ଜାତୀୟ

ଇଂଲଣ୍ଡର ଏକ ଘରୋଇ ଜେଲ୍‌କୁ ସ୍ଥାନାନ୍ତରିତ ହେଲେ ନିରବ ମୋଦି

ଇଂଲଣ୍ଡ,୨୩।୯: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଇଂଲଣ୍ଡର ଏକ ଘରୋଇ ଜେଲକୁ ସ୍ଥାନାନ୍ତର କରାଯାଇଛି। ବ୍ରିଟେନର ଏହା ସବୁଠାରୁ ବଡ ଏବଂ ଜନଗହଳିପୂର୍ଣ୍ଣ କାରାଗାର। ଏହାପୂର୍ବରୁ ତାଙ୍କୁ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସ୍ବର୍ଥ ଜେଲରେ ରଖାଯାଇଥିଲା। ଯେଉଁଠାରୁ ଆତଙ୍କବାଦୀ ଡାନିଏଲ...

କେନ୍ଦ୍ର ସରକାରଙ୍କ ଏକକୋଟି କର୍ମଚାରୀ-ପେନସନଭୋଗୀଙ୍କର ବଢ଼ିବ ୪ ପ୍ରତିଶତ ଡିଏ-ଡିଆର…

ନୂଆଦିଲ୍ଲୀ,୨୩।୯ : କେନ୍ଦ୍ର ସରକାରଙ୍କ ପ୍ରାୟ ଏକ କୋଟି କର୍ମଚାରୀ ଏବଂ ପେନସନଭୋଗୀ ଜୁଲାଇ ୧ ରୁ ୪ ପ୍ରତିଶତ ଡିଏ-ଡିଆର ବୃଦ୍ଧି ଉପହାର ପାଇବେ। ନ୍ୟାଶନାଲ କାଉନସିଲ (ଜେସିଏମ) କର୍ମକର୍ତ୍ତା ବୈଠକରେ ଓପିଏସ ପ୍ରସଙ୍ଗ ଉଠାଇଥିବା ଅଲ ଇଣ୍ଡିଆ...

ଇଭିଏମକୁ ଟାମ୍ପରିଂ କରିବା ସହଜ, ପୁଣି ଫେରୁ ବାଲାଟ ପେପର: କଂଗ୍ରେସ…

ନୂଆଦିଲ୍ଲୀ,୨୩।୯ : ଦେଶରେ ୨୦୨୪ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହି ସମୟରେ କଂଗ୍ରେସ ଏମପି ମନୀଷ ତିୱାରୀ ଆସନ୍ତା ଲୋକସଭା ନିର୍ବାଚନରେ ବାଲାଟ ପେପର ବ୍ୟବହାର ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ଇଭିଏମ ବ୍ୟବହାର ବିରୋଧରେ ସେ...

ସହଜ ଭାଷାରେ ଆଇନଗତ ଡ୍ରାଫ୍ଟ ପ୍ରସ୍ତୁତ କରିବେ ସରକାର,ସାଧାରଣ ଲୋକ ବୁଝିବା ଉଚିତ ବୋଲି କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୩।୯ : ଶନିବାର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ସରଳ ଏବଂ ଭାରତୀୟ ଭାଷାରେ ଆଇନ ପ୍ରସ୍ତୁତ କରିବାକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦି...

ବାଦଲ ଫଟା ବର୍ଷାରେ ନାଗପୁର ଉବୁଟୁବୁ…

ନାଗପୁର,୨୩।୯: ଶୁକ୍ରବାର ରାତିରେ ନାଗପୁରରେ ବାଦଲ ଫଟା ବର୍ଷା ଯୋଗୁ ସାରା ସହର ବନ୍ୟା ଜଳରେ ଉବୁଟୁବୁ ହେବାରେ ଲାଗିଛି। ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ସ୍ଥଳକୁ ନେବା ପାଇଁ ପ୍ରଶାସନ ଏନଡିଆରଏଫ ଏବଂ ଏସଡିଆରଏଫ ଟିମକୁ...

ଖଲିସ୍ତାନ ଆତଙ୍କବାଦୀ ଗୁରପତଓ୍ବନ୍ତ ପନ୍ନୁଙ୍କ ବିରୋଧରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ, ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୩।୯: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ପନ୍ନୁଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚଣ୍ଡିଗଡ଼ରେ ପନ୍ନୁଙ୍କ ସମ୍ପତ୍ତି ଜବତ କରିଛି ଏନଆଇଏ। ପନ୍ନୁ ଅମୃତସରର ବାସିନ୍ଦା ଏବଂ ଏନଆଇଏ ମଧ୍ୟ ପନ୍ନୁଙ୍କ ଉପରେ ପୁରସ୍କାର ଘୋଷଣା କରିଛି। କାନାଡାରେ ରହୁଥିବାବେଳେ...

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଆଜିଠୁ ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ୍‌ ସେବା ଆରମ୍ଭ

ଇମ୍ଫାଲ,୨୩।୯: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂ ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଆଜି ଅର୍ଥାତ୍‌ ୨୩ ସେପ୍ଟେମ୍ବରରୁ ଜନସାଧାରଣଙ୍କ ପାଇଁ ଇଣ୍ଟରନେଟ୍‌ ସେବା ଆରମ୍ଭ କରିବାକୁ ସିଏମ ସିଂ ଘୋଷଣା କରିଛନ୍ତି।...

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଭାଜପାକୁ କଂଗ୍ରେସ ଏମପି କେସି ଭେନୁଗୋପାଳଙ୍କ ପ୍ରଶ୍ନ, ଆରଏସଏସରେ କେତେ ମହିଳା ଅଛନ୍ତି

ନୂଆଦିଲ୍ଲୀ,୨୩।୯: ସଂସଦର ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଅନ୍ୟପକ୍ଷରେ ବିରୋଧୀ ଦଳ ଏହି ଆଇନ ବିରୋଧରେ କିଛି କହୁନାହାଁନ୍ତି, ବରଂ ଏହାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇ ଭାଜପା ଉପରେ କ୍ରମାଗତ ଭାବେ ଆକ୍ରମଣ କରୁଛନ୍ତି।...

ରାଧାଅଷ୍ଟମୀ ଦର୍ଶନବେଳେ ୨ ଶ୍ରଦ୍ଧାଳଙ୍କୁ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ଯୋଗୀ

ଲକ୍ଷ୍ନୌ,୨୩।୯: ରାଧା ଜନ୍ମୋତ୍ସବରେ ବର୍ସାନାରେ ରାଧାରାଣୀଙ୍କୁ ଦେଖିବାକୁ ଆସିଥିବା ୨ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଉତ୍ତେଜନା ଖେଳିଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ସକାଳେ ରାଧାରାଣୀ ମନ୍ଦିରରେ ଅଭିଷେକର...

ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି, ଏହି ସ୍ବତନ୍ତ୍ର ସମ୍ମିଳନୀର ଆୟୋଜନ କରିବ ଭାରତୀୟ ସେନା

ନୂଆଦିଲ୍ଲୀ,୨୩।୯: ଆସନ୍ତା ସପ୍ତାହରେ ଭାରତୀୟ ସେନା ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶର ସେନା ମୁଖ୍ୟଙ୍କ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଏହି ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବୃଦ୍ଧି କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରାଯିବ। ‘ଇଣ୍ଡୋ-ପାସିଫିକ...

ଉଦୟନିଧିଙ୍କ ସପକ୍ଷରେ ବାହାରିଲେ କମଲ ହାସନ

ଚେନ୍ନାଇ,୨୩।୯: ନିକଟରେ ତାମିଲନାଡୁର ସରକାରୀ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ବର୍ତ୍ତମାନ ପ୍ରସିଦ୍ଧ ଅଭିନେତା ତଥା ରାଜନେତା କମଲ ହାସନ ଉଦୟାନିଧିଙ୍କ ସପକ୍ଷରେ କହିଛନ୍ତି ଯେ ସନାତନ ବିବାଦରେ ଜଣେ ଶିଶୁଙ୍କୁ...

ଆଜି ବାରାଣସୀ ଆସିବେ ମୋଦି

ବାରାଣସୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ପରିଦର୍ଶନ କରିବେ। ସେ ଏଠାରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ମୂଳଦୁଆ ପକାଇବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri