ଜାତୀୟ

୧୦ହଜାର ଏୟାର ଇଣ୍ଡିଆ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ କରିବେ ମନୀଷ ମଲହୋତ୍ରା

ନୂଆଦିଲ୍ଲୀ,୨୯।୯: ଲୋକପ୍ରିୟ ଫ୍ୟାଶନ ଡିଜାଇନର୍‌ ମନୀଷ ମଲହୋତ୍ରା ପୋଷାକର ଉତ୍କୃଷ୍ଟ ଡିଜାଇନ ପାଇଁ ଜଣାଶୁଣା। ଭିଆଇପିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ପୋଷାକ ଡିଜାଇନଙ୍ଗ୍‌ ପାଇଁ ମନୀଷ ଲୋଡା ପଡନ୍ତି। ମନୀଷ ଏବେ ଏକ ନୂଆ କାମ ହାତକୁ...

ଯୋଗୀ କ୍ୟାବିନେଟ୍‌ରେ ଓମ ପ୍ରକାଶ ରାଜଭରଙ୍କୁ ମିଳିବ ୨ ମନ୍ତ୍ରଣାଳୟ!

ଲକ୍ଷ୍ନୌ,୨୯।୯: ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପି) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଏନଡିଏରେ ଯୋଗ ଦେବା ପରେ ପ୍ରଶ୍ନ ଉଠୁଛି ଯେ ସେ କେବେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍‌ରେ ସାମିଲହେବେ। ଏହି ସମୟରେ ଓମ ପ୍ରକାଶ ରାଜଭରଙ୍କ...

ଭିକମଗା ନୁହେଁ…, ଠାକୁର ବିବାଦରେ ଆନନ୍ଦ ମୋହନଙ୍କ ବୟାନକୁ ନେଇ ଲାଲୁ କହିଲେ ନିଜ ଚେହେରା ଦେଖିନିଅ

ପାଟନା,୨୯।୯: ବିହାରରେ, ଆରଜେଡି ଏମପି ମନୋଜ ଝାଙ୍କ କବିତା ‘ଠାକୁର କେ କୁଆଂ’ ଉପରେ ଲଢେଇ ବନ୍ଦ ହେବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ଏହି ସମୟରେ, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପୂର୍ବତନ ଏମପି ଆନନ୍ଦ ମୋହନଙ୍କୁ...

କୌଣସି ଓକିଲ ଲଢ଼ିବେ ନାହିଁ ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ କେସ୍‌

ଉଜ୍ଜୟିନୀ,୨୯।୯: ମଧ୍ୟପ୍ରଦେଶ ଧର୍ମନଗରୀ ଉଜ୍ଜୟିନୀରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ରାଜ୍ୟର ଆଇନଜୀବୀମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଭଳି ଅଭିଯୁକ୍ତଙ୍କ ତରଫରୁ...

ମାନେକା ଗାନ୍ଧୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବ ଇସ୍କନ କୋଲକାତା

କୋଲକାତା,୨୯।୯: ଇସ୍କନ ବିରୋଧରେ ଦେଇଥିବା ବୟାନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ସମସ୍ୟା ବଢିପାରେ। ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧରମଣ ଦାସ କହିଛନ୍ତି ଯେ, ସେ ମାନେକା ଗାନ୍ଧୀ ଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନିର...

ପନ୍ନୁଙ୍କ ବିରୋଧରେ ଏଫଆଇଆର ରୁଜୁ, କ୍ରିକେଟ ଓ୍ବାଲର୍‌ଡ କପ ୨୦୨୩କୁ କହିଲେ ‘ବିଶ୍ୱ ଆତଙ୍କବାଦୀ କପ’

ଅହମ୍ମଦବାଦ,୨୯।୯:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମ୍ୟାଚକୁ ଖଲିସ୍ତାନୀ ଆତଙ୍କବାଦୀ ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏହାକୁ ‘ବିଶ୍ୱ ଆତଙ୍କବାଦୀ କପ’ଭାବେ ଆଖ୍ୟା ଦେଇଛନ୍ତି।...

ଏଏପି ଇଣ୍ଡିଆ ମେଣ୍ଟ ସହ ଅଛି: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୯।୯: ୨୦୧୫ ଡ୍ରଗ୍ସ ମାମଲାରେ ପଞ୍ଜାବ ପୋଲିସ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ଗିରଫ କରିଛି। ଏହି ଗିରଫ ପରେ ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଏବଂ କଂଗ୍ରେସ ମଧ୍ୟରେ ବିବାଦ ଖବର ସାମ୍ନାକୁ ଆସିଛି। ଉଭୟ...

ବିରୋଧୀ ମେଣ୍ଟରେ ମତଭେଦ ହେବାର ସମ୍ଭାବନା ଉପରେ ଶରଦ ପାୱାରଙ୍କ ବଡ ବୟାନ, କହିଲେ ସତର୍କ ରହିବା ଅତ୍ୟନ୍ତ ଜରୁରୀ

ମୁମ୍ବାଇ,୨୯।୯: ଏନସିପି ମୁଖ୍ୟ ଶରଦ ପାୱାର ଆଗାମୀ ଦିନରେ ଇଣ୍ଡିଆ ମେଣ୍ଟର ଦଳ ମଧ୍ୟରେ ମତଭେଦ ହେବାର ସମ୍ଭାବନାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭବିଷ୍ୟତରେ ଇଣ୍ଡିଆ ମେଣ୍ଟରେ କୌଣସି ପ୍ରକାରର ବିବାଦ ନ ହେବ...

ପ୍ରଶାନ୍ତଙ୍କ କଟାକ୍ଷ, ମୁଖ୍ୟମନ୍ତ୍ରୀ ଯେମିତି ବିହାରକୁ ଆମେରିକା କରି ଦେଇଛନ୍ତି

ପାଟନା,୨୯।୯: ଆରଜେଡି ଓ ଜେଡିୟୁର ଅନେକ ନେତା କହି ସାରିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ଲାଗି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟରେ ସମସ୍ତ ଗୁଣ ରହିଛି। ଆରଜେଡି ବିଧାୟକ ଭାଇ ବିରେନ୍ଦ୍ରଙ୍କ ବୟାନ ଉପରେ ଆଲୋଚନା ହେଉଛି ଯେ ପରବର୍ତ୍ତୀ...

ସୁଖବୀର ବାଦଲ, ପୂର୍ବତନ ଡିଜିପି ସମେତ ୫ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି, ହାଇକୋର୍ଟରୁ ମିଳିଲା ଜାମିନ

ଚଣ୍ଡିଗଡ଼,୨୯।୯: ୨୦୧୫ର କୋଟକପୁରା ଗୁଳକାଣ୍ଡ ଘଟଣାରେ ପଞ୍ଜାବ ହରିୟାଣା ହାଇକୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ, ପୂର୍ବତନ ଡିଜିପି ସୁମେଧ ସାଇନି, ପରମରାଜ ଉମରାନଙ୍ଗଲ, ଅମର ସିଂ ଚହଲ ଏବଂ ସୁଖମନ୍ଦର ସିଂଙ୍କ ଜାମିନ ଆବେଦନକୁ ଅନୁମୋଦନ କରିଛନ୍ତି।...

‘ଆରଜେଡି ଚାହୁଁଛି ନୀତୀଶ ପ୍ରଧାନମନ୍ତ୍ରୀ ହୁଅନ୍ତୁ’

ପାଟନା,୨୯।୯: ଲୋକ ସଭା ନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି, ବାକ୍‌ଯୁଦ୍ଧ ମଧ୍ୟ ସେତିକି ବଢିବାରେ ଲାଗିଛି। ଗ୍ରାଣ୍ଡ ଆଲାଇନ୍ସର ନେତାମାନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସମସ୍ତ ଗୁଣ ଥିବା ଦେଖୁଛନ୍ତି। ନୀତୀଶ କୁମାରଙ୍କ...

‘ପାରିବ ଯଦି ମୋତେ ଅଟକାଅ’

କୋଲକାତା,୨୯ା୯: ତୃଣମୂଳ କଂଗ୍ରେସ ଏମ୍‌ପି ଅଭିଷେକ ବାନାର୍ଜୀ ଶୁକ୍ରବାର କହିଛନ୍ତି, ସେ ଅକ୍ଟୋବର ୩ରେ କୋଲକାତାରେ ସ୍କୁଲ ଚାକିରି ଦୁର୍ନୀତିକୁ ନେଇ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରଶ୍ନରେ ଯୋଗଦେବେ ନାହିଁ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏ ଅଧୀନରେ ରାଜ୍ୟର ଦେୟ ବନ୍ଦ କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri