ଜାତୀୟ

ମହାୟୁତି କ୍ୟାବିନେଟର ହେଲା ସମ୍ପ୍ରସାରଣ, କଟିଲା ଛଗନ ଭୁଜବଳଙ୍କ ସହ ୯ ବରିଷ୍ଠ ନେତାଙ୍କ ପତ୍ତା

ନାଗପୁର,୧୫।୧୨: ରବିବାର ଅପରାହ୍ନରେ ନାଗପୁରରେ ମହାୟୁତି ଗ୍ରାଣ୍ଡ ଆଲାଇନ୍ସର ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କ୍ୟାବିନେଟରେ କିଏ ସୁଯୋଗ ପାଇବ ଏବଂ କିଏ ଶପଥ ନେବେ? ବର୍ତ୍ତମାନ ଏହାର ଚିତ୍ର ପ୍ରାୟ ସ୍ପଷ୍ଟ ହୋଇଛି । ସମସ୍ତ ତିନି…

କମେଡିଆନ ସୁନୀଲ ପାଲଙ୍କ ଅପହରଣକାରୀଙ୍କୁ ଏନକାଉଣ୍ଟର

ମେରଟ,୧୫।୧୨: କମେଡିଆନ ସୁନୀଲ ପାଲ ଏବଂ ଅଭିନେତା ମୁସ୍ତାକ ଖାନଙ୍କ ଅପହରଣକାରୀ ଅର୍ଜୁନ କର୍ଣ୍ଣଓ୍ବାଲଙ୍କୁ ପୋଲିସ ଏନକାଉଣ୍ଟର କରିଛି। ଅଭିଯୁକ୍ତଜଣଙ୍କ ପୋଲିସ ହେପାଜତରୁ ଫେରାର ହେବାକୁ ଚେଷ୍ଟା କରୁଥିଲେ। ହେଲେ ପୋଲିସର ପାଲଟା ଜବାବ ଦେଇ ଏନକାଉଣ୍ଟର କରିଛି। ତେବେ ଘଟଣା…

ଆମେ ତାଙ୍କ ସାମ୍ନାରେ ‘ବେବି’, ଅମିତ ଶାହାଙ୍କୁ ଭେଟି ଏମିତି ପ୍ରତିକ୍ରିୟା ଦେଲେ ଅଭିନେତା ବରୁଣ ଧଓ୍ବନ

ନୂଆଦିଲ୍ଲୀ,୧୫।୧୨: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ବେବି ଜନ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନୂଆଦିଲ୍ଲୀ ଗସ୍ତ ସମୟରେ ଏହି ଅଭିନେତା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ବରୁଣ ଧାୱନ ଅମିତ ଶାହାଙ୍କ ସହ ସାକ୍ଷାତକାରର ଫଟୋ…

ସାମ୍ନା ସାମ୍ନି ହେଲେ ଭାଜପା-ଟିଡିପି, ଜାଣନ୍ତୁ ସଂସଦରେ କେଉଁ ପ୍ରଶ୍ନ ଉଠାଇଲେ ଚନ୍ଦ୍ରାବାବୁ ନାଇଡୁଙ୍କ ଦଳ

ନୂଆଦିଲ୍ଲୀ,୧୫।୧୨: ସଂସଦରେ ସମ୍ବିଧାନ ଉପରେ ଆଲୋଚନା ବେଳେ ଚନ୍ଦ୍ରାବାବୁ ନାଇଡୁଙ୍କ ଦଳ କେନ୍ଦ୍ର ନେଇଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି। ଲୋକ ସଭାରେ ସମ୍ବିଧାନ ଉପରେ ବିତର୍କ ସମୟରେ ଜନସଂଖ୍ୟା ଆଧାରରେ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ କରାଯିବା ନେଇ ଟିଡିପି ଏମପି…

ବନ୍ଧା ହେଲେ ଅତୁଲ ସୁଭାଷଙ୍କ ପତ୍ନୀ ନିକିତା; ଶାଶୁ-ଶଳାଙ୍କୁ ମଧ୍ୟ…

ବେଙ୍ଗାଲୁରୁ,୧୫।୧୨: AI ସଫ୍ଟଓ୍ବୟାର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ପୋଲିସ ପତ୍ନୀ ତଥା ଅଭିଯୁକ୍ତ ନିକିତା ସିଙ୍ଘାନିଆଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ନିକିତା ହରିୟାଣାର ଗୁରୁଗ୍ରାମରେ ଗିରଫଦାରି ଭୟରେ ଲୁଚି ରହିଥିଲେ। ତାଙ୍କ ସହ ମା’ ନିଶା ସିଙ୍ଘାନିଆ…

‘ଗରିବୀ ହଟାଅ’ ସବୁଠୁ ବଡ଼ ଜୁମ୍‌ଲା: ମୋଦି

ନୂଆଦିଲ୍ଲୀ,୧୫।୧୨: ସମ୍ବିଧାନ ପ୍ରଣୟନକୁ ୭୫ ବର୍ଷ ପୂରିଥିବାବେଳେ ଏହାକୁ ନେଇ ଶୁକ୍ରବାରଠାରୁ ପାର୍ଲାମେଣ୍ଟରେ ଜୋର୍‌ଦାର ବିତର୍କ ଜାରି ରହିଛି। ଶନିବାର ଏହି ବିତର୍କର ଉତ୍ତର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତାଙ୍କ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ବିଭିନ୍ନ…

କେନ୍ଦ୍ରାପଡ଼ା ଜିଲାକୁ ଅତ୍ୟଧିକ ବନ୍ୟା, ମରୁଡ଼ି ବିପଦ

ନୂଆଦିଲ୍ଲୀ,୧୫ା୧୨: ଓଡ଼ିଶାର କେନ୍ଦ୍ରାପଡ଼ା, ବିହାରର ପାଟନା ଏବଂ କେରଳର ଆଲାପୁଝା ସମେତ ୧୧ ଜିଲାକୁ ବନ୍ୟା ଓ ଅନାବୃଷ୍ଟିର ଅତ୍ୟଧିକ ବିପଦ ରହିଥିବା ନେଇ ଆଇଆଇଟି ଜଳବାୟୁ ବିପଦ ମୂଲ୍ୟାୟନ ରିପୋର୍ଟରେ ସତର୍କ କରିଦିଆଯାଇଛି। ଏହାର ପ୍ରଶମନ ପାଇଁ ସରକାର ତୁରନ୍ତ…

୧୬ରେ ଆସିବ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍‌

ନୂଆଦିଲ୍ଲୀ,୧୪ା୧୨: ଏକସଙ୍ଗେ ଦେଶରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ (ଓଏନ୍‌ଓଇ) ବିଲ୍‌ ସୋମବାର ଲୋକ ସଭାରେ ଆଗତ କରାଯିବାକୁ ତାଲିକାଭୁକ୍ତ ହୋଇଛି। ବିଭିନ୍ନ କାରଣରୁ ଦେଶରେ ଏକସଙ୍ଗେ ନିର୍ବାଚନ ହେବା…

ଆୟୁଷ୍ମାନ ଭାରତ ଯୋଜନାରେ ୩ ଲକ୍ଷ ୪୨ ହଜାରରୁ ଅଧିକ ଠକେଇ ମାମାଲା, ୫୬ ହଜାର ନକଲି ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୪।୧୨: ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ମଧ୍ୟରୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ଗତ ୫ବର୍ଷ ମଧ୍ୟରେ ବହୁ ଠକେଇ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଲୋକ ସଭାରେ ସୂଚନା ଦେଇଛନ୍ତି…

ବୋର୍‌ କଲେ ମୋଦି, କାହିଁକି ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୪।୧୨: ଲୋକ ସଭାରେ ସମ୍ବିଧାନ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୧୦ ମିନିଟର ଦୀର୍ଘ ଭାଷଣରେ ୱାୟାନଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ବିରକ୍ତିକର, ଯେଉଁଥିପାଇଁ ସେ…

ନାଗରିକ କର୍ତ୍ତବ୍ୟରୁ ନେଇ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପର୍ଯ୍ୟନ୍ତ, ଲୋକ ସଭାରେ ମୋଦିଙ୍କ ୧୧ ସଂକଳ୍ପ

ନୂଆଦିଲ୍ଲୀ,୧୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (୧୪ ଡିସେମ୍ବର ୨୦୨୪) ରେ ‘ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା’ ଉପରେ ଆଲୋଚନାରେ ଅଂଶଗ୍ରହଣ କରୁଥିବାବେଳେ ସମ୍ବିଧାନ, ସଂଶୋଧନ, କଂଗ୍ରେସ, ମହିଳାଙ୍କ ଉନ୍ନତି ବିଷୟରେ ଆଲୋଚନା କରିଥିଲେ। ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି…

ଦୁଇ ଦିନ ହେବ ଇସ୍ତାନବୁଲରେ ଫସିଛନ୍ତି ଶହ ଶହ ଭାରତୀୟ, ଇଣ୍ଡିଗୋ ପଠାଇବ ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୪।୧୨: ବର୍ତ୍ତମାନ ଇସ୍ତାନବୁଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଇଣ୍ଡିଗୋ ରିଲିଫ ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଗତ ଦୁଇ ଦିନ ମଧ୍ୟରେ ବୈଷୟିକ କାରଣରୁ ଦୁଇଟି ଇଣ୍ଡିଗୋ ବିମାନ ବାତିଲ କରାଯାଇଛି। ଏହି କାରଣରୁ ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?