ଗୁରୁବାର ଇଡେନ ଗାର୍ଡେନ୍ସରେ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଏକଦିବସୀୟ, ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି…
କୋଲକାତା,୧୧।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଜାନୁଆରୀ ୧୨ ଗୁରୁବାର ଅପରାହ୍ନ ସାଢ଼େ ୧ଟାରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହି ସିରିଜରେ ଶ୍ରୀଲଙ୍କା ଦଳ ୦-୧ରେ ପଛୁଆ ରହିଛି।…
ଇତିହାସ ରଚିଲେ ପୃଥ୍ବୀ ଶ’
ମୁମ୍ବାଇ,୧୧।୧: ଭାରତୀୟ କ୍ରିକେଟର୍ ପୃଥ୍ବୀ ଶ’ ଯଦିଓ ଅନ୍ତର୍ଜାତୀୟ କ୍ରିକେଟଠାରୁ ଦୂରରେ ଅଛନ୍ତି, କିନ୍ତୁ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ରଣଜୀ ଟ୍ରଫି ୨୦୨୨-୨୩ରେ ଆସାମ ବିପକ୍ଷ ମ୍ୟାଚରେ ତ୍ରିଶତକ ହାସଲ କରି ଶ’ ଇତିହାସ ରଚିଛନ୍ତି।…
ହୃଦୟ ଜିତିଲେ ହିଟ୍ମ୍ୟାନ୍
ଗୁଆହାଟୀ,୧୧।୧: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଗୁଆହାଟୀରେ ଖେଳାଯାଇଥିବା ଏହି ମ୍ୟାଚରେ ଏକ ରୋଚକ…
ବ୍ରୁକ୍, ଗାର୍ଡନର ଶ୍ରେଷ୍ଠ ଖେଳାଳି
ଦୁବାଇ, ୧୧ା୧ (ପି.ଟି.): ହ୍ୟାରି ବ୍ରୁକ୍ସ ପ୍ରଥମ ଥର ଆଇସିସି ପୁରୁଷ ପ୍ଲେୟର ଅଫ୍ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ତାଙ୍କର ବିସ୍ଫୋରକ ବ୍ୟାଟିଂ ସହାୟତାରେ ଇଂଲଣ୍ଡ ପାକିସ୍ତାନରେ ଐତିହାସିକ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ସିରିଜ ବିଜୟୀ ହୋଇଥିଲା।…
ହୁଗୋଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ
ପ୍ୟାରିସ, ୧୧ା୧(ଏପି): ଫ୍ରାନ୍ସ ଫୁଟ୍ବଲ ଦଳର ଅଧିନାୟକ ହୁଗୋ ଲୋରିସ୍ଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି। ୩୬ବର୍ଷୀୟ ଗୋଲ୍କିପର ନିଜ ଦେଶ ତରଫରୁ ରେକର୍ଡ ୧୪୫ ମ୍ୟାଚ ଖେଳିଛନ୍ତି। ଲୋରିସ ୨୦୧୮ରେ ବିଶ୍ୱକପ୍ ଜିତିଥିଲେ। ତାଙ୍କ ଅଧିନାୟକତ୍ୱରେ ଫ୍ରାନ୍ସ ଗତ ମାସରେ…
ଶିବପାଲ୍ଙ୍କ ବାସନ୍ଦ ଦଣ୍ଡ ୧ ବର୍ଷକୁ ହ୍ରାସ
ନୂଆଦିଲ୍ଲୀ, ୧୧ା୧ (ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଅପିଲ ପ୍ୟାନେଲ ଭାରତର ଟପ୍ ଜାଭେଲିନ ଥ୍ରୋୟର ଶିବପାଲ୍ ସିଂଙ୍କ ବାସନ୍ଦ ଦଣ୍ଡକୁ ୪ ବର୍ଷରୁ ୧ ବର୍ଷ କମାଇ ଦେଇଛି। ଏଣିକି ସେ ପ୍ରତିଯୋଗିତାରେ ଭାଗ ନେଇପାରିବେ। ୨୦୨୧…
ପଦାର୍ପଣ କଲେ ମହିଳା ଅମ୍ପାୟର
ନୂଆଦିଲ୍ଳୀ,୧୧ା୧ (ପି.ଟି.): ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଅମ୍ପାୟର ଭୂମିକାରେ ମ୍ୟାଚ ପରିଚାଳନା କରିଥିଲେ ୩ ଜଣ ମହିଳା। ଜଣେ ପୂର୍ବତନ ସ୍କୋରର, ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଓ ଜଣେ ପୂର୍ବତନ ଖେଳାଳି ମଙ୍ଗଳବାର ରଚିଛନ୍ତି ଇତିହାସ। ପୂର୍ବରୁ…
ସଚିନଙ୍କ ରେକର୍ଡର ସମକକ୍ଷ କୋହଲି
ଗୁଆହାଟୀ,୧୧ା୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଶତକ ହାସଲ କରିବା ସହିତ ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ୨୦୨୨ ବର୍ଷ ଯେଉଁ ଫର୍ମରେ ଶେଷ କରିଥିଲେ ୨୦୨୩ ବର୍ଷକୁ ମଧ୍ୟ…
ପ୍ରଥମ ଦିନରେ ୧୨ ଉଇକେଟ ପତନ
ଭୁବନେଶ୍ୱର,୧୧ା୧(ସ୍ପୋଟର୍ସ ବ୍ୟୁରୋ): ହିମାଚଳ ପ୍ରଦେଶର ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହୋଇଛି ଓଡ଼ିଶା ଓ ହିମାଚଳ ପ୍ରଦେଶ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍। ପ୍ରଥମ ଦିବସରେ ଦୁଇଟି ଅର୍ଦ୍ଧଶତକ ଦେଖିବାକୁ ମିଳିଥିବା ବେଳେ ୧୨ ଉଇକେଟର ପତନ…
୨୪ ବର୍ଷର ରେକର୍ଡ ଭାଙ୍ଗିଲେ ଉମରାନ
ଗୁଆହାଟୀ,୧୧।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଭାରତୀୟ ଦଳ ଜିତିଛି। ଏହି ମ୍ୟାଚ୍ରେ ବିଜୟ ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି…
ଭାରତ ବିପକ୍ଷ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା
ସିଡନୀ,୧୧।୧: ଭାରତ ବିପକ୍ଷ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ୧୮ ଜଣିଆ ଦଳ ଘୋଷଣା କରିଛି। ବର୍ଡର-ଗାଭାସ୍କର ସିରିଜ ପାଇଁ ୨୨ ବର୍ଷିୟ ଟଡ ମର୍ଫି, ମିଚେଲ ଷ୍ଟାର୍କ ଏବଂ କ୍ୟାମେରନ ଗ୍ରୀନ ମଧ୍ୟ ଅଷ୍ଟ୍ରେଲିଆ ଦଳରେ…
ବୃନ୍ଦାବନରୁ ଫେରି ଶତକ ମାରିଲେ କୋହଲି, ପ୍ରଶଂସକ କହିଲେ ‘ବାବା ଜି କି ଜୟ ହୋ’
ଗୁଆହାଟି,୧୦।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଶତକ ମାରିବାରେ ସଫଳ ହୋଇଛନ୍ତି। ମ୍ୟାଚ୍ରେ ସେ ୧୧୩ ରନ୍ର ଇନିଂସ ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର ୪୫ତମ ଶତକ ଥିଲା। ତେବେ ଏହି ଶତକ ପରେ…

