ରେକର୍ଡ କଲେ ମୋଦି
ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆଯୋଧ୍ୟାରେ ଆୟୋଜିତ ଭବ୍ୟ ଏବଂ ଦିବ୍ୟ ରାମମନ୍ଦିର ନିର୍ମାଣ ପାଇଁ ହୋଇଥିବା ଭୂମି ପୂଜାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ହନୁମାନଗଡି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏବେ ଉତ୍ତର ପ୍ରଦେଶ ସରକାରଙ୍କ…
କାହାନୀ ଘର ଘର କି ଫେମ୍ ଅଭିନେତାଙ୍କ ଆତ୍ମହତ୍ୟା
ମୁମ୍ବାଇ,୬।୮: ଦେଶରେ କରୋନା ସଙ୍କଟ ମଧ୍ୟରେ ବଲିଉଡ୍ ଓ ଛୋଟ ପରଦାର ସେଲିବ୍ରିଟିଙ୍କ ଆତ୍ମହତ୍ୟା ଜାରି ରହିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରଶଂସକଙ୍କ ମନରୁ ଲିଭି ନ ଥିବା ବେଳେ ଏବେ ଜଣାଶୁଣା ଟିଭି କଳାକାର ସମୀର ଶର୍ମା…
୨୫୦ ମୁସଲମାନ୍ ଗ୍ରହଣ କଲେ ହିନ୍ଦୁଧର୍ମ
ବାଡମେର୍, ୬।୮: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଶିଳାନ୍ୟାସ ହେବା ପରେ ପରେ ୨୫୦ ମୁସଲମାନ୍ ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି। ରାଜସ୍ଥାନର ବାଡ଼ମେର୍ ସହରର ପାୟଲା କଲ୍ଲା ପଞ୍ଚାୟତର ୫୦ ମୁସଲମାନ ପରିବାରର ସମସ୍ତ ସଦସ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ସେମାନଙ୍କର…
୫ମାସ ପରେ ଏହି ଦିନ ଖୋଲିବ ମା’ ବୈଷ୍ଣୋଦେବୀଙ୍କ ମନ୍ଦିର
ଜମ୍ମୁ,୬।୮: ଜମ୍ମୁ-କଶ୍ମୀର କଟରାରେ ଥିବା ମା’ ବୈଷ୍ଣୋଦେବୀଙ୍କ ଯାତ୍ରା କରିବାକୁ ଇଛା ପ୍ରକାଶ କରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର। ଖୁବ୍ଶୀଘ୍ର ସେମାନଙ୍କର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ କରୋନା ଲକ୍ଡାଉନ ଯୋଗୁ ଦୀର୍ଘ ୫ମାସ ଧରି ବନ୍ଦ ରହିଥିବା ଧାର୍ମିକ…
ରେଲଓ୍ବେ ଟ୍ରାକ୍ରେ ଚାଲିଲା ବୋଟ୍: ପ୍ରବଳ ବର୍ଷାରେ ବଲିଉଡ୍ ବେହାଲ୍
ମୁମ୍ବାଇ, ୬।୮: କରୋନା ମହାମାରୀ ସଂକ୍ରମଣ ସମୟରେ ମୁମ୍ବାଇର ଅବସ୍ଥା ଲଘୁଚାପ ଜନିତ ବର୍ଷାରେ ବେହାଲ୍ ହେବାରେ ଲାଗିଛି। ବୁଧବାର ସକାଳ ୮ରୁ ରାତି ୮ଟା ମଧ୍ୟରେ ମୁମ୍ବାଇର କୋଲବା ଅଞ୍ଚଳରେ ୨୯୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ପ୍ରବଳ ବର୍ଷା…
ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ତିଆରି କଲେ ପିପିଇ କିଟ୍-ଫେସ୍ ସିଲ୍ଡ!
ଫରିଦାବାଦ,୬।୮: ହରିୟାଣା ଫରିଦାବାଦର ସେକ୍ଟର-୨୧ଏରେ ରହୁଥିବା ଭବ୍ୟ ଚାଓ୍ବଲା ଏବେ ଖୁବ୍ ଚର୍ଚ୍ଚାରେ। କରୋନା ମହାମାରୀ ସମୟରେ ଲୋକେ ରୋଜଗାର ହରାଉଥିବା ବେଳେ ଭବ୍ୟ କିନ୍ତୁ ପାଖାପାଖି ଶହେ ଜଣ କର୍ମଚାରୀଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି। ଇତିମଧ୍ୟରେ ସେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ…
ଆମେରିକା-ବ୍ରାଜିଲକୁ ପୁଣି ପଛରେ ପକାଇଲା ଭାରତ
ନୂଆଦିଲ୍ଲୀ,୬।୮: କରୋନା ମହାମାରୀ ଏବେ ଦେଶରେ ଯେଉଁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି। ଏବେସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ଅତିକ୍ରମ କରିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
ୟୁପିଏସ୍ସି ସାକ୍ଷାତକାରରେ ପଚରାଯାଏ ଏପରି ପ୍ରଶ୍ନ, ଆଇଏଏସ୍ ଟପ୍ପର ପ୍ରଦୀପଙ୍କ ଉତ୍ତର
ନୂଆଦିଲ୍ଲୀ,୬।୮: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ପକ୍ଷରୁ ୨୦୧୯ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହରିୟାଣାର ସୋନେପତ୍ ଜିଲା ନିବାସୀ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଯତୀନ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା…
ଏସବୁ ୫ ରାଜ୍ୟରେ ଜାରି ରହିଛି କରୋନା ମହାମାରୀ ତାଣ୍ଡବ
ନୂଆଦିଲ୍ଲୀ, ୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ୫ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ସେସବୁ ରାଜ୍ୟ ମଧ୍ୟରେ ମହାରାଷ୍ଟ ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ…
ଭାଜପା ନେତାଙ୍କୁ ହତ୍ୟା
କୁଲଗାମ,୬।୮: ଜମ୍ମୁ-କଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ପୁଣିଥରେ ତାଣ୍ଡବ ରଚିଛନ୍ତି। ଗୁରୁବାର ସକାଳେ ଆତଙ୍କବାଦୀମାନେ ଗୁଳିକରି ସେଠାକାର ଭାରତୀୟ ଜନତା ପାର୍ଟି(ଭାଜପା) ସରପଞ୍ଚଙ୍କୁ ହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସରପଞ୍ଚ ସଜାଦ ଅହମ୍ମଦ ତାଙ୍କ ଘର ବାହାରେ ଠିଆ ହୋଇଥିବା ବେଳେ ତାଙ୍କୁ…
ହିରୋଶିମା: ଯୁଦ୍ଧ, ଯନ୍ତ୍ରଣାର ଦସ୍ତାବିଜ
ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ପରମାଣୁ ଯୁଦ୍ଧର ଏକମାତ୍ର ମୂଖସାକ୍ଷୀ ହେଉଛି ଜାପାନ। ୧୯୪୫ରେ ଆମେରିକା କେବଳ ଯୁଦ୍ଧକୁ ଅବଦମିତ କରିବାକୁ ଜାପାନ ଉପରେ ପରମାଣୁ ଆକ୍ରମଣ କରି ନ ଥିଲା, ବରଂ ନିଜକୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବାକୁ ମାନବ ସଭ୍ୟତା…
କରୋନା ମୃତ୍ୟୁ ସଂଖ୍ୟା ଟପିଲା ୪୦ ହଜାର
ନୂଆଦିଲ୍ଲୀ, ୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୮ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହିଛି। ଏହି ଧାରା ଜାରି…
Archives


