ଖେଳ

ନ୍ୟୁଜିଲାଣ୍ଡକୁ ହରାଇଲା ମାଲେସିଆ

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୦।୧:କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହକି ବିଶ୍ୱକପ୍‌ର ପୁଲ୍‌ ‘ସି’ ମ୍ୟାଚରେ ମାଲେସିଆ ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥିସହ ଦୁଇ ଦଳ ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିଛନ୍ତି। ମାଲେସିଆ ଅଧିନାୟକ ମାରହାନ ଜଲିଲ ପ୍ଲେୟର…

ମନୋରଞ୍ଜନ କଲେ ଅର୍ଚ୍ଚିତା-ସବ୍ୟସାଚୀ

ଭାରତ-ୱେଲ୍ସ ମ୍ୟାଚର ପ୍ରଥମାର୍ଦ୍ଧରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଦୁହେଁ ପଡ଼ିଆ ମଧ୍ୟକୁ ଆସି ଚିୟର ଗର୍ଲଙ୍କ ସହ ବିଶ୍ୱକପ୍‌ ସଙ୍ଗୀତର ତାଳେତାଳେ ନୃତ୍ୟ କରିଥିଲେ। ଇଣ୍ଡିଆ, ଇଣ୍ଡିଆ ଧ୍ୱନି ସହ…

ପୁରୁଷ ହକି ବିଶ୍ୱକପ୍‌: ୪-୨ ଗୋଲରେ ଭାରତ ବିଜୟୀ

ଭୁବନେଶ୍ୱର,୧୯।୧: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଭାରତ ୪-୨ ଗୋଲରେ ଓ୍ବେଲ୍ସକୁ ହରେଇଛି। ଭାରତୀୟ ଦଳ ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଅଗ୍ରଣୀ ହାସଲ କରି…

ଇତିହାସ ରଚିଲା ନେଦରଲ୍ୟାଣ୍ଡ୍ସ: ୧୪-୦ ଗୋଲରେ ଚିଲି ପରାସ୍ତ

ଭୁବନେଶ୍ୱର,୧୯।୧: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଇତିହାସ ରଚିଛି। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଚିଲିକୁ ୧୪-୦ ଗୋଲରେ ପରାସ୍ତ କରିଛି ନେଦରଲ୍ୟାଣ୍ଡ୍ସ। ଏହି ବିଜୟ ସହ ନେଦରଲ୍ୟାଣ୍ଡ୍ସ ସିଧାସଳଖ କ୍ୱାର୍ଟର ଫାଇନାଲରେ…

ଶୋଷଣ କ୍ୟାମେରା ସାମ୍ନାରେ ହୋଇ ନ ଥାଏ, ନ୍ୟାୟ ମିଳିବା ପର୍ଯ୍ୟନ୍ତ ବସିବୁ ଧାରଣାରେ: ଫୋଗାଟ

ନୂଆଦିଲ୍ଲୀ,୧୯ ।୧: ଦେଶର ଷ୍ଟାର ମହିଳା ରେସଲର ବିନେଶ ଫୋଗାଟ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସହ ହୋଇଥିବା କଥାବାର୍ତ୍ତା ପରେ ଏକ ବଡ ବୟାନ ଦେଇଛନ୍ତି । ଏହି ବୈଠକ ପରେ ଖବରଦାତାଙ୍କ ସହ କଥା ହୋଇ ବିନେଶ ଫୋଗାଟ କହିଛନ୍ତି,…

କ୍ରୀଡ଼ା ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ରେସଲରଙ୍କ ବୈଠକ ଶେଷ

ନୂଆଦିଲ୍ଲୀ,୧୯।୧: ଭାରତୀୟ କୁସ୍ତିରେ ହଠାତ୍‌ ଝଡ ସୃଷ୍ଟି ହୋଇଛି। ବିନେଶ ଫୋଗତ, ବଜରଙ୍ଗ ପୁନିଆ ସମେତ ପ୍ରାୟ ୩୦ ରେସଲର ରେସଲିଂ ଫେଡେରେସନ ଅଫ ଇଣ୍ଡିଆ ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି। ବର୍ତ୍ତମାନ କ୍ରୀଡ଼ା…

ଶୁବମନ ଗିଲଙ୍କୁ ରାତିରେ ଶୁଆଇ ଦେଉନାହାନ୍ତି ଏହି କ୍ରିକେଟର୍‌

ହାଇଦ୍ରାବାଦ୍‌,୧୯।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆର ବିଜୟରେ ଯୁବ ଓପନର୍‌ ଶୁବମାନ ଗିଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୮ ରନ ରେକର୍ଡ ଇନିଂସ ଖେଳି ଗିଲ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ୩ ମ୍ୟାଚ ବିଶିଷ୍ଟ ଦିନିକିଆ…

କ୍ରିକେଟର୍‌ ସବୁ ଫର୍ମାଟରୁ ଅବସର ନେଲେ ଏହି ମହାନ କ୍ରିକେଟର୍‌

ଜୋହାନ୍ସବର୍ଗ,୧୯।୧: ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ସେ ସମସ୍ତ ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୩୯ ବର୍ଷୀୟ ଆମ୍‌ଲା ତାଙ୍କ କ୍ୟାରିୟରରେ ଏକ ତ୍ରିଶତକ ହାସଲ କରିଛନ୍ତି, କିନ୍ତୁ ବର୍ତ୍ତମାନ…

ପ୍ରେମିକାଙ୍କ ହାତରୁ ମାଡ଼ ଖାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୧୯।୧:୨୦୧୫ରେ ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ୱ ଚାମ୍ପିଅନ କରାଇଥିବା ମାଇକେଲ କ୍ଲାର୍କ ଏବେ ନିଜ ପ୍ରେମିକାଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପ୍ରେମିକାଙ୍କ ସହ ତାଙ୍କର ସଂଘର୍ଷର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ କ୍ଲାର୍କଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ଜାଡେ ୟାରବ୍ରୋ…

‘ବ୍ରଜଭୂଷଣ ବିଦେଶ ଲୁଚି ପଳାଇବାର ରହିଛି ସମ୍ଭାବନା’

ନୂଆଦିଲ୍ଲୀ,୧୯।୧: ସର୍ବଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ୩୦ କୁସ୍ତିଯୋଦ୍ଧା ଜନ୍ତରମନ୍ତରଠାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ବୁଧବାର ରାତି ସାରା ଅନେକ କୁସ୍ତିଯୋଦ୍ଧା ଦିଲ୍ଲୀର ଯନ୍ତରମନ୍ତରରେ ବସି…

ମ୍ୟାଚ୍‌ ପୂର୍ବରୁ ମା’ଙ୍କୁ ମାଗିଥିଲେ ଏହି ଜିନିଷ: ସେହି ଦମ୍‌ରେ ଦଳକୁ ବିପଦରୁ କଲେ ରକ୍ଷା

ହାଇଦ୍ରାବାଦ୍‌,୧୯।୧: ହାଇଦ୍ରାବାଦରେ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଜିତିଛି। ୩୫୦ ରନ ସ୍କୋର କରିବା ସତ୍ତ୍ୱେ ଭାରତ ମାତ୍ର ୧୨ ରନରେ ଜିତିଥିଲା। ଭାରତର ଏହି ବିଜୟରେ ଶୁବମନ ଗିଲଙ୍କ ଦ୍ୱିଶତକ ଯେତିକି…

ଯନ୍ତରମନ୍ତରରେ ରାତି ସାରା ଧାରଣାରେ ବସିଲେ ଖେଳାଳି: ମୋଦିଙ୍କ ଭେଟିବାକୁ ଧରିଲେ ଜିଦ୍‌

ନୂଆଦିଲ୍ଲୀ,୧୯।୧: ସର୍ବଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗ ବିଶ୍ୱ ପଦକ ବିଜେତା ବିନେଶ ଫୋଗାତଙ୍କ ଦ୍ୱାରା କରାଯାଇଛି। ବୁଧବାର ରାତି ସାରା ଅନେକ କୁସ୍ତିଯୋଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?