୍‌ ସମାପ୍ତ ହେବା ପରେ ଷ୍ଟାଡିୟମଗୁଡିକର ଅବସ୍ଥା କ’ଣ ହେବ ଏହାକୁ…

ବିଶ୍ୱକପରୁ ବିଦାୟ ପରେ କୋଚ୍‌ଙ୍କ ଇସ୍ତଫା

ଦୋହା,୮ା୧୨: ଫିଫା ବିଶ୍ୱକପରୁ ସ୍ପେନ୍‌ ଦଳର ବିଦାୟ ପରେ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି ଲୁଇସ୍‌ ଏନ୍‌ରିକ୍‌। ରାଉଣ୍ଡ ଅଫ୍‌ ୧୬ତମ ମ୍ୟାଚରେ ମରକ୍କୋ ନିକଟରୁ ଦଳ ପେନାଲ୍ଟି ଶୁଟଆଉଟରେ ୩-୦ରେ ପରାସ୍ତ ହୋଇଥିଲା। ମ୍ୟାଚର ଏକ୍ସଟ୍ରା ଟାଇମ ସୁଦ୍ଧା ଉଭୟ…

ବାଜିମାରିଲେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ

ଅହମ୍ମଦାବାଦ୍‌,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଜାମନଗର ଉତ୍ତର ଆସନରୁ ବାଜି ମାରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ରିଭାବା ଜାଡେଜା। ରିଭାବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏଏପିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?