Odisha Elections 2024

ଜାତୀୟ

ଏବେ ମୋର କୋକେଇ ଉଠିବ ଅବା ଊତ୍ସବ ହେବ: ମରାଠା ସଂରକ୍ଷଣ ନେଇ ଜରାଙ୍ଗେ ଦେଲେ ଶିନ୍ଦେଙ୍କୁ ଚେତାବନୀ..

ମୁମ୍ବାଇ,୧୪।୧୦ : ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବି କରୁଥିବା ଜଣେ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ଶନିବାର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଧମକ ଦେଇଛନ୍ତି। ଅକ୍ଟୋବର ୨୪ ପରେ ସରକାର ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ...

ଭାରତ-ପାକିସ୍ତାନ ମ୍ୟାଚ୍‌: ୧୦ସେକେଣ୍ଡରେ ୩୦ଲକ୍ଷ ବ୍ୟବସାୟ କରିବ ଡିଜନି-ହଟଷ୍ଟାର

ନୂଆଦିଲ୍ଲୀ,୧୪।୧୦: କ୍ରିକେଟ୍‌ପ୍ରେମୀଙ୍କ ଅପେକ୍ଷାର ହୋଇଛି ଅନ୍ତ। ଶନିବାର ଅର୍ଥାତ୍‌ ଆଜି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ର କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଗ୍ରାଉଣ୍ଡ ଭିତରେ ପ୍ରାୟ ୧.୫୦ ଲକ୍ଷ ପ୍ରଶଂସକଙ୍କ ଛାତି ପ୍ରତି ସେକେଣ୍ଡରେ ଧକଧକ ହେବ।...

ଏ ନୁହେଁ ଆତ୍ମହତ୍ୟା, ସ୍ବପ୍ନର ମୃତ୍ୟୁ: ବିଆରଏସକୁ କଂଗ୍ରେସର କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୧୪।୧୦ : କଂଗ୍ରେସ ପକ୍ଷରୁ ଶନିବାର ତେଲଙ୍ଗାନାର ବିଆରଏସ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛ। ରାଜ୍ୟରେ ଜଣେ ୨୩ବର୍ଷ ବୟସ୍କା ମହିଳାଙ୍କ ଆତ୍ମହତ୍ୟା ସମ୍ପର୍କରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଏହା ଆତ୍ମହତ୍ୟା ନୁହେଁ ବରଂ ତାଙ୍କ ସ୍ବପ୍ନ,ଆଶା ଏବଂ...

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥ ନେଇ ପ୍ରଶ୍ନ, ପିଆଇଏଲ ଉପରେ ୫ ଲକ୍ଷ ଜରିମାନା ଲଗାଇଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୪।୧୦ : ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ତ୍ରୁଟିପୂର୍ଣ୍ଣ ଶପଥକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆବେଦନ କରିଥିବା ବ୍ୟକ୍ତିଙ୍କ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସୁପ୍ରିମକୋର୍ଟରେ...

ଜାତିଗତ ଜନଗଣନା ନେଇ କଂଗ୍ରେସରେ ଫାଟ: ରାହୁଲ ପଛୁଆବର୍ଗଙ୍କୁ ଅପମାନିତ କରୁଥିବା ଅଭିଯୋଗ…

ହାଇଦ୍ରାବାଦ,୧୪।୧୦ : ଗୋଟିଏ ପଟେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାତିଗତ ଜନଗଣନା କରିବେ ବୋଲି ପ୍ରତିଶ୍ରୁତି ଦେଇ କ୍ରମାଗତ ଭାବରେ ଓବିସି ପ୍ରସଙ୍ଗ ଉଠାଉଛନ୍ତି, ଯାହା ଦ୍ୱାରା ତାଙ୍କ ଦଳ ଦେଶର ବୃହତ୍ତମ ଜନସଂଖ୍ୟା ଓବିସିର ସମର୍ଥନ...

ପ୍ରତିବର୍ଷ ୯ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ପାଲଟିଛି ବିଶ୍ୱ ପାଇଁ ବିପଦ

ନୂଆଦିଲ୍ଲୀ,୧୪।୧୦: ଏକ ନୂତନ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ପ୍ରାୟ ୯ ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ଦୁନିଆ ପାଇଁ ସଙ୍କଟ ପାଲଟିଛି। ଅଦୃଶ୍ୟ ଇ-ଆବର୍ଜନା ସାମଗ୍ରୀ ମଧ୍ୟରେ କେବୁଲ, ଇ-ଖେଳନା, ଇ-ସିଗାରେଟ, ଇ-ବାଇକ, ପାୱାର୍‌ ଟୁଲ୍ସ, ସ୍ମୋକ ଡିଟେକ୍ଟର, ୟୁଏସବି ଷ୍ଟିକ,...

ବ୍ଲଡ କ୍ୟାନସର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଭାରତର ପ୍ରଥମ ସ୍ବଦେଶୀ ସିଏଆର-ଟି ଥେରାପିକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୪।୧୦: ବ୍ଲଡ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରାଯାଇଛି। ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସକୋ) ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶ କ୍ରମେ ଭାରତର ପ୍ରଥମ ସ୍ବଦେଶୀ କାଇମେରିକ ଆଣ୍ଟିଜେନ...

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଗିରଫ ହେଲେ ଲଶ୍କରର ୨ ଆତଙ୍କବାଦୀ

ଅମୃତସର,୧୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ପଞ୍ଜାବ ପୋଲିସ ଲଶ୍କର-ଏ-ତାଇବାର ୨ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ଦେଶରେ ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିବା ବେଳେ ଅମୃତସରରୁ ସେମାନଙ୍କୁ ଗିରଫ କରାଯାଇଛି। ପୋଲିସ କେନ୍ଦ୍ରୀୟ ଏଜେନ୍ସି ସହଯୋଗରେ ଏକ ଅପରେଶନ କରି ସଫଳତା...

ପଞ୍ଜାବରେ ଆମ ଆଦମୀ ପାର୍ଟିର ବଡ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୧୪।୧୦: ଆମ ଆଦମୀ ପାର୍ଟି(ଏଏପି) ତୁରନ୍ତ ପ୍ରଭାବ ସହିତ ପଞ୍ଜାବର ବ୍ଲକ ଇନଚାର୍ଜ ଏବଂ ସର୍କଲ ଇନଚାର୍ଜର ସମସ୍ତ ପଦବୀକୁ ଭାଙ୍ଗି ଦେଇଛି। ସଂଗଠନ ଶୀଘ୍ର ବିସ୍ତାର ହେବ। ଖୁବ ଶୀଘ୍ର ନୂତନ ପଦାଧିକାରୀ ନିଯୁକ୍ତ ହେବେ। ସୂଚନାଯୋଗ୍ୟ ଯେ...

କୋଟାରେ ଲଜ୍ଜା: ନିଟ୍‌ ପରିକ୍ଷାର୍ଥୀଙ୍କୁ ମଦ ପିଆଇ ବଳତ୍କାର କଲେ ହଷ୍ଟେଲ କର୍ମଚାରୀ

କୋଟା,୧୪।୧୦: କୋଚିଂ ସିଟି କୋଟାରେ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ସହରକୁ ବଦନାମ କରୁଥିବାବେଳେ ଏବେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କୋଟାରେ ନିଟ୍‌ ପ୍ରସ୍ତୁତି କରୁଥିବା ବିହାରର ଜଣେ ୧୫ ବର୍ଷୀୟ...

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଗୁଜରାଟରେ ଭୂକମ୍ପ ଝଟ୍‌କା

ଅହମ୍ମଦାବାଦ,୧୪।୧୦: ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ବିଶ୍ୱକପ୍‌ର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତ ଏହାର ଚିର ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ଗୁଜରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଛି। ଏହି...

ପାଲେଷ୍ଟାନୀୟଙ୍କୁ ସମର୍ଥନ କଲା ସିପିଏମ

ଥିରୁଭାନନ୍ତପୁରମ,୧୪।୧୦: କେରଳରେ କ୍ଷମତାସୀନ ସିପିଏମ ସରକାର ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ସମର୍ଥନ କରିଛି। ଯୁଦ୍ଧ ବନ୍ଦ ହେବା ଏବଂ ଦ୍ୱନ୍ଦ୍ୱରେ ପଡ଼ିଥିବା ପଶ୍ଚିମ ଏସୀୟ ଅଞ୍ଚଳରେ ଶାନ୍ତି ଫେରିବା ପାଇଁ ମିଳିତ ଜାତିସଂଘର ଦୁଇ ଦେଶ ଚୁକ୍ତିନାମା କାର୍ଯ୍ୟକାରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri