ଖେଳ

ଉପରକୁ ଉଠିଲେ କୋହଲି

ନୂଆଦିଲ୍ଲୀ,୧୮।୧: ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଦୁଇ ଶତକ ସହ ୨୮୩ ରନ ସ୍କୋର କରିଥିବା ବିରାଟ କୋହଲି ସର୍ବଶେଷ ଆଇସିସି ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ଉପରକୁ ଉଠିଛନ୍ତି। ସେ ଅଷ୍ଟମରୁ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି…

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ହାଇଦ୍ରାବାଦ୍‌,୧୮।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଦଳ ପାଇଁ…

ଦୂତି ଚାନ୍ଦଙ୍କୁ ବଡ଼ ଝଟ୍‌କା: ଡୋପ ଟେଷ୍ଟରେ ଧରାପଡିବା ପରେ ହେଲେ ନିଲମ୍ବିତ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୧: ଏସିଆନ୍‌ ଗେମ୍ସ ପୂର୍ବରୁ ଭାରତୀୟ ଧାବିକା ଦୂତି ଚାନ୍ଦଙ୍କୁ ବଡ଼ ଝଟ୍‌କା ଲାଗିଛି। ଡୋପ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଦୂତି ସିଲେକ୍ଟିଭ ଆଣ୍ଡ୍ରୋଜେନ ରିସେପ୍ଟର ମଡ୍ୟୁଲେଟର ସେବନ କରୁଥିବା ଜଣାପଡିଛି। ତାଙ୍କ…

ଭାରତ ଏକାଦଶରେ ବଡ଼ ପରିବର୍ତ୍ତନ: ଫେରିଲେ ହାର୍ଦ୍ଦିକ-ଶାର୍ଦ୍ଦୁଳ; ସୂର୍ଯ୍ୟକୁମାର-ଇଶାନଙ୍କୁ ମଧ୍ୟ ସୁଯୋଗ

ହାଇଦ୍ରାବାଦ,୧୮।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଭାରତ। ଏହାର ପ୍ରଥର ମୁକାବିଲା ହାଇଦ୍ରାବାଦରେ ବୁଧବାର ଖେଳାଯାଉଛି। ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦିନିକିଆରେ ଭାରତ ଏକାଦଶରେ…

ବ୍ୟାଟିଂ କରିବ ଭାରତ

ହାଇଦ୍ରାବାଦ,୧୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ଗତ ୧୦…

ଶାନ୍ତନୁ ମିଶ୍ରଙ୍କ ଅପରାଜିତ ଶତକ

ଭୁବନେଶ୍ୱର,୧୮।୧(ସ୍ପୋଟର୍‌ସ ବ୍ୟୁରୋ): ମିରଟର ଭିକ୍ଟୋରିଆ ପାର୍କରେ ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଶତକ ହାସଲ କରିଛନ୍ତି ଓଡ଼ିଶା ଓପନର ଶାନ୍ତନୁ ମିଶ୍ର। ଶାନ୍ତନୁଙ୍କ ଅପରାଜିତ ଶତକ ବଳରେ ଓଡ଼ିଶା ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୫ ଉଇକେଟ ହରାଇ ୨୨୨…

ମିଡିଲ ଅର୍ଡରରେ ଖେଳିପାରନ୍ତି କିଶନ

ହାଇଦ୍ରାବାଦ,୧୮।୧(ପି.ଟି.): ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍‌ରେ ବିଜୟ ହାସଲ କରିବା ପରେ ବୁଧବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଖେଳିବାକୁ ଯାଉଛି ଭାରତ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜ୍‌ର ପ୍ରଥମ ମ୍ୟାଚ ପାଇଁ ଇଶାନ…

ବେଲ୍‌ଜିୟମ-ଜର୍ମାନୀ ମ୍ୟାଚ ଡ୍ର

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୮।୧: ଚଳିତ ହକି ବିଶ୍ୱକପରେ ମଙ୍ଗଳବାର କଳିଙ୍ଗ ଷ୍ଟାଡିିୟମରେ ଅନୁଷ୍ଠିତ ବେଲଜିୟମ-ଜର୍ମାନୀ ପୁଲ୍‌ ”ବି’ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ୟୁରୋପର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହେଁ ଏଥିରୁ ଫଳାଫଳ…

ଏସୀୟ ଲଢ଼େଇରେ କୋରିଆର ବାଜିମାତ୍‌

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ମଙ୍ଗଳବାର ଅନୁଷ୍ଠିତ ଏସୀୟ ଲଢ଼େଇରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଏଥିସହ ୨ ମ୍ୟାଚରୁ ପ୍ରଥମ ବିଜୟ ସ୍ବାଦ ଚାଖିଛି କୋରିଆ। କୋରିଆ ପକ୍ଷରୁ ଡବଲ…

ସନ୍ତାନର ଜନକ ହେଲେ ଓ୍ବିଲେନ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ରେ ଜର୍ମାନୀ-ବେଲ୍‌ଜିୟମ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ଏକଦା ପଛୁଆ ସ୍ଥିତିରେ ରହି ଜର୍ମାନୀ ସଫଳ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ପରେ ବେଲ୍‌ଜିୟମ ମ୍ୟାଚକୁ ବରାବର ସ୍ଥିତିକୁ ଆଣିବାରେ ସକ୍ଷମ ହୋଇଥିଲା। ମ୍ୟାଚର ଏହି ଫଳାଫଳ…

କିଟ୍‌ ଓ କିସ୍‌ ପରିଦର୍ଶନ କଲେ ୱେଲ୍ସ ହକି ଦଳ

ଭୁବନେଶ୍ୱର,୧୮।୧(ସ୍ପୋଟ୍ସ ର୍‌ ବ୍ୟୁରୋ): ପୁରୁଷ ହକି ବିଶ୍ୱକପ୍‌ରେ ଭାଗ ନେବାକୁ ଆସିଥିବା ୱେଲ୍ସ ହକି ଦଳ ମଙ୍ଗଳବାର କିଟ୍‌ ଓ କିସ୍‌ ପରିଦର୍ଶନ କରିଥିଲେ। କିସ୍‌ରେ ପାଠ ପଢୁଥିବା ୩୦ ହଜାର ଛାତ୍ରୀଛାତ୍ରଙ୍କୁ ଦେଖି ୱେଲ୍ସ ହକି ଦଳର ଖେଳାଳି ଓ…

ଜାପାନ ଦଳରୁ ଖେଳିଲେ ୧୨ ଜଣ

ଭୁବନେଶ୍ୱର,୧୮।୧ (କ୍ରୀଡ଼ା ପ୍ରତିନିଧି): ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାପାନ ବନାମ ଦକ୍ଷିଣ କୋରିଆ ହକି ବିଶ୍ୱକପ୍‌ ମ୍ୟାଚରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ଜାପାନ ୧-୨ ଗୋଲରେ ପଛୁଆ ରହିଥିବାରୁ ମ୍ୟାଚର ଶେଷ ୩ ମିନିଟ ଅଲ୍‌ଆଉଟ ଖେଳିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?