୩ ଦିନରେ ଲକ୍ଷାଧିକ ସଂକ୍ରମିତ
ନୂଆଦିଲ୍ଲୀ,୨୦ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ୩ ଦିନ ମଧ୍ୟରେ ଲକ୍ଷାଧିକ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୮,୯୦୨ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ରବିବାର ମୋଟ ଆକ୍ରାନ୍ତଙ୍କ…
ଛାତ୍ରୀଙ୍କୁ ଗଣବଳାତ୍କାର ପରେ ହତ୍ୟା ଅଭିଯୋଗ
କୋଲକାତା, ୨୦।୭ : ପଶ୍ଚିମବଙ୍ଗରେ ଜଣେ ସ୍କୁଲ୍ ଛାତ୍ରୀଙ୍କୁ ଗଣବଳାତ୍କାର ପରେ ହତ୍ୟା ଅଭିଯୋଗ ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକୋ ଓ ପୋଡ଼ାଜଳା କରିଥିଲେ। ହିଂସାତ୍ମକ ପ୍ରତିବାଦ ଫଳରେ ରବିବାର ଅପରାହ୍ନରେ କୋଲକାତାରୁ ସିଲିଗୁଡ଼ିକୁ ସଂଯୋଗ କରୁଥିବା ୩୧ ନମ୍ବର ଜାତୀୟ…
ଲଦାଖରେ ମୁତୟନ ହେବ ରାଫାଲ
ନୂଆଦିଲ୍ଲୀ,୨୦ା୭: ଚାଇନା ସହ ସୀମାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ସ୍ଥିତି ଏବଂ ରାଫାଲ ଲଢ଼ୁଆ ବିମାନର ତ୍ୱରିତ ପରିଚାଳନା ଷ୍ଟେଶନ ସମ୍ପର୍କରେ ଆଲୋଚନା ପାଇଁ ଭାରତୀୟ ବାୟୁସେନାର ଶୀର୍ଷ କମାଣ୍ଡରସ୍ତରୀୟ…
ବର୍ଷକରେ ୨୩୦ କେ.ଜି. ସୁନା ଚାଲାଣ
ଥିରୁଭାନନ୍ତପୁରମ,୨୦ା୭: କେରଳ ସୁନା ଚାଲାଣ ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଛି। ଏହାର ତଦନ୍ତ ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ହାତରେ ଲାଗିଛି ବଡ଼ ପ୍ରମାଣ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ବର୍ଷକ ମଧ୍ୟରେ ୨୩୦ କେ.ଜି. ସୁନା…
ବିଲେଇ ଛୁଆ ହତ୍ୟାକାରୀଙ୍କୁ ଖୋଜି ଆଣିଲେ ମିଳିବ ଏତିକି ଟଙ୍କା ପୁରସ୍କାର
ନୂଆଦିଲ୍ଲୀ,୧୯।୭: ବିଲେଇକୁ ଜୀବନ୍ତ ଜାଳି ଦେଇଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଲେ ୫୦ ହcଜାର ଟଙ୍କା ପୁରସ୍କାର। ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ (ଏଚଏସଆଇ, ଭାରତ) ପକ୍ଷରୁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଏଚଏସଆଇ ଟୁଇଟରରେ ଏକ ଭିଡିଓ ଶେୟାର…
୧୧୨ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି ମାତ୍ର ୨ ନର୍ସ
ବେଙ୍ଗାଲୁରୁ,୧୯।୭: କର୍ନାଟକରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବେଙ୍ଗାଲୁରୁରେ ସର୍ବାଧିକ ମାମଲା ସାମ୍ନାକୁ ଆସୁଛି। ଫଳରେ ୨୨ ଜୁଲାଇ ପର୍ଯ୍ୟନ୍ତ ଏଠାରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ବଢୁଥିବା ମାମଲା ମଧ୍ୟରେ ରାଜ୍ୟର ଜଣେ ମନ୍ତ୍ରୀ ହଠାତ୍ ରାତିରେ କେସି ଜେନେରାଲ…
ଏହି ବ୍ୟାଙ୍କର ପାଉଛନ୍ତି ସର୍ବାଧିକ ଦରମା, ଜାଣନ୍ତୁ କେତେ
ନୂଆଦିଲ୍ଲୀ,୧୯।୭: ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବାଧିକ ବେତନ ପାଇଥିବା ବ୍ୟାଙ୍କ୍ରଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ଏଚ୍ଡିଏଫ୍ସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପୁରୀ। ଗତ ବର୍ଷ ତୁଳନାରେ ତାଙ୍କ ଦରମା ଏବଂ ଅନ୍ୟାନ୍ୟ ମିଶିକି ୨୦୧୯-୨୦ ଆର୍ଥିକ ବର୍ଷରେ ୩୮ ପ୍ରତିଶତ…
ନାବାଳିକା ଅପହରଣ କରିନେଇଥିଲେ ଏହି ଯୁବକ, ଆଉ ତା’ପରେ
ଅମୃତସର,୧୯।୭: ପଞ୍ଜାବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଏକ ଫଟୋରେ ଜଣେ ଯୁବକ ଗଛରେ ବନ୍ଧା ହୋଇଥିବା ଦେଖାଯାଇଛି। ବ୍ୟକ୍ତିଙ୍କ ବେକରେ ଜୋତାର ମାଳ ପଡିଛି। ଗ୍ରାମବାସୀ ଯୁବକଙ୍କୁ ଘେରି ରହିଛନ୍ତି। କୁହାଯାଉଛି ଯେ ଏହି ଯୁବକ ଜଣେ ନାବାଳିକାଙ୍କୁ…
ଦେଶରେ ସାଇକେଲ୍ର ପଡିପାରେ ଅଭାବ ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୯।୭: ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। ଏପର୍ଯ୍ୟନ୍ତ କୌଣସି ଟିକା ବାହାରି ନ ଥିବାରୁ ଏହି ମହାମାରୀ ଏବେ ମାଡିଚାଲିଛି। ସାଧାରଣ ଜନଜୀବନ ଦୁର୍ବିସହ ହୋଇପଡିଛି। ଅନେକ ଲୋକ କାମଧନ୍ଦା ନ ପାଇଁ ଭୋକ ଉପାସରେ…
ଜମିରେ ପଶିବାରୁ ଓଟର ଦୁଇ ଗୋଡ଼ କାଟି ମାରିଦେଲେ
ଚୁରୁ, ୧୯।୭- ପଶୁଙ୍କ ପ୍ରତି ମଣିଷର କ୍ରୁରତାର ଆଉ ଏକ ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହାକି ମାନବିକତାକୁ ଲଜ୍ଜିତ କରିଛି। ମରୁଭୂମିର ଜାହାଜ ଭାବେ ପରିଚିତ ଗାଟିଏ ଓଟ ଜମିରେ ପଶିବାରୁ କିଛି ଲୋକ ଏହାର ଦୁଇଟି ଯାକ ଆଗ…
କିଛି ଲୋକ ଭାବୁଛନ୍ତି ରାମ ମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହେବ: ପାଓ୍ବାର
ନୂଆଦିଲ୍ଲୀ,୧୯।୭: ଏନସିପି ସୁପ୍ରିମୋ ଶରଦ ପାୱାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହେବ। ବର୍ତ୍ତମାନ ପାଇଁ ସରକାର ଲକ୍ଡାଉନ୍ ଯୋଗୁ ଅର୍ଥନୀତିରେ ହୋଇଥିବା…
ମୋଦିଙ୍କୁ କହ୍ନେୟାଙ୍କ କଟାକ୍ଷ: ‘ଆମ ସାହେବ୍ ଷ୍ଟଣ୍ଟମ୍ୟାନ୍, ହେଲେ ଷ୍ଟେଟ୍ସମ୍ୟାନ୍ ନୁହଁନ୍ତି’
ନୂଆଦିଲ୍ଲୀ,୧୯।୭: ଜେଏନ୍ୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ସିପିଆଇ ନେତା କହ୍ନେୟା କୁମାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ଆମର ସାହେବ ଷ୍ଟଣ୍ଟମ୍ୟାନ୍, ହେଲେ ଷ୍ଟେଟ୍ସମ୍ୟାନ୍ ନୁହନ୍ତି। ସେଥିପାଇଁ ଗଣମାଧ୍ୟମର ଟିଆର୍ପି ଅଧିକ ଏବଂ ଦେଶର…
Archives


