ଦୀପାବଳିରେ ବାଣ ନିଷେଧାଦେଶ କାର୍ଯ୍ୟକାରୀ ହୋଇନି
ନୂଆଦିଲ୍ଲୀ,୫ା୧୧(ପି.ଟି.): ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏହା ସତ୍ତ୍ୱେ ଦୀପାବଳି ପରେ ରାଜଧାନୀ ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଥିବାରୁ ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ ସରକାର ଏବଂ ପୋଲିସ…
କାନାଡା ହିନ୍ଦୁ ମନ୍ଦିରରେ ଖଲିସ୍ତାନୀଙ୍କ ଆକ୍ରମଣ
ଓଟ୍ଟାଓ୍ବା/ନୂଆଦିଲ୍ଲୀ,୫ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍ଟନ୍ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି ଆକ୍ରମଣର ପ୍ରତିବାଦରେ ହିନ୍ଦୁମାନେ ବିକ୍ଷୋଭ କରୁଥିବାବେଳେ କାନାଡା ପୋଲିସ ସେମାନଙ୍କୁ ମାଡ଼ ମାରିଥିବା…
କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଡୋର୍ ବନ୍ଦ କରିଦେଲେ ମାଲିକ: ଆଉ ତା’ପରେ…
ଗାନ୍ଧୀନଗର, ୪।୧୧:ଗୁଜରାଟର ଅମରେଲୀ ଜିଲା ରାନ୍ଧିୟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ କାର୍ ମଧ୍ୟରେ ୪ ଜଣ ଶିଶୁଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁଘଟିଛି। ମୃତ ୪ ଶିଶୁ ମଧ୍ୟପ୍ରଦେଶର ଧର ନିବାସୀ ଏକ କୃଷି ଶ୍ରମିକ ଦମ୍ପତିଙ୍କର ହୋଇଥିବା…
୩୭୦ ଉଚ୍ଛେଦ ବିରୋଧରେ ପ୍ରସ୍ତାବକୁ ନେଇ କଶ୍ମୀର ବିଧାନସଭାରେ ଉତ୍ତେଜନା
ଶ୍ରୀନଗର,୪ା୧୧ : ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନରେ ଅନୁଚ୍ଛେଦ ୩୭୦ ବିରୋଧରେ ପ୍ରସ୍ତାବକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପିଡିପି ବିଧାୟକ ଓ୍ବାହିଦ ପାରା ସୋମବାର ବିଧାନସଭାରେ ୩୭୦ ଉଚ୍ଛେଦ ବିରୋଧରେ ପ୍ରସ୍ତାବ ଆଣିବା ସହ ତୁରନ୍ତ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା…
ଓଡ଼ିଶା ରାଜ୍ୟପାଳଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ: କାହିଁକି ଏମିତି କହିଲେ ଜୟରାମ ରମେଶ
ରାଞ୍ଚି,୪।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବାରମ୍ବାର ସାମ୍ପ୍ରଦାୟିକ ବୟାନବାଜି କରୁଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ସାଧାରଣ ସମ୍ପାଦକ ଜୟରାମ ରମେଶ ସୋମବାର ନିର୍ବାଚନ ଆୟୋଗ(ଇସି)ଙ୍କୁ ଏକ…
କାନାଡ଼ା ସରକାରଙ୍କୁ ମୁହଁତୋଡ଼ ଜବାବ ଦେଳେ ମୋଦି: ହିନ୍ଦୁ ମନ୍ଦିର ଆକ୍ରମଣକୁ କଡ଼ା ନିନ୍ଦା
ଓଟ୍ଟାଓ୍ବା/ନୂଆଦିଲ୍ଲୀ,୪ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍ଟନ୍ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି ଆକ୍ରମଣର ପ୍ରତିବାଦରେ ହିନ୍ଦୁମାନେ ବିକ୍ଷୋଭ କରୁଥିବାବେଳେ କାନାଡା ପୋଲିସ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ…
ଝାଡଖଣ୍ଡ ନିର୍ବାଚନ ପୂର୍ବରୁ ମୋଦି ଖେଳିଲେ ବଡ଼ ମାଷ୍ଟରଷ୍ଟ୍ରୋକ, ପଲଟିଯିବ ହେମନ୍ତ ସୋରେନଙ୍କ ସବୁ ଗେମ୍! ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୪।୧୧: ୧୩ ନଭେମ୍ବରରେ ଝାଡଖଣ୍ଡ ବିଧାନସଭା ୨୦୨୪ର ନିର୍ବାଚନ ହେବ। ଏହି ସମୟରେ ସମସ୍ତ ଦଳର ପ୍ରାର୍ଥୀ ଏବଂ ନେତାମାନେ ମଧ୍ୟ ସାଧାରଣ ସଭା ତଥା ସମାବେଶକୁ ସମ୍ବୋଧିତ କରୁଛନ୍ତି । ନିର୍ବାଚନରେ ଭାଜପାର ବିଜୟ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ…
ବଦଳିଲା ଉପ ନିର୍ବାଚନ ତାରିଖ
ନୂଆଦିଲ୍ଲୀ,୪।୧୧: ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ତାରିଖ ପରିବର୍ତ୍ତନ କରାଯାଇଛି। ଏହି ଆସନଗୁଡିକରେ ଭୋଟ ବର୍ତ୍ତମାନ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ହେବ। ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ବିଭିନ୍ନ ପର୍ବ ଯୋଗୁଁ…
ଏନକାଉଣ୍ଟର ସ୍ପେଶାଲିଷ୍ଟ ପତ୍ନୀଙ୍କ ସମେତ ୩ ବଡ଼ ନେତା ପ୍ରତ୍ୟାହାର କଲେ ନାମାଙ୍କନ ପତ୍ର
ମୁମ୍ବାଇ,୪।୧୧: ମହାରାଷ୍ଟ୍ର ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି ଏବଂ ସମସ୍ତ ଦଳ ଜିତିବାକୁ ଚେଷ୍ଟା କରୁଛନ୍ତି। ପ୍ରାର୍ଥୀଙ୍କ ନାମାଙ୍କନ ପରେ, ବର୍ତ୍ତମାନ ଏମଭିଏ ଏବଂ ମହାୟୁତି ନିଜ ବିଦ୍ରୋହୀଙ୍କୁ ଭୟ କରୁଛନ୍ତି। ଏହି ସମୟରେ ନାମାଙ୍କନ ପ୍ରତ୍ୟାହାରର ଶେଷ…
ଅବଦୁଲ ରହିମ ରାଥର ହେଲେ ଜମ୍ମୁ-କଶ୍ମୀର ବିଧାନସଭାର ସ୍ପିକର
ଶ୍ରୀନଗର,୪।୧୧: ଜମ୍ମୁ କଶ୍ମୀରର ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ନ୍ୟାଶନାଲ କନଫରେନ୍ସର ବରିଷ୍ଠ ନେତା ତଥା ଚାର-ଇ-ସରିଫ ବିଧାୟକ ଅବଦୁଲ ରହିମ ରାଥର ଜମ୍ମୁ କଶ୍ମୀର ବିଧାନସଭାର ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ସାତଥର ବିଧାୟକ ରହି…
ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା: ଘାଟୀରୁ ଖସିଲା ବସ୍, ୨୨ ମୃତ
ନୂଆଦିଲ୍ଲୀ,୪।୧୧: ଉତ୍ତରାଖଣ୍ଡର ଆଲମୋଡାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ପ୍ରାୟ ୨୨ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ସମ୍ଭାବନା ରହିଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ହୋଇଥିଲା କମ୍ପିଟିଶନ, ହେଲେ ଜିତିଲେ କିଏ? ରାହୁଲ କହିଲେ…
ଓ୍ବାୟନାଡ,୪।୧୧: ୱାୟାନାଡ ଉପ-ନିର୍ବାଚନ ପାଇଁ ନଭେମ୍ବର ୧୩ରେ ଭୋଟ ଅନୁଷ୍ଠିତ ହେବ। ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଇଁ ପ୍ରଚାର କରିଥିଲେ। ସେ ୱାୟାନାଡ ଲୋକ ସଭା ଉପ-ନିର୍ବାଚନରେ ଦଳର ପ୍ରାର୍ଥୀ ହୋଇଛନ୍ତି।…
Archives


