ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କରୋନା ସଂକ୍ରମଣ

ପାଟନା, ୭।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ କରୋନା ସଂକ୍ରମଣ ହୋଇଛି। ନୀତୀଶଙ୍କ ପୁତୁରାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କୁ ଚିକିତ୍ସା ଲାଗି ପାଟନା ଏମ୍ସ୍‌ରେ ଭର୍ତ୍ତି କରାଯାଇଛି। ନୀତୀଶଙ୍କ ଘରର ସମସ୍ତ ସଦସ୍ୟଙ୍କୁ ହୋମ୍‌…

ଚାଇନାକୁ ଦେବୁ କଡା ଜବାବ: ସୀମାରେ ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୭।୭: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ଖରାପ ହେବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଏହା ଯୁଦ୍ଧର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଭାରତୀୟ ସେନା ମଧ୍ୟ ସବୁ ଦୃଷ୍ଟିରୁ ନିଜକୁ ପ୍ରସ୍ତୁତ କରି ରଖିଲାଣି। ସୋମବାର…

ଦରମା ମାଗିବାରୁ ଯୁବତୀଙ୍କ ପଛରେ କୁକୁର ଛାଡ଼ିଲେ ମାଲିକ

ନୂଆଦିଲ୍ଲୀ, ୭।୭: କରୋନା ମହାମାରୀ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଲୋକଙ୍କ ପାଖରେ ସଞ୍ଚିତ ଥିବା ଟଙ୍କା ସରିବାରେ ଲାଗିଛି। ଦିଲ୍ଲୀରେ ଜଣେ ଯୁବତୀ ସେ କାମ କରୁଥିବା ମାଲିକଙ୍କୁ ଦରମା ମାଗିଥିଲେ। ମାଲିକ ଯୁବତୀଙ୍କୁ ପ୍ରଥମେ ଶାରୀରିକ ସମ୍ପର୍କ…

ଦାବେନ୍ଦରଙ୍କୁ ପାକ୍‌ ବ୍ୟବହାର କରୁଥିଲା

ନୂଆଦିଲ୍ଲୀ,୭।୭: ଜମ୍ମୁ-କଶ୍ମୀରର ନିଲମ୍ବିତ ଡିଏସ୍‌ପି ଦାବେନ୍ଦର ସିଂଙ୍କ ସମେତ ୬ ଜଣଙ୍କ ବିରୋଧରେ ଜାତୀୟ ତଦନ୍ତ ଶାଖା(ଏନ୍‌ଆଇଏ) ସୋମବାର ଚାର୍ଜଶିଟ୍‌ ଦାଖଲ କରିଛି। ଏମାନେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିଲେ ବୋଲି ଅଭିଯୋଗ କରାଯାଇଛି। ପାକିସ୍ତାନ ଅଧିକାରୀଙ୍କ ସହ ସିଂ ଯୋଗାଯୋଗ…

କାମ୍‌ରୁଜ୍ଜନ ସରକାରଙ୍କୁ ଫାଶୀଦଣ୍ଡ

କୋଲକାତା,୭।୭: ସିରିୟଲ କିଲର ଭାବେ ଜଣାଶୁଣା ପଶ୍ଚିମବଙ୍ଗର କାମ୍‌ରୁଜ୍ଜନ ସରକାରଙ୍କୁ ସୋମବାର ଫାଶୀ ଦଣ୍ଡାଦେଶ ଶୁଣାଯାଇଛି। ୯ ମହିଳାଙ୍କୁ ହତ୍ୟା କରିବା ଓ ସେମାନଙ୍କ ୨ ସମ୍ପର୍କୀୟଙ୍କୁ ବଳାତ୍କାର କରିବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ପଶ୍ଚିମବଙ୍ଗର ପୂର୍ବ…

ପରୀକ୍ଷା ଲାଗି ବିଶ୍ୱବିଦ୍ୟାଳୟକୁ ଅନୁମତି

ନୂଆଦିଲ୍ଲୀ,୭ା୭: ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ପରୀକ୍ଷା ପରିଚାଳନା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଅନୁମତି ପ୍ରଦାନ କରିଛି। ୟୁଜିସିର ପରୀକ୍ଷା ସମ୍ପର୍କିତ ଗାଇଡ୍‌ଲାଇନ ଏବଂ ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଶେଷବର୍ଷ ପରୀକ୍ଷା କରାଇବା ବାଧ୍ୟତାମୂଳକ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…

ସେନାକୁ ଶ୍ରେୟଦେଲା କଂଗ୍ରେସ

ନୂଆଦିଲ୍ଲୀ,୭।୭: ଶେଷରେ ଚାଇନା ସୈନ୍ୟ ଏଲ୍‌ଏସିରୁ ୨ କିଲୋମିଟର ପଛକୁ ହଟିଛି। ଏଥିଲାଗି ସବୁ ଶ୍ରେୟ ଭାରତୀୟ ସେନାକୁ ଦେଇଛି କଂଗ୍ରେସ। ପୂର୍ବ ଲଦାଖରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଟିଙ୍କୁ ଟାର୍ଗେଟ କରିଆସୁଥିବା କଂଗ୍ରେସ ପିଏଲ୍‌ଏ…

୨ ସୀମାନ୍ତ ପୋଷ୍ଟ ହଟାଇଲା ନେପାଳ

ପିଥୋରାଗଡ଼/ଡେରାଡୁନ,୭ା୭: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାର ଧରଚୁଲା ଅଞ୍ଚଳରେ ଭାରତର ସୀମାକୁ ଲାଗି ରହିଥିବା ନେପାଳର ୬ଟି ନୂଆ ସୀମା ଆଉଟପୋଷ୍ଟ ମଧ୍ୟରୁ ୨ଟିକୁ ଏହା ଉଠାଇନେଇଛି। ଏହି ସୀମାନ୍ତ ପୋଷ୍ଟରେ ନେପାଳ ସଶସ୍ତ୍ର ପ୍ରହରି (ଏନ୍‌ଏସ୍‌ପି) ଜଗିରହିଥିଲେ। ଭାରତ ବିରୋଧୀ ମନୋଭାବ…

‘ଅଗଷ୍ଟ ୧୫ ସୁଦ୍ଧା ଟିକା ସମ୍ଭବ ନୁହେଁ’

କାନପୁର/ଲକ୍ଷ୍ନୌ,୭ା୭(ପି.ଟି.): ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍‌ ଟିକା ଶୁଭାରମ୍ଭ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଏହା ଅବାସ୍ତବ ଓ ସମ୍ଭବ ନୁହେଁ ବୋଲି ଇଣ୍ଡିଆନ୍‌ ଏକାଡେମୀ ଅଫ୍‌ ସାଇନ୍ସ (ଆଇଏଏସ୍‌ସି) ପକ୍ଷରୁ କୁହାଯାଇଛି।…

୭ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ,୭ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବାବେଳେ ସୋମବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ୨୪ ଘଣ୍ଟା ମଧ୍ୟରେ ୨୪,୨୪୮ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୪୨୫ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୋଟ…

୧୧୮ ବର୍ଷ ପରେ ଭାରତରେ ଫୁଟିଲା ଏହି ବିରଳ ପ୍ରଜାତିର ଫୁଲ

ବରେଲି, ୬।୭- ଭାରତରେ ଦୀର୍ଘ ୧୧୮ ବର୍ଷର ବ୍ୟବଧାନ ପରେ ବିରଳ ପ୍ରଜାତିର ଅର୍କିଡ ଫୁଲର ସନ୍ଧାନ ମିଳିଛି। ଉତ୍ତର ପ୍ରଦେଶର ଦୁଧ୍‌ଓ୍ବା ଜାତୀୟ ଉଦ୍ୟାନରେ ଏହି ‘ବିଲୁପ୍ତପ୍ରାୟ ପ୍ରଜାତି’ ଶ୍ରେଣୀଭୁକ୍ତ ଅର୍କିଡ ଫୁଲର ସନ୍ଧାନ ବନଅଧିକାରୀ ଓ ତଥା ବନ୍ୟଜନ୍ତୁ…

ଅନ୍‌ଲାଇନ୍‌ ଗେମ୍‌ ଖେଳି ଜେଜେବାପାଙ୍କ ଆକାଉଣ୍ଟ ଖାଲି କଲେ ନାତି

ଲୁଧିଆନା,୬।୭: ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କ ସଉକ ପାଲଟିଗଲାଣି। ଏଥିଯୋଗୁ ପିଲାମାନଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପଡ଼ିବା ସହ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଉଛି। ଅନ୍‌ଲାଇନ୍‌ ଗେମ୍‌କୁ ପିଲାମାନେ ଏତେ ଆଶକ୍ତ ହୋଇଯାଇଛନ୍ତି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?