Posted inଖେଳ

ଫିଫା କଂଗ୍ରେସରେ ଯୋଗଦେବେ ଅଭିଜିତ୍‌

ଭୁବନେଶ୍ୱର, ୧୩।୩ (କ୍ରୀଡ଼ା ପ୍ରତିନିଧି): ଫିଫା କଂଗ୍ରେସର ୭୩ତମ ସଂସ୍କରଣ ର୍ବାଣ୍ଡାର କିଗାଲିଠାରେ ଚଳିତ ମାସ ୧୬ ତାରିଖରେ ଅନୁଷ୍ଠିତ ହେବ। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) କାର୍ଯ୍ୟକାରିଣୀ ସଦସ୍ୟ ତଥା ଡେଭେଲପ୍‌ମେଣ୍ଟ କମିଟି ଚେୟାରମ୍ୟାନ ଏବଂ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌ ଏହି କଂଗ୍ରେସରେ ଯୋଗଦେବେ। ଓଡ଼ିଶାର ଜଣେ କ୍ରୀଡ଼ା ପ୍ରଶାସକ ଫିଫା କଂଗ୍ରେସରେ ଯୋଗଦେବା ଏହା ପ୍ରଥମ।

ଏହି କଂଗ୍ରେସରେ ଫିଫାର ସଭାପତି ଓ ସମ୍ପାଦକ ଏବଂ ଅନ୍ୟ କର୍ମକର୍ତ୍ତାଙ୍କ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରତି ଦେଶରୁ ୩ ଜଣ ଲେଖାଏ ପ୍ରତିନିଧି ଏହି କଂଗ୍ରେସରେ ଯୋଗଦେବାର ନିୟମ ରହିଛି। ତେଣୁ ଅଭିଜିତ୍‌ଙ୍କ ବ୍ୟତୀତ ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ ଓ ମହାସଚିବ ଶାଜି ପ୍ରଭାକରନ ର୍ବାଣ୍ଡା ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ରୁତତମ ଅଲରାଉଣ୍ଡର ସାକିବ

ଲଣ୍ଡନ,୩।୬-ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଦ୍ରୁତତମ ଅଲରାଉଣ୍ଡର ଭାବେ ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ୫ ହଜାରରୁ ଅଧିକ ରନ୍‌ କରିବା ସହ ୨୫୦ ଉଇକେଟ...

ଡ୍ରାଭିଡ୍‌, ଗାଙ୍ଗୁଲିଙ୍କ ଉପରେ କମେଣ୍ଟ ଶାହାଙ୍କୁ ମହଙ୍ଗା ପଡ଼ିପାରେ

ନୂଆଦିଲ୍ଲୀ,୨୫।୨: ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଉଇକେଟକିପର ରିଦ୍ଧିମାନ ଶାହା ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପରେ...

ପ୍ରବଳ ରାଗିଗଲେ ଏହି ବ୍ୟାଟ୍ସମ୍ୟାନ୍‌, ଫିଙ୍ଗିଦେଲେ ହେଲ୍‌ମେଟ୍‌

ଚେନ୍ନାଇ,୧୫।୨: ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆକ୍ରମଣାତ୍ମକ କ୍ରିକେଟର ଭାବେ ଜଣାଶୁଣା। ଷ୍ଟୋକ୍ସକୁ ପଡ଼ିଆ ଭିତରେ ଏବଂ ବାହାରେ ପ୍ରତିପକ୍ଷ ଖେଳାଳିଙ୍କ ସହ ଝଗଡା...

ଭାରତର ପରାଜୟ ପରେ ତାଳି ମାରୁଥିଲେ କାର୍ତ୍ତିକ, ରୋହିତ ଦେଲେ ପାନେ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧୦: ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଭାରତୀୟ ଦଳର ଅଂଶ ହୋଇଛନ୍ତି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ପାଇଁ ରୋହିତ...

୪୮ତମ ଜନ୍ମଦିନ ପାଳିଲେ: କରୋନା ମୁକ୍ତ ସଚିନ ପ୍ଲାଜ୍‌ମା ଦାନ କରିବେ

ମୁମ୍ବାଇ, ୨୫।୪(ପି.ଟି.)-  ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସଚିନ ତେନ୍ଦୁଲକର ଶନିବାର ନିଜ ୪୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ କୋଭିଡ୍‌-୧୯ରୁ ସୁସ୍ଥ...

ମ୍ୟାଚବେଳେ ଶୋଇ ପଡିଲେ ଶାସ୍ତ୍ରୀ

ରାଞ୍ଚି,୨୨।୧୦- ଦକ୍ଷିଣ ଆଫ୍ରକା ବିପକ୍ଷରେ ଭାରତ ସିରିଜ କ୍ଲିନ୍‌ ସୁଇପ୍‌ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ତେବେ ମ୍ୟାଚ୍‌ ଚାଲିଥିବା ଅବସରରେ ହେଡ୍‌ କୋଚ...

ଆଇପିଏଲ୍‌ର ସବୁଠୁ ସଫଳ ଅଧିନାୟକଙ୍କ ମନର କଥା

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୩ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ମାର୍ଚ୍ଚ ୩୧ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ...

Advertisement
Archives

Model This Week