ଖେଳ

୧୪୦ କୋଟିର ଗ୍ୟାରେଣ୍ଟି ବଣ୍ଡ ଫେରାଇବାକୁ ଦାବି କଲା ବାଇଜୁସ୍‌

ନୂଆଦିଲ୍ଲୀ,୯ା୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସୋମବାର ଆପେକ୍ସ କାଉନ୍‌ସିଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ ମୋଡରେ ଅନୁଷ୍ଠିତ ବୈଠକରେ ଷ୍ଟାର ଇଣ୍ଡିଆ ୧୩୦ କୋଟିର ରିହାତି ଦାବି କରିଛି । ଏହା ସହିତ ଭାରତୀୟ ଦଳର ଜର୍ସି ସ୍ପନସର ରହିଥିବା…

ହେନ୍‌ରୀଙ୍କ ସ୍ଥାନରେ ଖେଳିବେ ବ୍ରେସ୍‌ଓ୍ବେଲ୍‌

ଅକ୍‌ଲାଣ୍ଡ,୯ା୧: ଆଗକୁ ଖେଳାଯିବାକୁ ଥିବା ଭାରତ ଓ ପାକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳରେ ଆଘାତପ୍ରାପ୍ତ ମ୍ୟାଟ୍‌ ହେନ୍‌ରୀଙ୍କ ସ୍ଥାନରେ ଡଗ୍‌ ବ୍ରେସ୍‌ଓ୍ବେଲ୍‌ଙ୍କୁ ନିଆଯାଇଛି। କରାଚୀଠାରେ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ହେନ୍‌ରୀ ତଳିପେଟରେ…

ଅବସର ଘୋଷଣା କଲେ ପ୍ରିଟୋରିଅସ୍‌

ଜୋହାନ୍ସବର୍ଗ,୯ା୧: ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର ଡ୍ବେନ ପ୍ରିଟୋରିଅସ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ସୋମବାର ଅବସର ଘୋଷଣା କରିଛନ୍ତି। ପ୍ରିଟୋରିଅସ୍‌ ଦକ୍ଷିଣ ଆଫ୍ରିକା ପକ୍ଷରୁ ୩୦ ଅନ୍ତର୍ଜାତୀୟ ଟି୨୦, ୨୭ ଅନ୍ତର୍ଜାତୀୟ ଦିନିକିଆ ଓ ୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ୩ଟି ଫର୍ମାଟରେ ସେ…

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ ପଡ଼ିଲେ ବୁମ୍ରା

ଗୁଆହାଟୀ,୯।୧: ପିଠି ଯନ୍ତ୍ରଣା ଯୋଗୁ ୨୦୨୨ ସେପ୍ଟେମ୍ବରରୁ କ୍ରିକେଟରୁ ଦୂରରେ ଥିବା ଟିମ୍‌ ଇଣ୍ଡିଆ ପେସର୍‌ ଜସପ୍ରୀତ ବୁମ୍ରା ଶ୍ରୀଲଙ୍କା ବିପକ୍ଷ ଆଗାମୀ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି। ସିରିଜ ପୂର୍ବରୁ ଗୁଆହାଟୀରେ ଦଳରେ ଯୋଗଦେବାକୁ…

କୋହଲିଙ୍କ ଷ୍ଟାଟସ ଦେଖି ଖୁସିରେ ଗଦଗଦ ହେଲେ ସୂର୍ଯ୍ୟକୁମାର

ରାଜକୋଟ,୯।୧: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ସେ ୭ ଚୌକା ଓ ୯ ଛକା ସହାୟତାରେ ୫୧ ବଲରେ ୧୧୨ ରନ ଖେଳିଥିଲେ। ପ୍ରଶଂସକଙ୍କ…

ସୂର୍ଯ୍ୟ କୁମାରଙ୍କୁ ପ୍ରଶଂସା କଲେ କପିଲ ଦେବ, କହିଲେ ଏଭଳି ଖେଳାଳିଙ୍କୁ ପ୍ରଣାମ…

କୋଲକାତା,୯।୧ : ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି -୨୦ ରେ ଶତକ ହାସଲ କରିବା ପରେ ଭାରତର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ଶ୍ରୀଲଙ୍କା ବୋଲରମାନଙ୍କୁ ଖାତିର ନକରି ନିଜର ବିସ୍ଫୋରକ ବ୍ୟାଟିଂ କରି ସେ…

ସୂର୍ଯ୍ୟକୁମାରଙ୍କ ହାତକୁ ଚୁମ୍ବନ ଦେଲେ ଚହଲ

ରାଜକୋଟ,୯।୧: ଶ୍ରୀଲଙ୍କା ବିପକ୍ଷ ସିରିଜ ଟି-୨୦ ସିରିଜ୍‌ ଜିତିବାରେ ସୁର୍ଯ୍ୟକୁମାର ଯାଦବ ଭାରତକୁ ସାହାଯ୍ୟ କରିଥିଲେ। ରାଜକୋଟରେ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି-୨୦ରେ ସେ ମାତ୍ର ୪୫ ବଲରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ମ୍ୟାଚ ପରେ ଏକ…

ମଙ୍ଗଳବାର ଭାରତ-ଶ୍ରୀଲଙ୍କା ପ୍ରଥମ ଏକଦିବସୀୟ: ସିରିଜ ଜିତିବା ଟିମ୍‌ ଇଣ୍ଡିଆର ଲକ୍ଷ୍ୟ…

ଗୁଆହାଟୀ,୯।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ତିନୋଟି ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ୧୦ ଜାନୁଆରୀ ମଙ୍ଗଳବାର ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଗୁଆହାଟିର ବାରସାପରା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସିରିଜ ଜିତିବା ଲକ୍ଷ୍ୟ…

ଭୁବନେଶ୍ୱର ଓପନ୍‌ ଚେସ୍‌: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୩୬ତମ ଓପନ୍‌ ଚେସ୍‌ ଟୁର୍ନାମେଣ୍ଟ ରବିବାର ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ୬ ରାଉଣ୍ଡବିଶିଷ୍ଟ ପ୍ରତିଯୋଗିତାରେ ୫.୫ ପଏଣ୍ଟ ପାଇ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ…

ଡବ୍ଲ୍ୟୁବିଏ ଟାଇଟଲ ବଜାୟ ରଖିଲେ ଡେଭିସ୍‌

ଓ୍ବାଶିଂଟନ, ୯ା୧ (ଏପି): ଗର୍ଭୋଣ୍ଟା ଡେଭିସ୍‌ ତାଙ୍କ ଡବ୍ଲ୍ୟୁବିଏ ଓ୍ବାଲର୍‌ଡ ଲାଇଟ୍‌ଓ୍ବେଟ୍‌ ଟାଇଟଲ ବଜାୟ ରଖିଛନ୍ତି। ରବିବାର ସକାଳେ ୮ ରାଉଣ୍ଡ ଲଢେଇ ପରେ ଟେକ୍‌ନିକାଲ ନକ୍‌ଆଉଟ୍‌ରେ ସେ ହେକ୍ଟର ଲୁଇସ୍‌ ଗାର୍ସିଆଙ୍କୁ ପରାସ୍ତ କରିଥିଲେ। ଗାର୍ସିଆଙ୍କର ୧୭ତମ ମୁକାବିଲାରେ ଏହା…

ଓଡ଼ିଶା ଓପନ୍‌ ଟ୍ରାପ୍‌ ଶୁଟିଂ:ରଶ୍ମି, ଅବିନାଶଙ୍କୁ ପ୍ରଥମ ସ୍ଥାନ

ଭୁବନେଶ୍ୱର,୯ା୧ (ସ୍ପୋଟର୍‌ସ ବ୍ୟୁରୋ): ଚନ୍ଦକା ସ୍ଥିତ ମନୋରମା ପ୍ରପର୍ଟିଜ୍‌ରେ ପ୍ରଥମ ଓଡ଼ିଶା ଓପନ୍‌ ଟ୍ରାପ୍‌ ଶୁଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନବନିର୍ମିତ ଟ୍ରାପ୍‌ ଶୁଟିଂ ରେଞ୍ଜକୁ ସଂଘର ଉପସଭାପତି କଳିକେଶ ନାରାୟଣ ସିଂଦେଓ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାରେ ପୁରୁଷ ବିଭାଗରେ ଅବିନାଶ…

ଇଣ୍ଡିଆନ ଓପନ୍‌ ଗେଟ୍‌ବଲ ଉଦ୍‌ଘାଟିତ

ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓପନ ଗେଟ୍‌ବଲ (ଆଇଜିୟୁ) ଟୁର୍ନାମେଣ୍ଟର ନବମ ସଂସ୍କରଣ ରବିବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ସୋଆ ବିଶ୍ୱବିଦ୍ୟାଳୟ କୁଳପତି ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଏହି ସମାରୋହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?