ଜାତୀୟ

କାନପୁର ଏନ୍‌କାଉଣ୍ଟର: ବିକାଶଙ୍କ ଘର ଆବର୍ଜନାରୁ ମିଳିଲା ୩ ବୋମା

କାନପୁର,୭।୭: ଉତ୍ତରପ୍ରଦେଶ କାନପୁରର ବହୁ ଚର୍ଚ୍ଚିତ ଏନ୍‌କାଉଣ୍ଟରରେ ୮ ପୋଲିସ ଶହୀଦ ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହାପରେ କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କୁ ପୋଲିସ ଖୋଜି ଚାଲିଛି। ଚୌବେପୁର ଥାନାରୁ ତାଙ୍କୁ ସହାୟତା ମିଳୁଥିବା ଖବର…

କରୋନା ଯୁଦ୍ଧ ପାଇଁ ମୁମ୍ବାଇରେ ସ୍ବତନ୍ତ୍ର ଅଟୋ ରିକ୍ସା

ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁମ୍ବାଇରେ ଏକ ସ୍ବତନ୍ତ୍ର ଅଟୋରିକ୍ସା ଚଲାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅଟୋରିକ୍ସାରେ ଅକ୍ସିଜେନ୍‌ ମଧ୍ୟ ରଖାଯାଇଛି। ବସ୍ତି ଅଞ୍ଚଳରେ ଥିବା କରୋନା ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ…

ସୁଶାନ୍ତଙ୍କ ଘରେ ଲାଗି ନ ଥିଲା ସିସିଟିଭି କ୍ୟାମେରା: ସାମ୍ନାକୁ ଆସିଲା ପୋଲିସର ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ,୭।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଏକ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ଘରେ କୌଣସି ସିସିଟିଭି କ୍ୟାମେରା ଲାଗି ନ ଥିଲା ବୋଲି ମଙ୍ଗଳବାର ବାନ୍ଦ୍ରା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସୁଶାନ୍ତ…

ଅବିଶ୍ୱାସୀ ଚାଇନା, ଭାଇରାଲ ହେଉଛି ୧୯୬୨ର ହେଡ୍‌ ଲାଇନ୍ସ: ପଛକୁ ଘୁଞ୍ଚିବା ପରେ ବି ସାବଧାନ ସେନା

ନୂଆଦିଲ୍ଲୀ,୭।୭: ଗତ ମେ’ ମାସରୁ ଭାରତ-ଚାଇନା ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତୁତୁମେମେ ଚାଲିଥିବା ବେଳେ ନିକଟରେ ଚାଇନା ସେନା ଗଲଓ୍ବାନ ଘାଟିରୁ କିଛି କିଲୋମିଟର ପଛକୁ ଘୁଞ୍ଚି ଯାଇଥିବା ଖବର ରହିଛି। ହେଲେ ଏବେ ୧୫ ଜୁଲାଇ,…

ଟିଭି ସିରିଏଲ୍‌ର ଏହି ଅଭିନେତା କରୋନା ପଜିଟିଭ୍‌: ୩ଦିନ ଯାଏଁ ବନ୍ଦ ରହିଲା ଶୁଟିଂ

ମୁମ୍ବାଇ,୭।୭: କରୋନା ଲକ୍‌ଡାଉନ ଯୋଗୁ ୩ମାସରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। କରୋନା ସଙ୍କଟ ମଧ୍ୟରେ ତଥା ଅନ୍‌ଲକ-୨ରେ ମହାରାଷ୍ଟ୍ର ସରକାର କେତେକ କଟକଣା ଉପରେ କୋହଳ କରିଛନ୍ତି। ସେଥିମଧ୍ୟରୁ ସିରିୟଲ୍‌ ଶୁଟିଂ ଅନ୍ୟତମ। ସରକାର ଟିଭି…

କରୋନା ମହାମାରୀ ପରେ ଦେଖା ଦେଇପାରେ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ,୭।୭: କରୋନା ମହାମାରୀ ମଧ୍ୟରେ ଏବେ ଚିନ୍ତା ବଢାଇଛି ପଙ୍ଗପାଳ ଦଳ। ଚାଷୀଙ୍କ ପାଇଁ ଏମାନେ ଏବେ ମହାମାରୀର ରୂପ ନେବାକୁ ଯାଉଛନ୍ତି। ପାକିସ୍ତାନରୁ ଆସିଥିବା ଏହି ପଙ୍ଗପାଳ ଏବେ ଭାରତରେ କୃଷକଙ୍କ ଚିନ୍ତା ବଢାଇ ଚାଲିଛି। ଏବେ ପଙ୍ଗପାଳ ଦେଶର…

୨୫୦୦ରେ ମିଳୁଛି କରୋନା ନେଗେଟିଭ୍‌ ସାର୍ଟିଫିକେଟ

ମିରଠ,୭।୭: କରୋନା ଭାଇରସ୍‌ ସଂକ୍ରମଣ ଦେଶର ପ୍ରାୟ ସବୁ ସ୍ଥାନରେ ବ୍ୟାପିସାରିଛି। ଏହାର ମୁକାବିଲା ପାଇଁ ସାରା ବିଶ୍ୱ ଏକ ହୋଇଥିବା ବେଳେ ଯେଉଠିଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ସେଠାରେ କରୋନା ରିପୋର୍ଟକୁ ନେଇ…

ସୁସ୍ଥ ହେଉଥିବା କରୋନା ରୋଗୀଙ୍କୁ କୋଳାଗ୍ରତ କରି ବିଦାୟ ଦେଉଛନ୍ତି ଡାକ୍ତର !

ପଣଜୀ,୭।୭: କରୋନା ସଂକ୍ରମଣକୁ ଦେଖି ଏବେ ଏହା ଏକ ଅଛୁଆଁ ରୋଗ ବୋଲି ଆଲୋଚନା ହେଉଛି। ଏମିତିକି ରୋଗୀ ସୁସ୍ଥ ହେବାପରେ ବି କେହି ତାଙ୍କୁ ସ୍ପର୍ଶ କରିବାକୁ ଭୟ କରୁଛନ୍ତି। ହେଲେ ସମାଜରେ ଯେମିତି ଏମାନଙ୍କୁ କେହି ବାରଣ ନ…

ଚାଇନାକୁ ଦୁଇପଟୁ ଘେରାଉ: ପାହାଡ଼ରେ ଯୁଦ୍ଧ ବିମାନ, ସମୁଦ୍ରରେ ଯୁଦ୍ଧପୋତ

ନୂଆଦିଲ୍ଲୀ, ୭।୭: ଚାଇନାର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଲଓ୍ବାନ ଘାଟିର ହିଂସ୍ରକ ଘଟଣା ପରେ ଏବେ ଚାଇନା ହରଡ଼ଘଣାରେ ପଡ଼ିଛି। ଗୋଟିଏ ପଟେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଲଦାଖର ପାହାଡ଼ ଅଞ୍ଚଳରେ ଲଗାତାର ପଇଁତରା ମାରୁଛି। ସେହିପରି…

ପୁଲଓ୍ବାମା ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ, ଜଣେ ଆତଙ୍କବାଦୀ ନିହତ

ପୁଲଓ୍ବାମା,୭।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୁଲଓ୍ବାମା ଗୁସୁ ଗାଁରେ କିଛି ଆତଙ୍କବାଦୀ…

ରାଜଧାନୀରେ ୧ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୭।୭: ବେଳକୁ ବେଳ ଡରାଇ ଚାଲିଛି କରୋନା ମହାମାରୀ। ରାଜଧାନୀ ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହାକୁ ନେଇ ଭୟଭୀତ ନ ହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ସେ କହିଛନ୍ତି ଏବେସୁ୍‌ଦ୍ଧା…

୨୦ ଦିନ ମଧ୍ୟରେ ରାଜଧାନୀରେ କମିଛି ସଂକ୍ରମଣ, ବଢିଛି ସୁସ୍ଥତା ହାର

ନୂଆଦିଲ୍ଲୀ,୭।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର କରିଯିବା ପରେ ଏବେ ଏହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି। ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଏବେ ଦିଲ୍ଲୀବାସୀ ମଧ୍ୟ କରୋନା କୋପରୁ ବର୍ତ୍ତି ପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?