୩୦୦ କୋଟିର ଯୁଦ୍ଧାସ୍ତ୍ର କିଣିବ ସେନା
ନୂଆଦିଲ୍ଲୀ,୧୬।୭: ଚାଇନା ସହ ସୀମା ବିବାଦ ଲାଗି ରହିଥିବାବେଳେ ଭାରତ ସେନାକୁ ସଶକ୍ତ କରିବା ଓ ଅତ୍ୟାଧୁନିକ ଶସ୍ତ୍ର ଯୋଗାଇ ଦେବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚଳାଇଛି। ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ଡିଏସି (ଡିଫେନ୍ସ…
ଦେଖିବାକୁ ଯେମିତି, ମାର୍କ ବି ସେମିତି
ନଏଡା,୧୬।୭: ନିକଟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ହେଲେ ନଏଡାର ଦୁଇ ଯାଆଁଳା ଭଉଣୀ (ଛାତ୍ରୀ) ଦେଖିବାକୁ ଯେମିତି ଏକାଭଳି ମାର୍କ ବି ସେମିତି ସମାନ ରଖି ଚର୍ଚ୍ଚାକୁ ଆସିଛନ୍ତି। ଏହି ଦୁଇଜଣ ହେଉଛନ୍ତି ମାନସୀ ଓ…
ବିନା ବେତନରେ ୬୦ମାସ ଯାଏଁ ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ
ନୂଆଦିଲ୍ଲୀ,୧୫।୭: ସାରା ଦେଶରେ କରୋନା ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ସଙ୍କଟ ଯୋଗୁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି। ଫଳରେ ଦେଶର ଅର୍ଥନୀତି ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଇତିମଧ୍ୟରେ ଏୟାର ଇଣ୍ଡିଆ ନିଜ କର୍ମଚାରୀଙ୍କୁ ୬ମାସରୁ…
ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ
ଚଣ୍ଡିଗଡ଼,୧୫।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ବୁଧବାର ଏନେଇ ଖୋଦ ଅମରିନ୍ଦର ସିଂହ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ସୁରକ୍ଷା ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳର ନିଜ ସହଯୋଗୀଙ୍କୁ ଅମରିନ୍ଦର କୋଭିଡ-୧୯ ଯାଞ୍ଚ କରାଇବାକୁ ପରାମର୍ଶ…
ପାଇଲଟ୍ଙ୍କ ପାଇଁ କଂଗ୍ରେସର ଦ୍ୱାର ସର୍ବଦା ଖୋଲାରହିଛି: ରାହୁଲ
ନୂଆଦିଲ୍ଲୀ,୧୫।୭: ରାଜସ୍ଥାନରେ ରାଜନୈତିକ ଡ୍ରାମା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ମନମାଳିନ୍ୟ ଏବେ ଚରମ ସୀମାରେ ପହଞ୍ଚିଛି। ମଙ୍ଗଳବାର ସଚିନଙ୍କୁ ଦଳର ରାଜସ୍ଥାନ ମୁଖ୍ୟ ଓ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା…
ମୋଦିଙ୍କ ପରେ ଲଦାଖ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ
ନୂଆଦିଲ୍ଲୀ,୧୫।୭: ଲଦାଖର ଗଲଓ୍ବାନ ଘାଟିରେ ସୀମା ବିବାଦକୁ ନେଇ ନିକଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ସେଠାକାର ସ୍ଥିତି ସମୀକ୍ଷା କରିବା ପାଇଁ ଜୁଲାଇ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଥିଲେ। ମୋଦିଙ୍କ…
ଆଇଆଇଟି ଦିଲ୍ଲୀର ନୂଆ ଆବିଷ୍କାର: ମାତ୍ର ୬୫୦ ଟଙ୍କାରେ ହେବ କରୋନା ଯାଞ୍ଚ
ନୂଆଦିଲ୍ଲୀ,୧୫।୭: ଆଇଆଇଟି ଦିଲ୍ଲୀ ପକ୍ଷରୁ କରୋନା ଯାଞ୍ଚ ପାଇଁ ଏକ ନୂଆ କିଟ୍ର ଆବିଷ୍କାର କରାଯାଇଛି। ଏହି କିଟ୍ ଉନ୍ନତ ଧରଣର ହୋଇଥିବା ବେଳେ କରୋନା ଯାଞ୍ଚର ସଠିକ୍ ଫଳାଫଳ ମାତ୍ର ୩ଘଣ୍ଟାରେ ଉପଲବ୍ଧ ହୋଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା…
କେବଳ ସଚିନ ନୁହଁନ୍ତି, ବାପା ରାଜେଶ ମଧ୍ୟ କରିଥିଲେ ଗାନ୍ଧୀ ପରିବାର ବିରୋଧରେ ବିଦ୍ରୋହ: ଗେହଲଟଙ୍କ ସହ ଭଲ ନୁହେଁ ସମ୍ପର୍କ
ନୂଆଦିଲ୍ଲୀ,୧୫।୭: ରାଜସ୍ଥାନରେ ଗେହଲଟ ସରକାରଙ୍କ ବିରୋଧରେ ବିଦ୍ରୋହ କରି ବିଦା ହୋଇଛନ୍ତି ସଚିନ ପାଇଲଟ। ଏହି ନେତାଙ୍କୁ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଛି। କେବଳ ସଚିନ ନୁହନ୍ତି ତାଙ୍କ ଅନୁଗତ…
କରୋନା ଆଗରେ ହାର ମାନିଛି ମାନବିକତା: ୭ଘଣ୍ଟା ଧରି ଘର ବାହାରେ ପଡ଼ିରହିଲା ମୃତଦେହ
କୋଲକାତା,୧୫।୭: ଦେଶରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନାକୁ ନେଇ କେଉଁଠି ଲୋକ ସଚେତନ ନ ଥିବା…
ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ସଂପୃକ୍ତ ମନ୍ତ୍ରଣାଳୟକୁ ଚିଠି ପଠାଇଲେ ଶାହା
ନୂଆଦିଲ୍ଲୀ,୧୫।୭: ବଲିଉଡ୍ ଭର୍ସାଟାଇଲ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାର ଏକ ମାସ ବିତିସାରିଲାଣି। ହେଲେ ତାଙ୍କୁ ହରାଇବାର କଷ୍ଟ ଏବେ ବି ପରିବାର ସମ୍ପର୍କୀୟ ଓ ପ୍ରଶଂସକ ମନରୁ ଲିଭିପାରିନାହିଁ। ସୁଶାନ୍ତଙ୍କ ଭଳି ଜଣେ ସଫଳ ଅଭିନେତା ଏଭଳି ପଦକ୍ଷେପ…
ଭଲ ଇଂରାଜୀ କହିଲେ ଚଳିବନି, ପ୍ରତିଶ୍ରୁତିବଦ୍ଧତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ: ଅଶୋକ ଗେହଲଟ୍
ଜୟପୁର,୧୫।୭: ରାଜସ୍ଥାନ ରାଜନୈତିକ ପାଣିପାଗ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କୁ ପଦରୁ ହଟାଇବାରେ ସକ୍ଷମ ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ସଚିନଙ୍କ ଉପରେ ବର୍ଷିଛନ୍ତି। ସଚିନ ବିଧାୟକଙ୍କୁ କିଣିନେବାକୁ ଚେଷ୍ଟା କରୁଛନ୍ତି ବୋଲି…
ହନୁମାନଙ୍କ ଗଦାମାଡ଼ରେ ମାନଚିତ୍ରରୁ ଲିଭି ଯିବ ନେପାଳ
ନୂଆଦିଲ୍ଲୀ, ୧୫।୭: ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ମନ୍ତବ୍ୟ ନେଇ ବାବରୀ ମସଜିଦ୍ କମିଟି ସଦସ୍ୟ ଇକବାଲ୍ ଅନସାରୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ହନୁମାନଙ୍କ ଗଦାମାଡ଼ରେ ମାନଚିତ୍ରରୁ ନେପାଳ ଲିଭି ଯିବ। ଓଲି ବୁଝି ବିଚାରି ମନ୍ତବ୍ୟ…
Archives


