ଜାତୀୟ

ସୂର୍ଯ୍ୟପରାଗ ଯୋଗୁ ପରିବର୍ତ୍ତନ ହେଲା ମା’ ବୈଷ୍ଣୋଦେବୀଙ୍କ ଆଳତୀ ସମୟ

ଜମ୍ମୁ,୧୭।୬: ସୂର୍ଯ୍ୟପରାଗ ଜୁନ ୨୧ରେ ପଡ଼ୁଥିବାରୁ ମା’ ବୈଷ୍ଣୋଦେବୀଙ୍କ ଆଳତୀ ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୬ଟା ୨୦ରେ ହେବାକୁ ଥିବା ଆଳତୀ ଏବେ ଦ୍ୱିପ୍ରହର ୨ଟା ୨୦ରେ କରାଯିବ। ଏନେଇ ଶ୍ରାଇନ୍‌ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କରୋନା…

ଏକାସାଙ୍ଗରେ ୪ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଜୟପୁର,୧୭।୬: କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜସ୍ଥାନର ନାଗୋରରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଡିଡଓ୍ବାନାର ଉତ୍ତମ ହସ୍ପିଟାଲରେ ସଞ୍ଜୁ ଦେବୀ ନାମ୍ନୀ ଜଣେ ମହିଳା ଏକାସାଙ୍ଗରେ ୪ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ସଞ୍ଜୁଙ୍କ ନର୍ମାଲ…

ଏଏପି ବିଧାୟିକା କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୭।୬: ଦିଲ୍ଲୀରେ କରୋନା ସଂକ୍ରମଣ ସଙ୍କଟ ଦିନକୁ ଦିନ ଭୟାବହ ହେବାରେ ଲାଗିଛି। ଏଥିରୁ କରୋନା ଯୋଦ୍ଧା କି ନେତା ମନ୍ତ୍ରୀ ମଧ୍ୟ ବର୍ତ୍ତି ପାରୁନାହାନ୍ତି। ଇତିମଧ୍ୟରେ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟିକା ଅତିଶି ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।…

ଉତ୍ତର ଦେବାକୁ ସକ୍ଷମ ଥିବା ଭାରତ ଚାହେଁ ଶାନ୍ତି, ଦେଶର ଅଖଣ୍ଡତା କ୍ଷେତ୍ରରେ ହେବ ନି ବୁଝାମଣା: ମୋଦି

ନୂଆଦିଲ୍ଲୀ, ୧୭।୬: ଲଦାଖର ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି ଯେ, ଯବାନଙ୍କ ବଳିଦାନ ବ୍ୟର୍ଥ ହେବନାହିଁ। ଦେଶ ପାଇଁ ଲଢ଼ି…

ଗଲଓ୍ବାନ ସଂଘର୍ଷ: ଜୟଶଙ୍କର ଓ୍ବାଙ୍ଗ ୟିଙ୍କ ସହିତ ଫୋନ୍‌ରେ କଲେ ଆଲୋଚନା

ନୂଆଦିଲ୍ଲୀ, ୧୭।୬: ଲଦାଖର ଗଲଓ୍ବାନ ଘାଟିରେ ସୋମବାର ରାତିରେ ଘଟିଥିବା ସଂଘର୍ଷ ପରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ ୟିଙ୍କ ସହିତ ଆଲୋଚନା କରିଛନ୍ତି। ବୁଧବାର ଜୟଶଙ୍କର ଓ୍ବାଙ୍ଗଙ୍କୁ ଫୋନ କରିଛନ୍ତି। ଏହି ଘଟଣା ପାଇଁ…

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା:  କରନ, ସଲମାନଙ୍କ ସମେତ ୮ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ,୧୭।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି। ତାଙ୍କ ଭଳି ଭର୍ସାଟାଇଲ ଅଭିନେତା ଏଭଳି ପଦକ୍ଷେପ କାହିଁକି ନେଲେ ସେନେଇ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏହି ପ୍ରଶ୍ନର ଉତ୍ତର ପାଇଁ…

ଥରିଲା ମୁମ୍ବାଇ

ମୁମ୍ବାଇ, ୧୭।୬: ମୁମ୍ବାଇରେ ବୁଧବାର ପୂର୍ବାହ୍ନ ୧୧ଟା ୫୧ରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିବା ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ମୁମ୍ବାଇର ୧୦୩ କିମି ଦୂରରେ ଭୂକମ୍ପର କେନ୍ଦ୍ର…

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା: ୪୧ ଆହତ

ଉନ୍ନାଓ,୧୭।୬: ଉତ୍ତରପ୍ରଦେଶର ଉନ୍ନାଓର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୪୧ ଜଣ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବସ୍‌ଟି ରାଜସ୍ଥାନରୁ ପଶ୍ଚିମବଙ୍ଗ…

ଗଲଓ୍ବାନ ଘାଟିର ୨୦ ଶହୀଦ: ବିହାର ରେଜିମେଣ୍ଟର ସର୍ବାଧିକ ଯବାନ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଭିନ୍ନ ଭିନ୍ନ ରେଜିମେଣ୍ଟର ଯବାନ ରହିଛନ୍ତି। ୧୬-ବିହାର ରେଜିମେଣ୍ଟର ସର୍ବାଧିକ ୧୨ ଜଣ ଯବାନ…

୧୭ଦିନ ଝିଅର ମୁହଁ ଦେଖିପାରିଲେନି ପିତା: ଦେଶ ପାଇଁ ହେଲେ ଶହୀଦ

ରାଞ୍ଚି,୧୭।୬: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚାଇନା ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଝାଡଖଣ୍ଡର ସାହିବଗଞ୍ଜର କୁନ୍ଦନ ଓଝା ଥିଲେ। ୫ ମାସ ପୂର୍ବରୁ ଘରକୁ ଆସିଥିବାବେଳେ ସେ…

୩୬ ଘଣ୍ଟା ପରେ ମୁହଁ ଖୋଲିଲେ ସରକାର: ଜୁନ ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାର ୩୬ ଘଣ୍ଟା ପରେ ସରକାର ମୁହଁ ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୧୯ ଅପରାହ୍ନ ୫ରେ ସର୍ବଦଳୀୟ ବୈଠକ ପାଇଁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିରେ ସମସ୍ତ…

ଶହୀଦ ଯବାନଙ୍କ ବଳିଦାନକୁ ଭୁଲିବ ନାହିଁ ଦେଶ: ରାଜନାଥ ସିଂ

ନୂଆଦିଲ୍ଲୀ,୧୭।୬: ଗଲଓ୍ବାନ ଉପତ୍ୟକାରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତୀୟ ସେନାର ୨୦ ଯବାନ ଶହୀଦ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି ଯେ ‘ଗଲଓ୍ବାନ ଉପତ୍ୟକାରେ ଯବାନଙ୍କ ଶହୀଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri