Odisha Elections 2024

ଜାତୀୟ

କଂଗ୍ରେସ ପକ୍ଷରୁ ୧୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ, ଛିିନ୍ଦୱାଡାରୁ ଲଢ଼ିବେ କମଲ ନାଥ…

ଭୋପାଳ,୧୫।୧୦ : (୦୧) ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ବର୍ତ୍ତମାନ ୨୩୦ ସିଟ ମଧ୍ୟରୁ ୧୪୪ ନାମ ଅନୁମୋଦନ କରିଛି। କମଲ ନାଥ ଏଥର ଛିନ୍ଦୱାଡାରୁ ନିର୍ବାଚନ ଲଢ଼ିବେ। ପାର୍ଟି...

ୟୁଟ୍ୟୁବର୍‌ଙ୍କୁ ଲିଗାଲ ନୋଟିସ ପଠାଇଲେ ସୋନମ

ନୂଆଦିଲ୍ଲୀ,୧୫।୧୦: ଅଭିନେତ୍ରୀ ସୋନମ କପୁରଙ୍କ ଏକ ଭିଡିଓ ଉପରେ ସେ ଦେଇଥିବା ମନ୍ତବ୍ୟକୁ ପରିହାସ କରି ଜଣେ ୟୁଟ୍ୟୁବର ପୋଷ୍ଟ କରିଥିଲେ। ସୋନମ ତାଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି। କଣ୍ଟେଣ୍ଟ କ୍ରିଏଟର ରାଗିନୀ ଦ୍ୱାରା ପୋଷ୍ଟ ହୋଇଥିବା ଭିଡିଓ...

ସମୃଦ୍ଧି ଏକ୍ସପ୍ରେସ୍‌ ଓ୍ବେ’ରେ ଭୟଙ୍କର ଦୁର୍ଘଟଣା: କଣ୍ଟେନରକୁ ଧକ୍କା ଦେଲା ମିନି ବସ୍‌, ଚାଲିଗଲା ୧୨ ଜୀବନ

ସମ୍ଭାଜିନଗର,୧୫।୧୦: ମହାରାଷ୍ଟ୍ରର ଛତ୍ରପତି ସମୱଜିନଗର ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ ୱେରେ ଶନିବାର ବିଳମ୍ବିତ ରାତିରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମିନି ବସ ଏବଂ ଏକ କଣ୍ଟେନର ମଧ୍ୟରେ ଦୁର୍ଘଟଣା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ମଧ୍ୟପ୍ରଦେଶ-ଛତିଶଗଡ଼-ତେଲେଙ୍ଗାନା ବିଧାନସଭା ନିର୍ବାଚନ: ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୫।୧୦: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମଧ୍ୟପ୍ରଦେଶରେ ୧୪୪ ଜଣ, ଛତିଶଗଡରେ ୩୦ ଜଣ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୫୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା...

ପ୍ରଥମ ଅଗ୍ନିବୀରଙ୍କ ମୃତ୍ୟୁ ପରେ ସମ୍ମାନ ଦେଲାନି ସେନା

ମନସା(ପଞ୍ଜାବ),୧୫।୧୦: ଭାରତର ପ୍ରଥମ ଅଗ୍ନିବୀର ଭାବେ ପ୍ରାଣ ହରାଇଥିବା ପଞ୍ଜାବ ମନ୍‌ସା ଅଞ୍ଚଳର ଅମ୍ରିତ୍‌ପାଲ ସିଂଙ୍କ ଶେଷକୃତ୍ୟରେ ଭାରତୀୟ ସେନା ସାମିଲ ନ ହେବା ଏବଂ ଗାର୍ଡ ଅଫ୍‌ ଅନର ପ୍ରଦାନ କରା ନ ଯିବା ଦୁଃଖଦାୟକ। ଏପରି କି...

୨୦୩୬ ଅଲମ୍ପିକ ଆୟୋଜନ ପାଇଁ ଭାରତ ସମସ୍ତ ଉଦ୍ୟମ କରିବ: ପ୍ରଧାନମନ୍ତ୍ରୀ..

ନୂଆଦିଲ୍ଲୀ,୧୪।୧୦ : (୦୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଦେଶରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ସମସ୍ତ ଉଦ୍ୟମ କରିବାକୁ ପ୍ରସ୍ତୁତ। କାରଣ ଏହା ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ଅଧିବେଶନ ଉଦଘାଟନ...

ଭାଜପା ତେଲଙ୍ଗାନାକୁ ବଂଶବାଦୀ ରାଜନୀତିରୁ କରିପାରିବ ମୁକ୍ତି: ରାଜୀବ ଚନ୍ଦ୍ରଶେଖର…

ହାଇଦ୍ରାବାଦ,୧୪।୧୦ : (୦୧) କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର କହିଛନ୍ତି ତେଲଙ୍ଗାନାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ଭାଜପା ହେଉଛି ଏକମାତ୍ର ଦଳ ଯିଏ ରାଜ୍ୟରେ ଶାସକ ବିଆରଏସର ଦୁର୍ନୀତି ଏବଂ ବଂଶବାଦ ରାଜନୀତିକୁ ଶେଷ କରିପାରିବ। ଭାଜପା ମୁଖ୍ୟାଳୟରେ...

ବିଧାୟକ ଅଯୋଗ୍ୟତା ମାମଲା: ସୁପ୍ରିମକୋର୍ଟଙ୍କ ଆଦେଶ ଅଧ୍ୟୟନ କରି ଆଇନଗତ ପରାମର୍ଶ ନେବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ନାର୍ଭେକର…

ଭୋପାଳ,୧୪।୧୦ : ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସେ ଆଦେଶର ନକଲ ଅଧ୍ୟୟନ କରିବେ...

ଶିବରାଜଙ୍କୁ ଫୋନିକ୍ସ ପକ୍ଷୀ ହେବାର ଆବଶ୍ୟକତା ନାହିଁ: ଉମା…

ଭୋପାଳ,୧୪।୧୦ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତାରିଖ ଘୋଷଣା ହେବା ମାତ୍ରେ ରାଜନୈତିକ ଦଳଗୁଡିକ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିନ୍ତୁ ବର୍ତ୍ତମାନ ଶିବରାଜଙ୍କ ଶ୍ରାଦ୍ଧ ସମ୍ପର୍କରେ ଟୁଇଟ ପରେ ରାଜ୍ୟ ରାଜନୀତିରେ ପରିବେଶ...

ପାକିସ୍ତାନ କ୍ରିକେଟ ଦଳଙ୍କୁ କାହିଁକି କଲ ସ୍ବାଗତ, ସଞ୍ଜୟ ରାଉତ ଭାଜପାକୁ କଲେ ଟାର୍ଗେଟ…

ମୁମ୍ବାଇ,୧୪।୧୦ : ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟ ଦଳକୁ ଉତ୍ସାହର ସହ ସ୍ବାଗତ କରାଯିବା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶନିବାର ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଶାସକ ଭାଜପାକୁ କଡ଼ା ସମାଲୋଚନା କରି...

ଏବେ ମୋର କୋକେଇ ଉଠିବ ଅବା ଊତ୍ସବ ହେବ: ମରାଠା ସଂରକ୍ଷଣ ନେଇ ଜରାଙ୍ଗେ ଦେଲେ ଶିନ୍ଦେଙ୍କୁ ଚେତାବନୀ..

ମୁମ୍ବାଇ,୧୪।୧୦ : ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବି କରୁଥିବା ଜଣେ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ଶନିବାର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଧମକ ଦେଇଛନ୍ତି। ଅକ୍ଟୋବର ୨୪ ପରେ ସରକାର ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ...

ଭାରତ-ପାକିସ୍ତାନ ମ୍ୟାଚ୍‌: ୧୦ସେକେଣ୍ଡରେ ୩୦ଲକ୍ଷ ବ୍ୟବସାୟ କରିବ ଡିଜନି-ହଟଷ୍ଟାର

ନୂଆଦିଲ୍ଲୀ,୧୪।୧୦: କ୍ରିକେଟ୍‌ପ୍ରେମୀଙ୍କ ଅପେକ୍ଷାର ହୋଇଛି ଅନ୍ତ। ଶନିବାର ଅର୍ଥାତ୍‌ ଆଜି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ର କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଗ୍ରାଉଣ୍ଡ ଭିତରେ ପ୍ରାୟ ୧.୫୦ ଲକ୍ଷ ପ୍ରଶଂସକଙ୍କ ଛାତି ପ୍ରତି ସେକେଣ୍ଡରେ ଧକଧକ ହେବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri