ଜାତୀୟ

ଗୋଟିଏ ସପ୍ତାହ ପାଇଁ ସିଲ୍‌ ହେଲା ଦିଲ୍ଲୀ ସୀମା

ନୂଆଦିଲ୍ଲୀ,୧।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଏକ ବଡ ପଦକ୍ଷେପ ନେଇଛନ୍ତି। ଆସନ୍ତା ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀ ସୀମା ସିଲ୍‌ କରାଯିବ ବୋଲି କହିଛନ୍ତି କେଜରିଓ୍ବାଲ।…

ଅଦୃଶ୍ୟ କରୋନା ଭୂତାଣୁ, ଅଜେୟ କରୋନା ଯୋଦ୍ଧା: ମୋଦି

ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ନାଟକର ରାଜୀବ ଗାନ୍ଧୀ ଯୁନିଭର୍ସିଟି ଅଫ୍‌ ହେଲ୍‌ଥ ସାଇନସେସ୍‌ର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ କହିଛନ୍ତି, ଆଗଧାଡିର କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତର, ନର୍ସ ଓ ପରିମଳ କର୍ମଚାରୀଙ୍କ…

ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ: ବିଶେଷଜ୍ଞ

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ସରକାରୀ ଭାବେ କୁହାଯାଉଛି ଯେ, ଦେଶରେ କରୋନାର ଗୋଷ୍ଠୀ ସଂକ୍ରମଣ ଏପର୍ଯ୍ୟନ୍ତ ହୋଇନାହିଁ। ତେବେ ପ୍ରିଭେଣ୍ଟିଭ୍‌ ଏବଂ ସୋସିଆଲ୍‌ ମେଡିସିନ୍‌ ବିଶେଷଜ୍ଞ ତଥା ଇପିଡେମିଓଲୋଜିଷ୍ଟ୍‌ ଓ ପବ୍ଲିକ୍‌ ହେଲଥ୍‌ ପ୍ରାକ୍ଟିଶନର ସଙ୍ଘ…

କରୋନା ସଂକ୍ରମଣ ଭୟ: ନବଜାତକକୁ ସ୍ତନ୍ୟପାନ କରାଇଲେ ହସ୍ପିଟାଲର କାର୍ଯ୍ୟରତ ନର୍ସ!

କୋଲକାତା,୧।୬: ପଶ୍ଚିମବଙ୍ଗର ଆର୍‌ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ କାର୍ଯ୍ୟରତ ନର୍ସ। ନିକଟରେ ଜଣେ ମହିଳାଙ୍କର ଆର୍‌ଜି କର ମେଡିକାଲରେ ସନ୍ତାନ ପ୍ରସବ ହୋଇଥିଲା। ହେଲେ ତାଙ୍କର ସିଜରିଆନ୍‌ ସେକ୍ସନ ହୋଇଥିବାରୁ…

୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୩୯୨

ନୂଆଦିଲ୍ଲୀ,୧।୬: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୮,୩୯୨ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୯୦,୫୩୫ରେ ପହଞ୍ଚିଛି। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ରିପୋର୍ଟ…

୧୮ ସପ୍ତାହରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୯୦ ହଜାର ଟପିଲା

ନୂଆଦିଲ୍ଲୀ,୧।୬: ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ଗତ ୧୮ ସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୯୦ ହଜାର ୬୨୨ରେ ପହଞ୍ଚିଛି। ଏହା କରୋନା ଓ୍ବାଲର୍‌ଡ ମିଟର ଡାଟାବେସ୍‌ରୁ ଦର୍ଶାଯାଇଛିି। ସେହିପରି…

୩ରେ ମହାରାଷ୍ଟ୍ର, ଗୁଜରାଟରେ ବାତ୍ୟା

ମୁମ୍ବାଇ,୧ା୬(ପି.ଟି.): ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରିକ ବାତ୍ୟାର ରୂପ ନେବାକୁ ଯାଉଛି। ଏହା ଜୁନ୍‌ ୩ରେ ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳ ଅତିିକ୍ରମ କରିପାରେ ବୋଲି ରବିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣପୂର୍ବ ଏବଂ ପୂର୍ବକେନ୍ଦ୍ରୀୟ…

ଆର୍‌ପିଆଇ ନେତାଙ୍କ ଫାର୍ମହାଉସରେ ଗୁଳିକାଣ୍ଡ

ନୂଆଦିଲ୍ଲୀ,୧ା୬(ପି.ଟି.): ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ନେତା ସମିମ୍‌ ସୈଫ୍‌ଙ୍କ ଦିଲ୍ଲୀ ଫାର୍ମହାଉସ୍‌ରେ ରବିବାର ସକାଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ସୁରକ୍ଷା କର୍ମୀଙ୍କୁ ଗୁଳି କରିଛନ୍ତି। ଗୁରୁତର ଅବସ୍ଥାରେ ସୁରକ୍ଷା କର୍ମୀ ହରିନାଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜ୍ଞାତ…

ପୂର୍ବାଞ୍ଚଳର ବିକାଶରେ ଦେଶ ଆଗେଇବ

ନୂଆଦିଲ୍ଲୀ,୧ା୬(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୬୫ତମ ସଂସ୍କରଣରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି। କରୋନା ମହାମାରୀକୁ ନିୟନ୍ତ୍ରଣରେ ରଖିବା ଲାଗି ଘୋଷଣା ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନର ଶେଷ…

ପଙ୍ଗପାଳ ଦମନରେ ଧର୍ମବିଶ୍ୱାସ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧ା୬: ମଧ୍ୟପ୍ରଦେଶର ପାନ୍ନା ଅଞ୍ଚଳରେ ଗତ ସପ୍ତାହରେ ବାଜିିଥିଲା ପୋଲିସ ସାଇରନ। ହେଲେ ତାହା ଚୋରଙ୍କୁ ଗୋଡ଼ାଇବା ଲାଗି ନୁହେଁ ବରଂ ମାରାତ୍ମକ କୀଟ ପଙ୍ଗପାଳ ଦଳଠାରୁ ରକ୍ଷା ପାଇଁ। ଏହି ବିଧ୍ୱଂସକ ବିଦେଶାଗତ କୀଟ ପ୍ରତିଦିନ ତା’ ଓଜନର ତାଜା…

୫୭ ମଡେଲ ରାଜପଥ ବିକଶିତ କରିବ ଏନ୍‌ଏଚ୍‌ଏଆଇ

ନୂଆଦିଲ୍ଲୀ,୧।୬: ଦେଶ ମଧ୍ୟରେ ୫୭ ମଡେଲ ରାଜପଥ ବିକଶିତ କରାଯିବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ବିକାଶ ହେବାକୁ ଥିବା ଏହି ରାଜପଥର ମୋଟ ଦୈର୍ଘ୍ୟ ୧୭୩୫ କିଲୋମିଟର ରହିଛି। ପ୍ରତି ରାଜ୍ୟର…

ବିଦ୍ୟୁତ୍‌ ବିଲ୍‌ ଲକ୍ଷେ ଟଙ୍କା ଟପିଲେ ରିଟର୍ନ ଫାଇଲିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧।୬: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ସରକାର ଆୟକର ରିଟର୍ନ (ଆଇଟିଆର୍‌) ଫର୍ମ ବିଜ୍ଞପ୍ତି ଜାରି କରିଛନ୍ତି। କରେଣ୍ଟ ଆକାଉଣ୍ଟ ଜମା ୧ କୋଟି କିମ୍ବା ଇଲେକ୍ଟ୍ରିସିଟି ବିଲ୍‌ ନିର୍ଦ୍ଦିଷ୍ଟ ଆର୍ଥତ୍କ ବର୍ଷରେ ୧ଲକ୍ଷ କିମ୍ବା ତଦୂର୍ଦ୍ଧ୍ୱ ହେଲେ ଲୋକମାନେ ଆଇଟିଆର୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri