ଯୋଗ୍ୟ ଆକାଉଣ୍ଟକୁ ଋଣ ପୁନର୍ଗଠନ ସୁବିଧା
ନୂଆଦିଲ୍ଲୀ,୪ା୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ବ୍ୟାଙ୍କ ସିଇଓଙ୍କ ସହ ଆଲୋଚନା କରିଛନ୍ତି। କୋଭିଡ୍-୧୯ ପ୍ରଭାବିତ ଦେଶର ଅର୍ଥ ବ୍ୟବସ୍ଥା ଲାଗି ଘୋଷଣା ହୋଇଥିବା ଋଣ ଯୋଜନା ଏବଂ ମୋରାଟୋରିୟମ ପରବର୍ତ୍ତୀ ସମୟରେ ଋଣ ପୁନର୍ଗଠନ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି।…
ଜୀବନ ବଞ୍ଚାଇବ ଷ୍ଟେରଏଡ୍
ନୂଆଦିଲ୍ଲୀ,୪ା୯:ସାରା ବିଶ୍ୱରେ କରୋନା ମହାମାରୀ ବଢ଼ିଚାଲିଥିଲାବେଳେ ଷ୍ଟେରଏଡ୍ ଚିକିତ୍ସା ଆଶାର ସଞ୍ଚାର କରିଛି। ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ଷ୍ଟେରଏଡ୍ ସହାୟକ ହୋଇପାରିବ। ଅନ୍ତର୍ଜାତୀୟ କ୍ଲିନିକାଲ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ଷ୍ଟେରଏଡ ଶସ୍ତା ହୋଇଥିବାବେଳେ ଏହା ବହୁଳ…
ରେଳ ଲାଇନ କଡ଼ରୁ ହଟିବ ୪୮ ହଜାର ଝୁମ୍ପୁଡ଼ି: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୩।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟିବ। ଏନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ପର୍ଯ୍ୟାୟକ୍ରମେ ଝୁମ୍ପୁଡ଼ିଗୁଡ଼ିକୁ ହଟାଯିବ। ରେଲଓ୍ବେ ସୁରକ୍ଷା ଜୋନ୍ରେ ବେଆଇନ ଦଖଲ କରିଥିବା ଝୁମ୍ପୁଡ଼ିକୁ…
ହନିଟ୍ରାପ୍ଙ୍କ ସହିତ ଜେଲରଙ୍କ ଫଟୋ ଭାଇରାଲ
ଭୋପାଳ, ୩।୯: ଜଣେ ଜିଲା ଜେଲରଙ୍କ ଫଟୋ ଏବେ ସୋସିଆଲ୍ ମିଡ଼ଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ହନିଟ୍ରାପ୍ ଶ୍ୱେତା ବିଜୟ ଜୈନଙ୍କ ସହିତ ଇନ୍ଦୋର ଜିଲା ଜେଲର କେ.କେ.କୁଳଶ୍ରେଷ୍ଠଙ୍କ ଫଟୋ ସୋସିଆଲ୍ ମିଡ଼ିଆରେ ଅପ୍ଲୋଡ୍ କରାଯାଇଛି। ଏହାକୁ ନେଇ…
ମାସ୍କ ପିନ୍ଧିବା ପାଇଁ ପୋଲିସ କଲା ଏମିତି ଅନୁରୋଧ, ଜାଣିଲେ କରିବେ ପ୍ରଶଂସା
ପୁଣେ,୩ା୯: କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ସ୍ଥାନକୁ ନ ଯିବା ପାଇଁ ବାରଣ କରାଯାଉଛି। ଯଦି ଜରୁରୀ କାମ ପଡ଼େ ତେବେ ମାସ୍କ ବାନ୍ଧିବାକୁ ଲଗାତର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ମାତ୍ର…
ଏଲ୍ଏସିରେ ଉତ୍ତେଜନା: ଲଦାଖରେ ପହଞ୍ଚିଲେ ସେନାଧ୍ୟକ୍ଷ
ଲେହ, ୩।୯: ଭାରତ ଚାଇନା ମଧ୍ୟରେ ଏଲ୍ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସ୍ଥିତିର ସମୀକ୍ଷା ପାଇଁ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଲଦାଖର ଲେହରେ ପହଞ୍ଚିଛନ୍ତି। ସେ ଫିଲ୍ଡ କମାଣ୍ଡରଙ୍କ ସହିତ ଆଲୋଚନା କରିଛନ୍ତି। ଏଲ୍ଏସିରେ ଭାରତୀୟ ସେନାର ପ୍ରସ୍ତୁତି…
୧୫ ବର୍ଷ ହେବ ଗୋଟିଏ ବି ଦିନ ସ୍କୁଲ ବନ୍ଦ କରିନାହାନ୍ତି ଏହି ବାଳିକା
ଭୋପାଳ,୩।୯: ୧୫ ବର୍ଷ ହେବ ଗୋଟିଏ ବି ଦିନ ସ୍କୁଲ ବନ୍ଦ ନ କରି ରେକର୍ଡ ହାସଲ କରିଛନ୍ତି ଭୋପାଳ ରେ ରହୁଥିବା ଅଦିତି ଭାର୍ଗଭ। ବର୍ଷା କିମ୍ବା ଶୀତ ହେଉ କିମ୍ବା ଖରାପ ସ୍ବାସ୍ଥ୍ୟ ହେଉ, ଆଦିତି ସମସ୍ତ ଅସୁବିଧା…
ପରମ୍ପରା ଭାଙ୍ଗିଲେ ଉପରାଜ୍ୟପାଳ: ଲୋକଙ୍କ ବିଶ୍ୱାସ ଜିଣିବା ପ୍ରୟାସ…
ଶ୍ରୀନଗର, ୩।୯: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ପ୍ରଚଳିତ ପରମ୍ପରାକୁ ଭଙ୍ଗ କରିଛନ୍ତି। ପୁଲଓ୍ବାମା ଗସ୍ତ ସମୟରେ ସେ ହେଲିକପ୍ଟରର ବ୍ୟବହାର କରି ନାହାଁନ୍ତି। ସଡ଼କ ପଥରେ ସେ ପୁଲଓ୍ବାମାରେ ପହଞ୍ଚି ୪୦କୋଟି ୮୬ ଲକ୍ଷ…
ରାଜଧାନୀକୁ ପୁଣି ଫେରିଲା କରୋନା
ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ସରକାର ଚିନ୍ତିତ ରହିଛନ୍ତିି। ରାଜଧାନୀ ଦିଲ୍ଲୀକୁ ପୁଣି କରୋନା ଫେରିଛି। ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୫୦୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି…
ଭାରତକୁ ଘେରିବା ଷଡ଼ଯନ୍ତ୍ର କରୁଛି ଚାଇନା
ନୂଆଦିଲ୍ଲୀ, ୩।୯: ଭାରତକୁ ସମୁଦ୍ର ସୀମାରେ ଘେରିବା ପାଇଁ ଚାଇନା ଷଡ଼ଯନ୍ତ୍ର କରିଛି। ଚାଇନା ପୃଥିବୀର ସମସ୍ତ ଦେଶକୁ ପଛରେ ପକାଇ ସର୍ବ ବୃହତ ନୌସେନା ପ୍ରସ୍ତୁତ କରିଛି। ଏନେଇ ପେଣ୍ଟାଗନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚାଇନା…
ପୁଣି ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୮୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣ ଏହାର ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ୮୦…
କାର୍ ବୁକ୍ କରି ପରଟା ଖାଇବାକୁ ଯାଇଥିଲେ, ଘଟିଲା ଏମିତି କାଣ୍ଡ
ନୂଆଦିଲ୍ଲୀ,୩।୯:ଜଣେ କ୍ୟାବ ଡ୍ରାଇଭରଙ୍କଠାରୁ ଲୁଟ୍ ଅଭିଯୋଗରେ ଦିଲ୍ଲୀ ପୋଲିସ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସମସ୍ତ ଅଭିଯୁକ୍ତ ହରିୟାଣାର ମୁର୍ଥଲ ପରଟା ଖାଇବା ପାଇଁ ଏକ କ୍ୟାବ ବୁକ୍ କରିଥିଲେ। ରାସ୍ତାରେ ଯାତ୍ରା ସମୟରେ…

