ଖେଳ

ଟିମ୍‌ ଇଣ୍ଡିଆକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ଶ୍ରୀଲଙ୍କା ଦିନିକିଆ ସିରିଜରୁ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରାଙ୍କୁ ଅନଫିଟ୍‌ କାରଣରୁ ବାଦ ଦିଆଯାଇଛି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଚୟନ ହେବା ପରେ ବୁମ୍‌ରାଙ୍କୁ ସାମିଲ କରାଯାଇଥିଲା। ତେବେ ଏହା ପରେ ସେ…

ଟସ୍‌ ଜିତିଲା ଶ୍ରୀଲଙ୍କା

କୋଲକତା,୧୨।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆଜି କୋଲକତାରେ ଖୋଳାଯାଉଛି। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର ବା…

ଜାନୁଆରୀ ୨୩ରେ ରାହୁଲ-ଆଥିୟାଙ୍କ ବିବାହ!

ଭାରତୀୟ କ୍ରିକେଟର୍‌ କେଏଲ ରାହୁଲ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଦୀର୍ଘଦିନର ପ୍ରେମିକା ତଥା ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କୁ ଜାନୁଆରୀ ୨୩ରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ବିବାହ ଉତ୍ସବ ୩ ଦିନ ଧରି ଚାଲିବ। ୨୧…

ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଯୋଗୁ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ

ସିଡନୀ,୧୨।୧: ମହିଳା ଓ ବାଳିକାଙ୍କ ଶିକ୍ଷା ତଥା ନିଯୁକ୍ତି ଉପରେ ତାଲିବାନର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ମାର୍ଚ୍ଚରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଆଇସିସି ସୁପର ଲିଗର ଏକ ଅଂଶ ଭାବରେ ସଂଯୁକ୍ତ ଆରବ…

ଗୋଡରେ ବଲ୍‌ ବାଜିବାରୁ ରାଗିଗଲେ ଅମ୍ପାୟାର, କଲେ ଏମିତି କାମ

କରାଚି,୧୨।୧: ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚକୁ ନ୍ୟୁଜିଲାଣ୍ଡ ୭୯ ରନ୍‌ରେ ଜିତି ନେଇଛି। ଫଳରେ ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ରେ ହୋଇଛି। ଏହି ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…

ଓଡ଼ିଶା ସେମିଫାଇନାଲରେ

ଭୁବନେଶ୍ୱର, ୧୨ା୧(ସ୍ପୋଟର୍‌ସ ବ୍ୟୁରୋ): ବେଙ୍ଗାଲୁରୁଠାରେ ଚାଲିଥିବା ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ରାଜସ୍ଥାନକୁ ୧୨୨ ରନରେ ପରାସ୍ତ କରିବା ସହ ସେମିଫାଇନାଲରେ ପ୍ରବେଶ କରିଛି। ଲିଗ୍‌ ପର୍ଯ୍ୟାୟରେ ଦଳର ଏହା ହେଉଛି କ୍ରମାଗତ…

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

କୋଲକତା,୧୨।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାନୁଆରୀ ୧୨ରେ ଖେଳାଯିବ। ଏହି ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର ବା ମର…

ଦ୍ୱିତୀୟ ଦିନିକିଆରେ ବି ମିଳି ନ ପାରେ ସୁଯୋଗ !

ନୂଆଦିଲ୍ଲୀ,୧୧।୧: ଶ୍ରୀଲଙ୍କା ବିପକ୍ଷରେ ଗୁରୁବାର ଭାରତ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ଖେଳିବ। ପ୍ରଥମ ମ୍ୟାଚ୍‌ରେ ବିଜେତା ହୋଇଥିବାରୁ ଦଳ ଏହାକୁ ଜିତି ସିରିଜ ଉପରେ କବ୍ଜା କରିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ। ଏମିତିରେ ଦଳରେ ସେଭଳି କିଛି ପରିବର୍ତ୍ତନ ହେବାର…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

କଟକ ଅଫିସ,୧୧ା୧: ବାରବାଟୀରେ ବୁଧବାର ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏଥିରେ ଯୋଗଦେଇ ଓଡ଼ିଶାକୁ ଭୂୟସୀ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଓଡ଼ିଶା…

ହକି ବିଶ୍ୱକପ୍‌ରେ ଭାରତୀୟ ଟିମ୍‌କୁ ଚାମ୍ପିୟନ୍‌ କରିପାରନ୍ତି ଏହି ୫ ଖେଳାଳି…

ନୂଆଦିଲ୍ଲୀ,୧୧।୧: ହକି ବିଶ୍ୱକପ୍‌ ୨୦୨୩ ଆରମ୍ଭ ଜାନୁୟାରୀ ୧୩ ଶୁକ୍ରବାରଠାରୁ ହେବାକୁ ଯାଉଛି। ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଭାରତରେ ଖେଳାଯାଉଛି। ଏଣୁ ଭାରତୀୟ ଟିମ୍‌ ପାଖରେ ସ୍ବଦେଶରେ ଦ୍ୱିତୀୟ ଟାଇଟଲ ଜିତିବାର ସୁବର୍ଣ୍ଣ ଅବସର ରହିବ। ଏହାପୂର୍ବରୁ ଭାରତ ୧୯୭୫ରେ…

ପ୍ରତିଟି ମ୍ୟାଚ୍‌କୁ ଶେଷ ମ୍ୟାଚ୍‌ ଭାବି ଖେଳୁଛି: କୋହଲି

ଗୁଆହାଟି,୧୧।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଗର୍ଜିଛି ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ବ୍ୟାଟ୍‌। ବ୍ରେକ୍‌ରୁ ଫେରି ସେ ଏହି ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିଥିଲେ। ୮୭ ବଲ୍‌ରେ ବିସ୍ଫୋରକ ୧୧୩ରନ୍‌ର ଇନିଂସ ଯୋଗୁ ତାଙ୍କୁ ପ୍ଲେୟାର ଅଫ୍‌ ଦ…

କମ୍ପୁଛି ବାରବାଟୀ: ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ

କଟକ ଅଫିସ,୧୧ା୧: ବୁଧବାର ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି କମ୍ପିଛି ବାରବାଟୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ହକି ମହାକୁମ୍ଭର ଉଦ୍‌ଘାଟନ କରିଛନ୍ତି। ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?