ଜାତୀୟ

ବିନା ବିଜୁଳି ଆଲୋକରେ ଅଫିସରେ କାମ କଲେ ଜିଲାପାଳ

ଗାଜିଆବାଦ, ୧୦।୯: ଜିଲାପାଳ ନିଜ ଅଫିସରେ ବିନା ବିଜୁଳି ଆଲୋକରେ ଜାଣିଶୁଣି କାମ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ମଧ୍ୟପ୍ରଦେଶର ଗାଜିଆବାଦ୍‌ ଜିଲାପାଳ ଅଜୟ ଶଙ୍କର ପାଣ୍ଡେ ଏଭଳି କରି ଏକ ଉଦାହରଣ ସୃଷ୍ଟି…

ଇଲୋକ୍ଟ୍ରନିକ୍ସ୍‌ ମିଡ଼ିଆ ଉପରେ ସରକାରଙ୍କର କାହିଁକି ନାହିଁ ନିୟନ୍ତ୍ରଣ: ପ୍ରଶ୍ନ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ, ୧୦।୯: ଇଲୋକ୍ଟ୍ରିନିକ୍ସ୍‌ ମିଡ଼ିଆ ଏବଂ ଟେଲିଭିଜନ ଉପରେ କାହିଁକି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ବମ୍ବେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ପ୍ରସାରିତ ହେଉଥିବା ଖବର ଦ୍ୱାରା ଲୋକଙ୍କ ଉପରେ…

ବାଲିବସ୍ତାରେ ଆଇଇଡି: ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ ଷଡ଼ଯନ୍ତ୍ର

ଶ୍ରୀନଗର, ୧୦।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ରଚାଯାଇଥିବା ଏକ ବିସ୍ଫୋରଣ ଘଟଣାକୁ ଏଡ଼ାଇ ଦିଆଯାଇଛି। ଫଳରେ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରିବାକୁ ହୋଇଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଉତ୍ତର କଶ୍ମୀରର ବାରମୁଳା ଜିଲାର ଡାଙ୍ଗିଓ୍ବାଚା ଅଞ୍ଚଳର ଚତଲୋରାଠାରେ ବାଲିବସ୍ତାରେ ଥିବା…

ଦେଶର ସମ୍ପତ୍ତି ବିକ୍ରି କରୁଛନ୍ତି ମୋଦି ସରକାର

ଲକ୍ଷ୍ନୌ, ୧୦।୯: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଗୁରୁବାର ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ସରକାର ଦେଶର ସମ୍ପତ୍ତି ବିକ୍ରି କରିବା ଆରମ୍ଭ କରିଛନ୍ତି। ବହୁ ସରକାରୀ କମ୍ପାନୀର…

ଅକ୍ସଫୋର୍ଡ଼ ଟିକା ପରୀକ୍ଷଣ ଭାରତରେ ବନ୍ଦ: ସିରମ୍‌ ଇନଷ୍ଟିଚ୍ୟୁଟ୍‌ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ, ୧୦।୯: ଭାରତରେ ଏଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାର ମାନବ ପରୀକ୍ଷଣକୁ ବନ୍ଦ କରି ଦିଆଯାଇଛି। ପୁଣେ ସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୁରକ୍ଷା କାରଣରୁ…

ବିହାର ନିର୍ବାଚନ ପୂର୍ବରୁ ଆର୍‌ଜେଡିକୁ ଝଟ୍‌କା

ପାଟନା,୧୦ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)କୁ ବଡ ଝଟ୍‌କା ଲାଗିଛି । ଆର୍‌ଜେଡିର ପୂର୍ବତନ ଉପାଧ୍ୟକ୍ଷ ତଥା ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ ଦଳରୁ ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫା…

ମୋଦି ସରକାରଙ୍କ ଯୋଗୁ କୋଟି କୋଟି ଲୋକଙ୍କ ଚାକିରି ଯାଇଛି: ରାହୁଲ

ନୂଆଦିଲ୍ଲୀ,୧୦।୮: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଯୋଗୁ କୋଟି କୋଟି ଲୋକ ନିଯୁକ୍ତି ହରାଇଛନ୍ତି। ଏହାସହ ଜିଡିପିରେ ମଧ୍ୟ ହ୍ରାସ ଘଟିଛି। କଂଗ୍ରେସର…

ଶିବସେନା ପାଇଁ ଚୁଡ଼ି ପଠାଇବ ଭାଜପା

ଶିମଲା,୧୦ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଓ ଶିବସେନା ମଧ୍ୟରେ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି । ମୁମ୍ବାଇରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟକୁ ବୁଧବାର ଭାଙ୍ଗିବା ଘଟଣା ଏବେ ରାଜନୈତିକ ମୋଡ ନେଲାଣି ଗୁରୁବାର ଏହାକୁ ନେଇ ଶିମଲାରେ…

ମଶା କାମୁଡ଼ାରୁ ରକ୍ଷା କରିବ ଏହି ମାଛ

ଏବେ ମଶା କାମୁଡ଼ାରୁ ରକ୍ଷା କରିବ ମାଛ। ମଶାଠାରୁ ଦୂରେଇ ରହିବା ପାଇଁ ଗାମ୍ବୁଜିଆ ମାଛକୁ ବାହାରୁ ଅଣାଯାଇ ପୋଖରୀ ଏବଂ ଡ୍ରେନରେ ଛଡାଯାଉଛି। ବିହାରର ଦରଭଙ୍ଗାରେ ଏମିତି ପ୍ରୟୋଗ କରାଯାଉଛି। କୁହାଯାଉଛି ଯେ ଏହି ମାଛର ମୁଖ୍ୟ ଖାଦ୍ୟ ହେଉଛି…

କରୋନା ସମୟରେ ପୁଅ-ବୋହୂଙ୍କୁ ଘରେ ପୁରାଇଲେ ନାହିଁ ପରିବାର

ବଦାୟୁ,୧୦ ।୯: କରୋନା ମହାମାରୀ ଏବେ ଅଧିକାଂଶଙ୍କ ଜୀବନ ଜୀବିକା ଛଡାଇ ନେଇଛି କହିଲେ ଚଳେ । ଉତ୍ତର ପ୍ରଦେଶର ଜଣେ ଯୁବକ ଏବେ ବେରୋଜଗାର ହୋଇ ଦୁବଇରୁ ଘରକୁ ଫେରିଥିବା ବେଳେ ତାଙ୍କ ଉପରେ ପରିବାରର ରାଗ ଆହୁରି ଦାଉ…

୮୦ ସ୍ପେଶାଲ ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ, ୧୦।୯: ସେପ୍ଟେମ୍ବର ୧୨ରୁ ଯାତ୍ରା ଆରମ୍ଭ କରୁଥିବା ନୂଆ ୮୦ ସ୍ପେଶାଲ ଟ୍ରେନ୍‌ ପାଇଁ ଟିକଟ ବୁକିଂ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହାଦ୍ୱାରା ଭାରତୀୟ ରେଳ ବିଭାଗର ସ୍ପେଶାଲ ଟ୍ରେନ୍‌ ସଂଖ୍ୟା ୩୧୦ ହୋଇଛି ବୋଲି ରେଲଓ୍ବେ ବୋର୍ଡ ପକ୍ଷରୁ…

ରାଫାଲକୁ ଦେଖି ଛାନିଆ ହେଲାଣି ପାକିସ୍ତାନ, ଚାଇନାକୁ ମାଗୁଛି ସାହାଯ୍ୟ

ନୂଆଦିଲ୍ଲୀ,୧୦ ।୯: ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି ଯୁଦ୍ଧ ବିମାନ ରାଫାଲ । ଭିଜୁଆଲ ରେଞ୍ଜ ବାହାରେ ବା ମିଟିଅର ବିମାନଭେଦୀ ତୋପ(ମିଶାଇଲ) ସହ ରାଫାଲ ଏସିଆର ବସୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ବୋଲି କୁହାଯାଉଛି । ତେବେ ଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri