ଜାତୀୟ

ଜାତିଗତ ଭେଦଭାବର ଶିକାର ହେଲେ ଏମ୍‌ପି ଇଲାୟାରାଜା: ମନ୍ଦିରର ଗର୍ଭଗୃହରେ ପ୍ରବେଶ କରାଇଦେଲେନି ପୂଜକ

ନୂଆଦିଲ୍ଲୀ,୧୬।୧୨: ଭାରତ ବିକାଶର ନୂତନ ଉଚ୍ଚତାକୁ କ୍ରମାଗତ ଭାବରେ ସ୍ପର୍ଶ କରୁଛି। ଆଜି ଭାରତ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଛି। ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି। ଏହା ପରେ ମଧ୍ୟ ଦେଶର ଲୋକଙ୍କୁ ଜାତିଗତ ଭେଦଭାବର ସମ୍ମୁଖୀନ ହେବାକୁ ପଡିବ।…

ନୂଆବର୍ଷରେ ଭାରତକୁ ବଡ଼ ଉପହାର ଦେବେ ପୁଟିନ୍‌!

ନୂଆଦିଲ୍ଳୀ,୧୬।୧୨: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପୂର୍ବ ଅପେକ୍ଷା ଭଲ ଏବଂ…

ଗ୍ରାମୀରୁ ଆରମ୍ଭ କରି ପଦ୍ମଭୂଷଣ ପର୍ଯ୍ୟନ୍ତ ପୁରସ୍କାର ଜିତିଥିଲେ ତବଲା ବାଦକ ଜାକିର ହୁସେନ୍‌

ନୂଆଦିଲ୍ଳୀ,୧୬।୧୨: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି। ସେ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ଡାକ୍ତରଖାନାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଏଠାରେ ଚିକିତ୍ସିତ ହେଉଥିଲେ। ସୋମବାର ତାଙ୍କ ପରିବାର ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା…

କେବେ ମୁଖ୍ୟମନ୍ତ୍ରୀ ହେବେ ଅଜିତ ପାଓ୍ବାର? ଏନସିପି ମୁଖିଆଙ୍କ ଉତ୍ତରରେ…

ମୁମ୍ବାଇ,୧୬।୧୨: ମହାରାଷ୍ଟ୍ର ନିର୍ବାଚନରେ ମହାୟୁତୀ ସଂଖ୍ୟାଗରିଷ୍ଠତା ହାସଲ କରିବାର ପ୍ରାୟ ୨୩ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କ୍ୟାବିନେଟ ପ୍ରସ୍ତୁତ ହୋଇଛି। ରବିବାର (ଡିସେମ୍ବର୧୫) ନାଗପୁରରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇଥିଲା ଯେଉଁଥିରେ ୩୯ ମନ୍ତ୍ରୀ ଶପଥ…

ସମ୍ପର୍କୀୟ ଭାଇଙ୍କୁ ପ୍ରେମ, ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା

ଗାନ୍ଧୀନଗର, ୧୬।୧୨: ଗୁଜରାଟରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମନାକୁ ଆସିଛି। ଗାନ୍ଧୀନଗରରେ ପାୟଲ ନାମ୍ନୀ ଜଣେ ଯୁବତୀ ବିବାହର ୪ ଦିନ ପରେ ନିଜ ସ୍ବାମୀ ଭାବିକଙ୍କୁ ହତ୍ୟା କରିଛନ୍ତି। ଗତ ୧୦ରେ ଅହମଦାବାଦ ନିବାସୀ ଭାବିକ ଓ ଗାନ୍ଧୀନଗର ନିବାସୀ…

ଟ୍ରାକ୍ଟର ଚୋରି ଅଭିଯୋଗ: ରାତି ସାରା ପିଟି ହତ୍ୟା

ପାଟନା,୧୬ା୧୨: ବିହାରର ମୁଜାଫରପୁରରେ ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଲୋକେ ଲୋକେ ପିଟି ମାରିଦେଇଛନ୍ତି। ଅଭିଯୁକ୍ତ ଶମ୍ଭୁ ଶାହନି ନିଜ ଭୁଲ୍‌ ପାଇଁ ବାରମ୍ବାର କ୍ଷମା ମାଗିବା ସତ୍ତ୍ୱେ ତାଙ୍କ କଥା କେହି ଶୁଣି ନ ଥିଲେ। ତାଙ୍କ ଗୋଡ଼କୁ ଏକ…

ବିଜୟର ୨୩ ଦିନ ପରେ ଶପଥ

ନାଗପୁର,୧୬।୧୨(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆଶାତୀତ ସଫଳତା ହାସଲର ୨୩ ଦିନ ପରେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ୨ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ଅଜିତ ପାଓ୍ବାର ଶପଥ ନେବାର ୧୦…

ମାଓବାଦୀଙ୍କୁ ଅମିତ୍‌ ଶାହାଙ୍କ ବଡ଼ ଚେତାବନୀ

ଜଗଦଲପୁର,୧୫ା୧୨: ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ନିବେଦନ କରିଛନ୍ତି। ଆତ୍ମସମର୍ପଣ ପରେ ସେମାନଙ୍କ ଥଇଥାନ ସରକାରଙ୍କ ଦାୟିତ୍ୱ ବୋଲି ଶାହା ରବିବାର ଛତିଶଗଡ଼ର ବସ୍ତର…

ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ

ଓ୍ବାଶିଂଟନ, ୧୫।୧୨: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ ହୃଦଘାତରେ ଦେହାନ୍ତ ହୋଇଛି। ପୂର୍ବରୁ ଗମ୍ଭୀର ହୃଦ୍‌ରୋଗରେ ପୀଡିତ ହୋଇ ଆମେରିକାର ସାନ ଫ୍ରାନ୍ସିସ୍କୋସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ରାଜସ୍ଥାନ…

୪ ଅଙ୍ଗୁଳି କାଟିଦେଲେ କମ୍ପ୍ୟୁଟର ଅପରେଟର

ସୁରଟ,୧୫ା୧୨: ଗୁଜରାଟର ମୟୂର ତାରାପରା ସୁରଟସ୍ଥିତ ଏକ ଜୁଏଲାରି ଷ୍ଟୋରରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟସ୍ଥଳରେ ଅତ୍ୟଧିକ ଚାପ ଯୋଗୁ ଗତ ୮ରେ ସେ ନିଜ ଅଙ୍ଗୁଳିଗୁଡ଼ିକୁ କାଟି ଦେଇଛନ୍ତି। ୩୨ ବର୍ଷୀୟ ମୟୂର ପ୍ରଥମେ ରାସ୍ତାରେ ଅଚେତ…

ଗୁଗୁଲ ଡ୍ରାଇଭରୁ ଉଭାନ ହୋଇଗଲା ଅତୁଲ ସୁଭାଷଙ୍କ ସୁଇସାଇଡ ନୋଟ!

ବେଙ୍ଗାଲୁରୁ,୧୫।୧୨: ଇଞ୍ଜିନିୟର ଅତୁଲ ସୁଭାଷ ତାଙ୍କ ସ୍ତ୍ରୀ ନିକିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ପ୍ରାୟ ଏକ ସପ୍ତାହ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ୩୪ ବର୍ଷିୟ ଅତୁଲଙ୍କ ମୃତ୍ୟୁ ପୂର୍ବରୁ ଶେୟାର ହୋଇଥିବା ଗୁଗୁଲ ଡ୍ରାଇଭ…

ମହାରାଷ୍ଟ୍ରରେ ବଡ଼ ଧରଣର ଓଲଟ ପାଲଟ, ଇସ୍ତଫା ଦେଲେ ଏହି ବରିଷ୍ଠ ନେତା

ମୁମ୍ବାଇ,୧୫।୧୨: ମହାରାଷ୍ଟ୍ରରେ ବିଧାନସଭା ନର୍ବାଚନ ପରେ ଆରମ୍ଭ ହୋଇଥିବା ରାଜନୈତିକ ଅସ୍ଥିରତା ବନ୍ଦ ହେବାର କୌଣସି ସଙ୍କେତ ଦେଉନାହିଁ। କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ସମୀକରଣ ଖରାପ ହେବାରେ ଲାଗିଥିଲା ଏବଂ ବେଳେବେଳେ ସରକାର ଗଠନ ଏବଂ ମନ୍ତ୍ରୀଙ୍କ ତାଲିକାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?