ଜାତୀୟ

ନିର୍ମାଣ ହେବ ଆଉ ଏକ ରାମ ମନ୍ଦିର! ମମତାଙ୍କୁ ଟାର୍ଗେଟ କଲା ଭାଜପା

କୋଲକାତା,୧୪।୧୨: ପଶ୍ଚିମବଙ୍ଗରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ମଧ୍ୟ ଘୋଷଣା କରିଛି। ତ୍ରୁଣମୂଳ କଂଗ୍ରେସ ଏମପି ହୁମାୟୁ କବୀରଙ୍କ ବିବୃତ୍ତି ପରେ ଏହି ଘୋଷଣା କରାଯାଇଛି ଯେଉଁଥିରେ ସେ ରାଜ୍ୟରେ ବାବ୍ରି ପରି ମସଜିଦ ନିର୍ମାଣ ବିଷୟରେ…

ଆଇସିୟୁରେ ଆଡଭାନୀ

ନୂଆଦିଲ୍ଲୀ,୧୪ା୧୨: ଭାଜପାର ବର୍ଷୀୟାନ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଶନିବାର ଦିଲ୍ଲୀର ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଜୁଲାଇରୁ ଇତିମଧ୍ୟରେ ସେ ୪ ଥର ହସ୍ପିଟାଲରେ ଭର୍ତ୍ତି ହେଲେଣି। ୯୭…

ଗିରଫ ଭୟରେ ଆଗୁଆ ହାଇକୋର୍ଟ ପହଞ୍ଚିଲେ ଅତୁଲଙ୍କ ସ୍ତ୍ରୀ

ବେଙ୍ଗାଲୁରୁ,୧୪।୧୨: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ସ୍ତ୍ରୀ ନିକିତା ସିଙ୍ଗାଣିଆ ଏବଂ ତାଙ୍କ ଶ୍ୱଶୁରଘର ସଦସ୍ୟମାନେ ଆହ୍ଲାବାଦ ହାଇକୋର୍ଟରେ ଏକ ଜାମିନ ଆବେଦନ କରିଛନ୍ତି। କୁହାଯାଉଛି ଯେ ଗିରଫକୁ ଏଡାଇବା ପାଇଁ ନିକିତା ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଶୁକ୍ରବାର ଦାଖଲ…

ଚାଇନାକୁ ବଡ଼ ଝଟ୍‌କା ଦେଲା ଭାରତ! ଏବେ ସାରା ବିଶ୍ୱ ରହିବ ହାତ ମୁଠାରେ

ନୂଆଦିଲ୍ଲୀ,୧୪।୧୨: ଭାରତର ବଢୁଥିବା ଶକ୍ତିକୁ ବିଶ୍ୱ ଅଭିବାଦନ ଜଣାଉଛି। ଭାରତର ଅର୍ଥନୈତିକ ଏବଂ ବୈଦେଶିକ ନୀତି ସବୁଆଡେ ସମାଲୋଚିତ ହେଉଛି। ବର୍ତ୍ତମାନ ଭାରତ ଇରାନ ଏବଂ ଆର୍ମେନିଆ ସହିମ୍ମିKଶଇଏକ ବଡ଼ ଗେମ୍‌ ଖେଳିଛି। ଇରାନ ଏବଂ ଆର୍ମେନିଆ ସହିତ ଭାରତ ବିଶ୍ୱ…

ଉତ୍ତରପ୍ରଦେଶରେ ମନୁ ସ୍ମୃତି ପ୍ରଯୁଜ୍ୟ, ସମ୍ବିଧାନ ନୁହେଁ, କାହିଁକି ଏମିତି କହି ରାଗିଲେ ରାହୁଲ

ନୂଆଦିଲ୍ଲୀ,୧୪ା୧୨: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶନିବାର ଗୃହରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ ରାହୁଲ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଥିଲେ। ୟୁପିର ଯୋଗୀ ସରକାରଙ୍କୁ ମଧ୍ୟ ହାଥ୍‌ରସ୍‌ ବଳାତ୍କାର ମାମଲାରେ…

କୃଷକଙ୍କୁ ଆର୍‌ବିଆଇର ବଡ଼ ଉପହାର

ନୂଆଦିଲ୍ଳୀ,୧୪।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୃଷକମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ସୀମାକୁ ୧.୬ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏହି ନିଷ୍ପତ୍ତି ଜାନୁଆରୀ ୧, ୨୦୨୫ରୁ କାର୍ଯ୍ୟକାରୀ ହେବ। ଇନପୁଟ ମୂଲ୍ୟ ବୃଦ୍ଧି ମଧ୍ୟରେ କ୍ଷୁଦ୍ର ଚାଷୀମାନଙ୍କୁ…

ବିଶ୍ୱ ଚେସ୍‌ ଚାମ୍ପିୟନ୍‌ ଡି ଗୁକେଶଙ୍କ ଉପରେ ଟଙ୍କାବର୍ଷା, ବିଜୟ ପରେ ପାଇଲେ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ସିଙ୍ଗାପୁରରେ ଚାଲିଥିବା ୨୦୨୪ ବିଶ୍ୱ ଚେସ ଚାମ୍ପିୟନସିପରେ ବିଜୟୀ ହୋଇଛନ୍ତି ଭାରତର ୧୮ ବର୍ଷୀୟ ଚେସ ତାରକା ଡି ଗୁକେଶ ବା ଗୁକେଶ ଡୋମାରାଜୁ । ଏପ୍ରିଲ…

ବଡ଼ ଗେମ୍‌ ଖେଳିଲେ ୟୁନୁସ ସରକାର, ବଢିଲା ଭାରତର ଟେନସନ

ନୂଆଦିଲ୍ଲୀ,୧୪।୧୨: ବାଂଲାଦେଶର ୟୁନୁସ ସରକାରଙ୍କ ନୂତନ ନିଷ୍ପତ୍ତି ଭାରତର ଟେନସନକୁ ବଢାଇ ଦେଇଛି। ପାକିସ୍ତାନୀ ନାଗରିକଙ୍କ ପାଇଁ ବାଂଲାଦେଶ ଭିସା ପ୍ରତିବନ୍ଧକକୁ ଆରାମ ଦେଇଛି। ପାକିସ୍ତାନୀ ନାଗରିକଙ୍କ ପାଇଁ ସୁରକ୍ଷା କ୍ଲିୟରାନ୍ସ ଶେଷ ହେବା ସହିତ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର…

ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା: ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୪।୧୨:ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି କାରଣରୁ ତାଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ଲାଲକୃଷ୍ଣ ଆଡଭାନୀଙ୍କୁ ୯୭ ବର୍ଷ ବୟସ।…

ଜେଲ୍‌ରୁ ମୁକୁଳିବା ପରେ ଏମିତି କହିଦେଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ୍‌,୧୪।୧୨: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାର ଗୋଟିଏ ଦିନ ପରେ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।…

ରକ୍ତପ୍ରବାହରେ ବାୟୁ ପ୍ରଦୂଷଣ ବାଧକ

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ଦୀର୍ଘଦିନ ବାୟୁ ପ୍ରଦୂଷଣ ସମସ୍ୟା ଲାଗିରହିଲେ, ଶରୀରର ଆଭ୍ୟନ୍ତରୀଣ ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ୩୯ ବଢ଼ି ୧୦୦ ପ୍ରତିଶତ ଉପରକୁ ଯାଇପାରେ ବୋଲି ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ୧୭ ବର୍ଷ ଧରି ୬,୬୫୦ ଜଣ…

ରାଜ୍ୟ ସଭାରେ ମହାଭିଯୋଗ ନୋଟିସ ଆଣିଲେ ବିରୋଧୀ

ନୂଆଦିଲ୍ଲୀ,୧୪ା୧୨: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଶେଖର କୁମାର ଯାଦବଙ୍କ ବିରୋଧରେ ରାଜ୍ୟ ସଭାରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ସଦସ୍ୟମାନେ ଶୁକ୍ରବାର ନୋଟିସ୍‌ ଦେଇଛନ୍ତି। ସେମାନେ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?