କରୋନା ଲଢ଼େଇରେ ଡ୍ରୋନ୍, ରୋବୋ
ନୂଆଦିଲ୍ଲୀ,୧୪ା୪(ପି.ଟି.): କରୋନା ବିରୋଧୀ ଲଢ଼େଇରେ ଶସ୍ତା ପୋର୍ଟେବଲ୍ ଭେଣ୍ଟିଲେଟରଠାରୁ ଆରମ୍ଭ କରି ଡ୍ରୋନ୍, ରୋବୋ ଏବଂ ସ୍ବତନ୍ତ୍ର ଷ୍ଟେଥୋସ୍କୋପ୍ ବ୍ୟବହାର କରାଯାଉଛି। ସାନିଟାଇଜେଶନରେ ଡ୍ରୋନ୍କୁ ବ୍ୟବହାର କରାଯାଇଥିବାବେଳେ ଖାଦ୍ୟ ଓ ଔଷଧ ଯୋଗାଣରେ ରୋବୋ ଏବଂ ଦୂରତା ରକ୍ଷା କରି ରୋଗୀଙ୍କୁ…
ବିଦେଶରେ ଫସିଛନ୍ତି ୪୦ ହଜାର ଭାରତୀୟ
ଓ୍ବାଶିଂଟନ,୧୪ ।୪: ମହାମାରୀ କରୋନା ବିଶ୍ୱବ୍ୟାପୀ ଅଚଳାବସ୍ଥା ସୃଷ୍ଟି କରିଛି। ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଶ୍ୱର ବିଭିନ୍ନ ଭାଗରେ ଲକ୍ଡାଉନ୍ ଜାରି ହୋଇଥିବାରୁ ପ୍ରାୟ ୪୦ ହଜାର ପ୍ରବାସୀ ଭାରତୀୟ ଫସିରହିଛନ୍ତି। ସେମାନେ ନିଜ କର୍ମକ୍ଷେତ୍ରରୁ ଘରକୁ ଫେରିପାରି…
ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକ୍ଡାଉନ୍: ମୋଦି କଲେ ଘୋଷଣା
ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଲକ୍ଡାଉନ୍ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଦେଶରେ କରୋନା ନେଲାଣି ୩୫୮ ମୁଣ୍ଡ
ନୂଆଦିଲ୍ଲୀ,୧୪।୪: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ଭୂତାଣୁ ଗୋଟିକ ପରେ ଗୋଟିଏ ମୁଣ୍ଡ ନେଇ ଲାଗିଛି। ସୋମବାର ଦେଶରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୦,୪୫୩ରେ ପହଞ୍ଚିଥିବାବେଳେ ୩୫୮ଜଣଙ୍କ ମୃତ୍ୟୁ ଘଟିଲାଣି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ତାଲିକାରେ…
କେବଳ ଗରିବଙ୍କୁ ମିଳିବ ମାଗଣା କୋଭିଡ୍ ପରୀକ୍ଷା ସୁବିଧା
ନୂଆଦିଲ୍ଲୀ,୧୪ା୪: କୋଭିଡ୍-୧୯ ପରୀକ୍ଷା ଦେୟ ଦେବାକୁ ଯେଉଁମାନେ ଅକ୍ଷମ କେବଳ ସେମାନଙ୍କୁ ଘରୋଇ ଲାବରେଟୋରିଗୁଡ଼ିକ ମାଗଣା ପରୀକ୍ଷା ସୁବିଧା ଯୋଗାଇଦେବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ସଂସ୍ଥାରେ କୋଭିଡ୍-୧୯ ପରୀକ୍ଷା ପାଇଁ ୪୫୦୦ ଟଙ୍କା ଦେୟ ଦେବାକୁ ପଡୁଛି। ସମସ୍ତଙ୍କୁ…
ସାଇବର ଅପରାଧୀଙ୍କ ଅସ୍ତ୍ର ହୋଇପାରେ ‘ଜୁମ୍’ ଆପ୍
ନୂଆଦିଲ୍ଲୀ, ୧୪ା୪: କରୋନା ଭାଇରସ୍ ଯୋଗୁ ଏବେ ବିଶ୍ୱର ପ୍ରାୟ ସବୁଠି ଲକ୍ଡାଉନ ସ୍ଥିତି। ବହୁ କମ୍ପାନୀ ଓ ଘରୋଇ ସଂସ୍ଥା ନିଜର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହିଛନ୍ତି। ଲକ୍ଡାଉନ ଯୋଗୁ ଘରୁ ବାହାରି ହେଉ ନ ଥିବାରୁ…
୨୪ ଘଣ୍ଟାରେ ୭୯୬ ନୂଆ କରୋନା ରୋଗୀ, ୩୫ ମୃତ
ନୂଆଦିଲ୍ଲୀ,୧୩।୪: ଭାରତରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କରୋନା ଭାଇରସ୍ର ୭୯୬ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୪୧ ଜଣ ସୁସ୍ଥ ହୋଇଥିବା ନେଇ…
ଜଣେ ବ୍ୟକ୍ତିଙ୍କ ପାଇଁ ୧୪ଟି ଗାଁ କ୍ୱାରାଣ୍ଟାଇନ୍ରେ
ବନ୍ଦାଓଁ,୧୩।୪: ଉତ୍ତରପ୍ରଦେଶ ବନ୍ଦାଉଁ ଜିଲାରେ ଜଣେ ବ୍ୟକ୍ତିଙ୍କ ପାଇଁ ୧୪ଟି ଗାଁ ଏବେ କ୍ୱାରାଣ୍ଟାଇନ୍ରେ। ଏଥିସହ ଉକ୍ତ ଗାଁର ସୀମାକୁ ମଧ୍ୟ ସିଲ୍ କରାଦିଆଯାଇଥିବା ଜଣାପଡ଼ିଛି। ସୋମବାର ଏନେଇ ଜିଲା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି…
ଚାଇନାରୁ ଆସିବ କୋଭିଡ-୧୯ କିଟ୍
ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ପ୍ରଥମେ ଚାଇନାରେ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଲାଣି। ଏହାକୁ ନେଇ ଭାରତ ଚିନ୍ତାରେ ଥିବା ବେଳେ ଏଠାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।…
ତାମିଲନାଡୁରେ ବୃଦ୍ଧି ହେଲା ଲକ୍ଡାଉନ ଅବଧି
ଚେନ୍ନାଇ,୧୩।୪: କରୋନା ସଂକ୍ରମଣ ଏବେବି ବିଭିନ୍ନ ରାଜ୍ୟରେ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଲକ୍ଡାଉନ ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ…
କରୋନା ସହ ଲଢିବାକୁ ବାର୍ତ୍ତା ଦେଉଛି ଶିଶୁ
କୋଲକାତା,୧୩।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଡରାଇ ଦେଇଛି। ଆମେରିକା ଭଳି ବିକାଶଶୀଳ ଦେଶ ଏବେ କରୋନା କବଳରେ ପଡି ଛଟପଟ ହେଉଥିବା ବେଳେ ଇଟାଲୀ ମଧ୍ୟ କରୋନା ଆଗରେ ନିଜର ଅସହାୟତା ଦେଖାଇଛି। ହେଲେ ଏମିତି କିଛି ଫଟୋ…
ସାନିଟାଇଜର୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ
ମୁମ୍ବାଇ,୧୩।୪: ମହାରାଷ୍ଟ୍ର ପାଲଘରର ତାରାପୁର ସ୍ଥିତ ଏକ କେମିକାଲ ଫାକ୍ଟ୍ରିରେ ସୋମବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୫ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା…
Archives


