ମୋଦିଙ୍କୁ ଶହୀଦ ପତ୍ନୀଙ୍କ ଅନୁରୋଧ: ଆମକୁ ବିଜୟୀ ହେବାକୁ ପଡିବ
ନୂଆଦିଲ୍ଲୀ,୩।୭: ଲଦ୍ଦାଖ ସୀମାରେ କର୍ନଲ ସନ୍ତୋଷ ବାବୁଙ୍କ ବଳିଦାନ ସମଗ୍ର ଦେଶବାସୀଙ୍କ ଆକ୍ରୋଶକୁ ଦ୍ୱିଗୁଣା କରିଥିଲା। ଏବେ ପ୍ରତିଟି ଭାରତୀୟ ଚାଇନାକୁ ବୁଦ୍ଧି ଶିଖାଇବାକୁ ଚାହୁଁଛନ୍ତି। ଲଦ୍ଦାଖର ଗଳଓ୍ବାନ ଘାଟିରେ ହୋଇଥିବା ସଂଘର୍ଷରେ ଜୁନ୍ ୧୫ରେ ଭାରତୀୟ ସେନାର କମାଣ୍ଡିଙ୍ଗ ଅଫିସରଙ୍କ…
ଚାଇନା-ପାକ୍କୁ କଡା ବାର୍ତ୍ତା ଦେବ ମୋଦିଙ୍କ ଲେହ ଗସ୍ତ
ନୂଆଦିଲ୍ଲୀ,୩।୭: ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଶୁକ୍ରବାର ହଠାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେହ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ଏହାକୁ ନେଇ ଆଲୋଚନା କରାଯାଉଛି କି ମୋଦିଙ୍କ ଏହି ସରପ୍ରାଇଜ୍ ଭିଜିଟ୍ ଚାଇନା ସମେତ…
ଉତ୍ତର ପ୍ରଦେଶରେ ଚାଲିଛି ‘ଗୁଣ୍ଡାରାଜ’: ରାହୁଲ
ନୂଆଦିଲ୍ଲୀ,୩।୭: ଉତ୍ତର ପ୍ରଦେଶରେ ଶୁକ୍ରବାର ୮ ପୋଲିସଙ୍କ ମୃତ୍ୟୁକୁ ନେଇ ଏବେ ଆରମ୍ଭ ହୋଇଗଲାଣି ରାଜନୀତି। ଉତ୍ତର ପ୍ରଦେଶ କାନପୁରର ଏନ୍କାଉଣ୍ଟର ଘଟଣାରେ ୮ ପୋଲିସଙ୍କ ମୃତ୍ୟୁକୁ ନେଇ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ…
ଚା’ ପିଇବା ପାଇଁ ହସ୍ପିଟାଲରୁ ବାହାରିଲେ କରୋନା ରୋଗୀ, ଆଉ ତା’ପରେ
ବେଙ୍ଗାଲୁରୁ,୩।୭: କର୍ନାଟକର ଏକ ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ କରୋନା ରୋଗୀ ଚା’ ପିଇବା ପାଇଁ ହସ୍ପିଟାଲରୁ ବାହାରକୁ ପଳାଇଥିଲେ। ତାଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ୭୩ ବର୍ଷୀୟ ଜଣେ ବୃଦ୍ଧ କରୋନା ସଂକ୍ରମିତ ହୋଇ…
ଜୁଲାଇ ଶେଷ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବ !
ନୂଆଦିଲ୍ଲୀ,୩।୭: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର କରି ଯାଇଥିବା ବେଳେ ଏବେ ଏହା ଚିନ୍ତା ବଢାଇଛି। ଏହାକୁ ନେଇ କିଛି ଗାଣିତିକ ଆକଳନ ମଧ୍ୟ…
ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ପାଖାପାଖି ୨୧ ହଜାର ଆକ୍ରାନ୍ତ, ୩୭୯ ମୃତ
ନୂଆଦିଲ୍ଲୀ,୩।୭: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୦ ହଜାର ୯୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୫୪୪ ହୋଇଛି ।…
ଅଚାନକ ଲେହରେ ପହଞ୍ଚିଲେ ମୋଦି
ଶ୍ରୀନଗର,୩।୭: ଚାଇନା ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ଲେହରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ ଏଠାରେ ପହଞ୍ଚି ଯବାନମାନଙ୍କୁ ଭେଟିଥିଲେ। ଏହାପୂର୍ବରୁ କେବଳ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ସେଠାକୁ ଯାଇଥିଲେ। ମୋଦି ନିମୁ ଫରୱାର୍ଡ ପୋଷ୍ଟରେ…
କ୍ଷମା ମାଗିଲେ ତେଜସ୍ବୀ ଯାଦବ
ପାଟନା,୩।୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ କାର୍ଡ ଖେଳିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ। ୧୫ ବର୍ଷର ଲାଲୁ-ରାବିଡି ଶାସନରେ ହୋଇଥିବା ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି।…
ଅଗଷ୍ଟ ୧୫ରେ ଲଞ୍ଚ୍ ହୋଇପାରେ କରୋନା ଔଷଧ
ନୂଆଦିଲ୍ଲୀ,୩।୭: କରୋନାର ସଂକ୍ରମଣ ବୃଦ୍ଧି ମଧ୍ୟରେ ଏକ ଖୁସି ଖବର ଆସୁଛି। କରୋନା ଟିକା କୋଭାକ୍ସିନ ଅଗଷ୍ଟ ୧୫ରେ ଲଞ୍ଚ୍ ହୋଇପାରେ। ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ଏହି ଟିକା ପ୍ରସ୍ତୁତ କରାଯାଇଛି। ଭାରତ ବାୟୋଟେକ ଏବଂ ଆଇସିଏମଆର ପକ୍ଷରୁ…
ଅପରାଧୀଙ୍କ ଗୁଳିରେ ଡିଏସପିଙ୍କ ସମେତ ୮ ପୋଲିସ କର୍ମୀ ଶହୀଦ
କାନପୁର,୩।୭: ଉତ୍ତର ପ୍ରଦେଶ କାନପୁରରେ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କ ସହ ଗୁଳିବିନିମୟ ବେଳେ ୮ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ କାନପୁର ଡେପୁଟି ଏସ୍ପି ଦେବେନ୍ଦ୍ର ମିଶ୍ର ରହିଛନ୍ତି। ଅନ୍ୟ ୭ ଜଣ ଗୁରୁତର ଭାବେ ଆହତ ହୋଇ…
ଜୁଲାଇ ୬ରୁ ଖୋଲିବ ଏହି ସବୁ ଐତିହ୍ୟସ୍ଥଳୀ
ନୂଆଦିଲ୍ଲୀ,୨।୭-ଅନଲକ ୧ ପରେ ବର୍ତ୍ତମାନ ଦେଶରେ ଅନଲକ ୨ ଆରମ୍ଭ ହୋଇଛି। ତେବେ ସରକାର ଧିରେ ଧିରେ କିଛି କଟକଣାକୁ କୋହଳ କରୁଥିବାବେଳେ କିଛି କଟକଣାକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପରିସ୍ଥିତିରେ ତାଜମହଲଠାରୁ ଆରମ୍ଭ କରି ଦିଲ୍ଲୀରେ…
ରୁଷିଆ ସହ ବଢିବ ସୁସମ୍ପର୍କ: ଫୋନ କରି ପୁଟିନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୨।୭: ସମ୍ବିଧାନ ସଂଶୋଧନକୁ ନେଇ ରୁଷିଆରେ ହୋଇଥିବା ଭୋଟିଂରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ବହୁମତ ମିଳିଛି ବୋଲି ବିଶେଷ ସୂତ୍ରରୁ ଜଣାପଡିବା ପରେ ଏହା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

